Saturday, September 5, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁର୍ଘଟଣାରୁ ମଶାଣି ପର୍ଯ୍ୟସ୍ତ ସହାୟତା ଯୋଗାଇଲା ‘ଓଡ଼ିଶା-ମୋ ପରିବାର’

by Our Correspondent
14 Feb, 2022- 08:46 PM
in News
1 min read
0
ଦୁର୍ଘଟଣାରୁ ମଶାଣି ପର୍ଯ୍ୟସ୍ତ ସହାୟତା ଯୋଗାଇଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର: ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାରି ପଞ୍ଚାୟତର ୬୫ ବର୍ଷିୟା ବୃଦ୍ଧା ମୀରା ଜେନା ରୋଷେଇ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଶାଢିରେ ନିଆଁ ଲାଗି ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ଗ୍ରାମର ସରପଞ୍ଚ ଏ ସମ୍ପର୍କରେ ସୂଚନା ପାଇ ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ କଟକ ବଡ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ଏବଂ ଏହି ପ୍ରକ୍ରିୟାରେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ ଓ ସନ୍ତୋଷ ହସ୍ପିଟାଲରେ ଉପସ୍ଥିତ ରହି ରୋଗୀକୁ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ସାହାଯ୍ୟ କରିଥିଲେ। ଦୁର୍ଭାଗ୍ୟବଶତଃ ଗତ ଫେବ୍ରୁୟାରୀ ୧୩ତାରିଖ ଦିନ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।

ପରିବାର ସଦସ୍ୟ ଆର୍ଥିକ ଅନଟନରେ ଥିବାରୁ ମୃତଦେହ କଟକ ବଡ଼ ମେଡ଼ିକାଲରୁ ତାଙ୍କ ଗ୍ରାମକୁ ନେବାପାଇଁ ଯାତାୟାତ ସହାୟତା ଯୋଗାଇ ଦେବାପାଇଁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଏହି ବିଷୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ମୀରାଙ୍କ ମୃତଶରୀରକୁ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ସମୟରେ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ ରଥ ଓ ସନ୍ତୋଷ ଦାସ ହସ୍ପିଟାଲରେ ଉପସ୍ଥିତ ରହି ସଂଯୋଜନା କରିଥିଲେ । ମୃତଦେହ ଗ୍ରାମରେ ପହଞ୍ଚିବା ପରେ ବରି ବିଧାୟକ ଶ୍ରୀମତୀ ସୁନନ୍ଦା ଦାସ ସେଠାରେ ଉପସ୍ଥିତ ରହି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଏଭଳି ଦୁଃଖଦ ପରିସ୍ଥିତିରେ ସହାୟତାର ହାତ ବଢାଇଥିବାରୁ ସ୍ଥାନୀୟ ବାସିନ୍ଦା ଓ ମୀରାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Previous Post

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

Next Post

ଶାଶୁଙ୍କ ନାଁରେ ଫାର୍ମ ହାଉସ୍, ନର୍ସିଂ ହୋମ୍, ଟ୍ରାନସପୋର୍ଟ ବିଜିନେସ୍!

Next Post
ଶାଶୁଙ୍କ ନାଁରେ ଫାର୍ମ ହାଉସ୍, ନର୍ସିଂ ହୋମ୍, ଟ୍ରାନସପୋର୍ଟ ବିଜିନେସ୍!

ଶାଶୁଙ୍କ ନାଁରେ ଫାର୍ମ ହାଉସ୍, ନର୍ସିଂ ହୋମ୍, ଟ୍ରାନସପୋର୍ଟ ବିଜିନେସ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA