Wednesday, September 9, 2026 11:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

ମାର୍ଚ୍ଚ ୭ରେ ସମ୍ମାନିତ ହେବେ ୧୦ ଯୁବ ଲେଖକ

by Our Correspondent
02 Mar, 2022- 08:03 PM
in News
1 min read
0
୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୨୦୨୧ ମସିହା ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା ହୋଇଛି। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧୦ ଜଣ ଯୁବ ଲେଖକ ଏ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କୁ ଚଳିତ ମାର୍ଚ୍ଚ ମାସ ୭ ତାରିଖ ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି।

୨୦୧୭ ମସିହାଠାରୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଦିଆ ହୋଇ ଆସୁଥିବା ଏ ପୁରସ୍କାର ୪୦ ବର୍ଷରୁ କମ୍‌ ବୟସର ଲେଖକ ଲେଖିକାଙ୍କ ଅପ୍ରକାଶିତ ପାଣ୍ଡୁଲିପି ପାଇଁ ପ୍ରଦାନ କରାଯାଇଥାଏ। ପଞ୍ଚମ ସଂସ୍କରଣ ପାଇଁ ମୋଟ ୮୭ ଜଣ ଲେଖକ ସେମାନଙ୍କ ପାଣ୍ଡୁଲିପି ଆବେଦନ କରିଥିବା ବେଳେ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ଦ୍ବାରା ୧୦ଟି ପାଣ୍ଡୁଲିପିକୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଛି ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

୫ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇଁ ମନୋନୀତ ପାଣ୍ଡୁଲିପି ମଧ୍ୟରେ ୮ଟି ଓଡ଼ିଆ ଭାଷାର ଥିବାବେଳେ ଗୋଟିଏ ହିନ୍ଦୀ ଓ ଗୋଟିଏ ଇଂରାଜୀ ଭାଷାର ପା‌ଣ୍ଡୁଲିପି ରହିଛି। ଉପନ୍ୟାସ ‘ଲଳିତା’ ପାଇଁ ଡ. ଭାରତ ଭୂଷଣ ରଥ, ଉପନ୍ୟାସ ‘ବିଦାୟ ବେଳାର ସୂର୍ଯ୍ୟ’ ପାଇଁ ତାପସ ରଂଜନ ରାଉତ, କବିତା ସଂକଳନ ‘ଦେଶ ଶୋଇଛି ଫୁଙ୍ଗୁଳା ଆକାଶ ଛାଇରେ’ ପାଇଁ ସମୀର କୁମାର କଳସ, ଗଳ୍ପ ସଂକଳନ ‘ଅସମାହିତ ପ୍ରଶ୍ନ’ ପାଇଁ ରଜତ କୁମାର ମିଶ୍ର, ଗଳ୍ପ ସଂକଳନ ‘ଈଶ୍ବର ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ବିମଳ କୁମାର ରାଉଳ, କବିତା ସଂକଳନ ‘ବିବିଧା’ ପାଇଁ ଦୀପିକା ଦାଶ, କବିତା ସଂକଳନ ‘ମା ମୋତେ କ୍ଷମା କରିଦେବ’ ପାଇଁ ପ୍ରଶାନ୍ତ କୁମାର ଦାଶ, କବିତା ସଂକଳନ ‘ପ୍ରେମ ଆଉ କ’ଣ କି’ ପାଇଁ ଶ୍ରୀମା ଶତପଥୀ, ହିନ୍ଦୀ କବିତା ସଂକଳନ ‘ବିଖ୍‌ରେ ଖୟାଲୋଁ କେ ଇନ୍ଦ୍ରଧନୁଷ’ ପାଇଁ ଶବନମ ଆଦେନୀ ଓ ଇଂରାଜୀ କବିତା ସଂକଳନ ‘ଅଂଗ୍‌ଜାଇଟି ହୋକ୍ସ ଆଣ୍ଡ ଅଦର ପୋଏମ୍ସ’ ପାଇଁ ଡା. ପ୍ରିୟଦର୍ଶୀ ପ୍ରହରାଜ ୨୦୨୧ ମସିହାର ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ପାଇବେ। ପୁରସ୍କାର ସମୋରାହ ପରେ ଏସବୁ ପାଣ୍ଡୁଲିପି ପେପନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ।

ମାର୍ଚ୍ଚ ୭ ତାରିଖରେ ହେବାକୁ ଥିବା ପୁରସ୍କାର ବିତରଣ ସମାରୋହ ଅବସରରେ ଚତୁର୍ଥ ସଂସ୍କରଣରେ ପୁରସ୍କୃତ ଲେଖକମାନଙ୍କ ବହିଗୁଡ଼ିକ ମଧ୍ୟ ଉନ୍ମୋଚନ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Previous Post

କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ାଇଲେ ନବୀନ

Next Post

ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

Next Post
ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

ଗିରିବାଳା ବେହେରା କଂଗ୍ରେସର କଟକ ମେୟର ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA