Friday, June 26, 2026 08:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆ ଦାୟିତ୍ୱ ପାଇଁ ପାଣ୍ଡିଆନଙ୍କୁ ଶୁଭେଚ୍ଛାର ସୁଅ

୨୭ ଟି କର୍ମଚାରୀ ସଂଗଠନ ସଦସ୍ୟ ଭେଟିଲେ

by Our Correspondent
31 Oct, 2023- 09:24 PM
in Latest News, News
1 min read
0
ନୂଆ ଦାୟିତ୍ୱ ପାଇଁ ପାଣ୍ଡିଆନଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଆଇଏଏସ୍ ଚାକିରି ଛାଡ଼ି ନୂଆ ଭୂମିକାରେ ଆସିଥିବା ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତ ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ୨୦ ରୁ ଅଧିକ କର୍ମଚାରୀ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସରେ ଶ୍ରୀ ପାଣ୍ଡିଆନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ଅନୁରୂପ ଭାବେ ଆଜି ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ୨୭ରୁ ଅଧିକ ସଂଗଠନର କର୍ମକର୍ତ୍ତା ନବୀନ ନିବାସ ଆସି ତାଙ୍କର ନୂଆ ଦାୟିତ୍ୱ ପାଇଁ ଶ୍ରୀ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଶ୍ରୀ ପାଣ୍ଡିଆନଙ୍କ ନୂତନ ଦାୟିତ୍ୱରେ ସେମାନେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭିଜନ୍ କୁ ଆଖି ଆଗରେ ରଖି ରୂପାନ୍ତରଣ ଆହୁରି ଗତିଶୀଳ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏବେ ରାଜ୍ୟ ପାଇଁ ଭଲ ସମୟ ଅନୁଭବ ହେଉଛି ଏବଂ ଆଗକୁ ଆହୁରି ଭଲ ସମୟ ଆସିବ ବୋଲି ସେମାନେ ବିଶ୍ୱାସ ରଖିଥିଲେ ।

ଶ୍ରୀ ପାଣ୍ଡିଆନ୍ ସଂଗଠନର ସଦସ୍ୟମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ନେତୃତ୍ୱରେ ଆହୁରି ଆଗକୁ ବଢ଼ିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଶ୍ରୀ ପାଣ୍ଡିଆନଙ୍କୁ ଭେଟିଥିବା ସଂଘ ଗୁଡ଼ିକ ହେଲେ-

ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍(ଓମସା), ଓଡ଼ିଶା ଇନଫରମେସନ୍ ସର୍ଭିସ୍ ଆସୋସିଏସନ୍, ଓଡ଼ିଶା ଇଲେକ୍ଟ୍ରିକାଲ୍ ୱାର୍କର୍ସ ୟୁନିୟନ୍(ଜିଇଡି), ନିଖିଳ ଓଡ଼ିଶା ବିଦ୍ୟୁତ ମଞ୍ଚ, ଓଡ଼ିଶା ଭେଟେନାରି ସର୍ଭିସ୍ ଆସୋସିଏସନ୍, ଓଡ଼ିଶା ଟାକ୍ସେସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ୍ ଆସୋସିଏସନ୍, ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆସୋସିଏସନ୍, ଅଲ୍ ଓଡ଼ିଶା ଆଇଟିଆଇ ଏମ୍ପ୍ଲୟିସ୍ ଆସୋସିଏସନ୍, ଓଲଡ୍ ପେନସନ ସ୍କିମ୍ ଆସୋସିଏସନ୍ ଆଣ୍ଡ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିସ୍ ଫେଡେରେସନ୍, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ଆସୋସିଏସନ୍, ଓଡ଼ିଶା ସରକାରୀ ମୋଟର କର୍ମଚାରୀ ସଂଘ, ସାଧାରଣ ସମ୍ପାଦକ ଜାମା ମସଜିଦ୍(ୟୁନିଟ୍-୪), ୪୮୮ କଲେଜ ଲେକଚର୍ସ ଆଣ୍ଡ ଏମ୍ପ୍ଲୟିସ୍ କୋଅର୍ଡିନେସନ୍ କମିଟି, ଓଡ଼ିଶା ଗଭର୍ଣ୍ଣମେଣ୍ଟ ପଲିଟେକନିକ୍ ଟିଚର୍ସ ଆସୋସିଏସନ୍, ଓଡ଼ିଶା ୱାଟର ସପ୍ଲାଇ ଆଣ୍ଡ ସ୍ୱେରେଜ୍ ବୋର୍ଡ, କୁଲତା ସମାଜ କଲ୍ୟାଣ ସଂଗଠନ, ଓଡ଼ିଶା ନର୍ସିଂ ଏମ୍ପ୍ଲୟିସ୍ ଆସୋସିଏସନ୍, ସବଜେକ୍ଟ ମ୍ୟାଟର ଏକ୍ସପର୍ଟ(ପି ଆଣ୍ଡ ସି), ଅଲ୍ ଓଡ଼ିଶା ରେଡିଓଗ୍ରାଫର୍ସ ସର୍ଭିସ୍ ଆସୋସିଏସନ୍, ଓଡ଼ିଶା ଷ୍ଟେଟ୍ ଏମ.ପି.ଏଚ.ଏସ ୟୁନାଇଟେଡ୍ ଆସୋସିଏସନ୍, ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ଆସୋସିଏସ୍, ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ, ଅଲ୍ ଓଡ଼ିଶା ନନ ଗଭର୍ଣ୍ଣମେଣ୍ଟ ଲେକ୍ଚର୍ସ ଆଣ୍ଡ ଏମ୍ପ୍ଲୟିସ୍ ଆସୋସିଏସନ୍, ୟୁକୋ ବ୍ୟାଙ୍କ ଏସଏଲବିସି ଏବଂ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘ ।

 

 

Previous Post

ବାଲେଶ୍ୱରକୁ ୧୭୮ କୋଟି, ବଲାଙ୍ଗୀରକୁ ୧୫୮ କୋଟି

Next Post

ବିଜେପି ସୋସିଆଲ୍ ମିଡିଆ ଟିମ୍ ଗଠନ

Next Post
ବିଜେପି ସୋସିଆଲ୍ ମିଡିଆ ଟିମ୍ ଗଠନ

ବିଜେପି ସୋସିଆଲ୍ ମିଡିଆ ଟିମ୍ ଗଠନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA