Tuesday, June 23, 2026 03:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ: ଜଷ୍ଟିସ ଲଳିତ

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି

by Our Correspondent
04 Jan, 2024- 05:30 PM
in Latest News, News
1 min read
0
ଗାନ୍ଧୀ ଦର୍ଶନର ମୃତ୍ୟୁ ନାହିଁ: ଜଷ୍ଟିସ ଲଳିତ

ଭୁବନେଶ୍ୱର: ଗାନ୍ଧୀ ଦର୍ଶନ ଅଜର ଅମର। ଏହାର ମୃତ୍ୟୁ ନାହିଁ ବୋଲି ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ମତ ଦେଇଛନ୍ତି। ଏଠାରେ ଆୟୋଜିତ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହରେ ଯୋଗଦେଇ ଜଷ୍ଟିସ ଲଳିତ ଏହା କହିଛନ୍ତି।

ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ “ଚତୁର୍ଦ୍ଦଶ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକ୍ତୃତା ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ” ଆମ ସ୍ୱପ୍ନର ଭାରତରେ ମହାତ୍ମା ଗାନ୍ଧୀ” ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ । ଏହି ଅବସରରେ ସମ୍ବିଧାନର ଅନେକ ବିଷୟ ସମ୍ପର୍କରେ ସେ ଆଲୋଚନା କରି କହିଥିଲେ ଯେ, ଏସବୁ ପ୍ରସଙ୍ଗ ଗାନ୍ଧୀ ଦର୍ଶନ ଉପରେ ଆଧାରିତ ହୋଇଛି। ଏହି ଦୃଷ୍ଟିରୁ ଭାରତବର୍ଷରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ଗାନ୍ଧୀ ଦର୍ଶନ ଦ୍ଵାରା ପରିଚାଳିତ ବୋଲି କୁହାଯାଇ ପାରିବ। ଗାନ୍ଧୀ ଦର୍ଶନ ଅଜର ଅମର, ଏହାର ମୃତ୍ୟୁ ନାହିଁ ବୋଲି ସେ ଦର୍ଶାଇଥିଲେ।

ସମାରୋହର ମୁଖ୍ୟବକ୍ତା ଗୁଜରାଟ ଗାନ୍ଧୀ ବିଦ୍ୟାପୀଠର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ସୁଦର୍ଶନ ଆୟଙ୍ଗର କହିଥିଲେ ଯେ, ବିଭିନ୍ନ ବିରୋଧାଭାସ ସତ୍ତ୍ୱେ ଗାନ୍ଧୀଙ୍କ ବିଚାରଧାରା ସହିତ ଏବେ ବି ଏ ଦେଶର ଯୁବପିଢି ସମ୍ପୃକ୍ତ ଅଛନ୍ତି। ଏହା ବେଶ୍ ଆଶ୍ୱାସନାର ବିଷୟ। ତତ୍କାଳୀନ ଓଡ଼ିଶାର ସାମାଜିକ ସ୍ଥିତି ଓ ଦୁର୍ଦ୍ଦଶା ସମ୍ପର୍କରେ ଗାନ୍ଧିଜୀଙ୍କ ଚିନ୍ତନ ଉପରେ ସେ ଆଲୋଚନା କରିବା ସହିତ ଗାନ୍ଧିଜୀ ଗୁରୁତ୍ବ ଦେଉଥିବା ତିନି କଥା ରଚନାତ୍ମକ କାର୍ଯ୍ୟ, ସତ୍ୟାଗ୍ରହ ଏବଂ ଆତ୍ମ ଅନୁଶାସନ ଉପରେ ସମସ୍ତେ ଚିନ୍ତା କରିବା ଉଚିତ୍ ବୋଲି କହିଥିଲେ।

ପ୍ରମୁଖ ବକ୍ତା ବିଶିଷ୍ଟ ସାହିତ୍ୟିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡକ୍ଟର ଯତୀନ ନାୟକ ତାଙ୍କ ଅଭିଭାଷଣରେ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା ସହିତ ମହାତ୍ମାଗାନ୍ଧୀଙ୍କ ବିଭିନ୍ନ କାର୍ଯ୍ୟଧାରା କିଭଳି ରାଜକିଶୋରଙ୍କ ଆଚରଣ ଓ କାର୍ଯ୍ୟଧାରାରେ ପ୍ରତିଫଳିତ ହୋଇଥିଲା, ସେ ସମ୍ପର୍କରେ ଦର୍ଶାଇଥିଲେ।

ରାଜକିଶୋର ନାୟକଙ୍କ ପୁତ୍ର ରାଜ୍ୟ ଉଚ୍ଚଶିକ୍ଷା, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜ ପିତାଙ୍କ ସ୍ମୃତିତିଚାରଣ କରିବା ସହିତ ଅତିଥିମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ରାଜକିଶୋର ନାୟକ ନେସନାଲ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ” କଥା କଥାରେ ଗାନ୍ଧୀ” ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଫାଉଣ୍ଡେସନର ସଭାପତି ବିଶିଷ୍ଟ ସାହିତ୍ୟିକ ଓ ଗାନ୍ଧିବାଦୀ ସମାଜସେବୀ ପ୍ରହ୍ଲାଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଫାଉଣ୍ଡେସନ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ମଧ୍ୟ ମଞ୍ଚାସୀନ ଥିଲେ। ଡକ୍ଟର ମୃତ୍ୟୁଞ୍ଜୟ ରଥ ସଭା ସଂଯୋଜନା କରିଥିବା ବେଳେ ଶେଷରେ ରାଜକିଶୋର ନାୟକ ନେସନାଲ ଫାଉଣ୍ଡେସନର ଟ୍ରଷ୍ଟି ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

୬ରେ ଓଡ଼ିଶା ଆସିବେ ଅଜୟ କୁମାର

Next Post

୮ ମାସରେ ସୁନ୍ଦରଗଡ଼କୁ ୯୭୦ କୋଟିର ପ୍ରକଳ୍ପ

Next Post
୮ ମାସରେ ସୁନ୍ଦରଗଡ଼କୁ ୯୭୦ କୋଟିର ପ୍ରକଳ୍ପ

୮ ମାସରେ ସୁନ୍ଦରଗଡ଼କୁ ୯୭୦ କୋଟିର ପ୍ରକଳ୍ପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA