Tuesday, June 30, 2026 04:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଛେପ ଢ଼ୋକିଲେ ତୋମାର

ବିଜେଡି-ବିଜେପି ମେଣ୍ଟ ପ୍ରଶ୍ନ

by Our Correspondent
27 Feb, 2024- 08:02 PM
in Latest News, News, Politics
1 min read
0
ଛେପ ଢ଼ୋକିଲେ ତୋମାର

ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ପ୍ରଶ୍ନରେ ରାଜ୍ୟ ବିଜେପିର ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ଆଜି ଛେପ ଢ଼ୋକି ପକାଇଛନ୍ତି । କହିଛନ୍ତି, ନା ନା ମୁଁ ଏ ବିଷୟରେ କିଛି କହିପାରିବିନି । ଏହା କେନ୍ଦ୍ରର ନିଷ୍ପତ୍ତି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ଆମେ ତାହାକୁ ସ୍ୱୀକାର କରିବୁ ।

ଦୁଇଦିନ ତଳେ ଶ୍ରୀ ତୋମାର ବେଶ୍ ଦାମ୍ଭିକତାର ସହ ଏହି ପ୍ରଶ୍ନର ସାମନା କରିଥିଲେ । ଗଣମାଧ୍ୟମକୁ ବାଇଟ୍ ଦେଇ କହିଥିଲେ ଯେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟର ପ୍ରଶ୍ନ ନାହିଁ । ବିଜେପି ଏଠି ଏକାକୀ ଲଢ଼ିବ ବୋଲି ସେ ସ୍ପଷ୍ଟ କହିଥିଲେ । ଖାଲି ସେତିକି ନୁହେଁ, ବିଧାନସଭାରେ ବିଜେପି ୮୦ ରୁ ଅଧିକ ଆସନ ଏବଂ ଲୋକସଭାରେ ୧୫ ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭ ଦେଖାଇଥିଲେ ।

ମାତ୍ର ଆଜି ତୋମାରଙ୍କ ମୁହଁରେ ସେହି ଦମ୍ଭ ଦେଖିବାକୁ ମିଳିନାହିଁ । ଭୁବନେଶ୍ୱର ବିମାନବନ୍ଦରରେ ସାମ୍ବାଦିକମାନେ ତାଙ୍କୁ ଏହି ବିଷୟରେ ପୁଣି ପ୍ରଶ୍ନ କରିବାରୁ ସେ ଥତମତ ହୋଇଯାଇଥିଲେ । ମେଣ୍ଟ ହେବ କି ନାହିଁ କହିପାରିବେନି ବୋଲି ସ୍ପଷ୍ଟ ଉତ୍ତର ଦେଇଥିଲେ । ଏହା କେନ୍ଦ୍ରର ବିଷୟ ଏବଂ କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ସ୍ୱୀକାର କରିବୁ ବୋଲି ନରମ ଗଳାରେ କହିଥିଲେ । ଅବଶ୍ୟ ନିଜ ବୟାନରେ ଆଉ ଦୁଇପଦ ଯୋଡ଼ି ପ୍ରସଙ୍ଗକୁ ବାଲାନ୍ସ କରିବାକୁ ଉଦ୍ୟମ କରିଥିଲେ ତୋମାର । କହିଥିଲେ, ସବୁ ଆସନରେ ଲଢ଼ିବାକୁ ବିଜେପି ପ୍ରସ୍ତୁତ ଅଛି । ସେଥିପାଇଁ ଆମର କାର୍ଯ୍ୟକ୍ରମ ଜାରି ରହିଛି ।

ସୂଚନାଥାଉକି, ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ନେଇ ସବୁ ମହଲରେ ଚର୍ଚ୍ଚା ହେଉଛି । ମାତ୍ର ଏହାର ସତ୍ୟତା କାହାରିକୁ ଜଣାନାହିଁ । ଉଭୟ ଦଳର ଆଗଧାଡ଼ିର ନେତାଙ୍କ ପାଖରେ ମଧ୍ୟ ଏହାର ସମ୍ୟକ ସୂଚନା ନାହିଁ । ବିଜେଡି ନେତାମାନେ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ବୟାନବାଜିରୁ ଦୂରେଇ ରହିଥିଲା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେପି ଏକାକୀ ଲଢ଼ିବ ବୋଲି କହି ଆସୁଛନ୍ତି । ରାଜ୍ୟ ବିଜେପିର ଦିଲ୍ଲୀ ମଙ୍ଗ ଧରିଥିବା ସୁନୀଲ ବଂଶଲ ମଧ୍ୟ ବିଜେପି ଏଠି ଏକାକୀ ଲଢ଼ିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ବିଜୟପାଲ୍ ସିଂହ ତୋମାର ବି ସେୟା କହୁଥିଲେ । ମାତ୍ର ଆଜି ଏହା କେନ୍ଦ୍ରର ନିଷ୍ପତ୍ତି କହି ଛେପ ଢ଼ୋକିବା ଘଟଣା ଖୋଦ୍ ରାଜ୍ୟ ବିଜେପି ନେତାଙ୍କୁ ଅଡୁଆରେ ପକାଇଛି ।

Previous Post

ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ

Next Post

CM launched major projects for cricket development

Next Post
CM launched major projects for cricket development

CM launched major projects for cricket development

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA