Thursday, June 25, 2026 02:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା

୮ ଲୋକସଭା, ୪୯ ବିଧାନସଭା ପ୍ରାର୍ଥୀ

by Our Correspondent
02 Apr, 2024- 06:52 PM
in Latest News, News, Politics
1 min read
0
ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏଥିରେ ୮ଟି ଲୋକସଭା ଏବଂ ୪୯ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ନାଁ ରହିଛି । ପ୍ରଶାସକରୁ ରାଜନେତା ବନିଥିବା ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି । ନବରଙ୍ଗପୁର ଲୋକସଭା ଆସନରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଥିଲା ବେଳେ ତାଙ୍କ ଝିଅ ଡାକ୍ତର ଲିପିକା ମାଝୀ ଡାବୁଗାଁରୁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବରିଷ୍ଠ ନେତା ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପୁଅ ସାଗର ଦାସଙ୍କୁ ଭବାନୀପାଟଣାରୁ ପ୍ରାର୍ଥୀ କରିଛି ଦଳ । କଂଗ୍ରେସ ସହଯୋଗୀ ଭାବେ ବୀରମିତ୍ରପୁର ଆସନ ଜେଏମଏମକୁ ଏବଂ ବଣାଇ ଆସନ ସିପିଆଇ(ଏମ୍) କୁ ଛଡ଼ାଯାଇଛି ।

ଲୋକସଭା

ବରଗଡ଼- ସଞ୍ଜୟ ଭୋଇ
ସୁନ୍ଦରଗଡ଼- ଜନାର୍ଦ୍ଦନ ଦେହୁରୀ
ବଲାଙ୍ଗୀର- ମନୋଜ ମିଶ୍ର
କଳାହାଣ୍ଡି- ଦ୍ରୌପଦୀ ମାଝୀ
ନବରଙ୍ଗପୁର- ଭୁଜବଳ ମାଝୀ
କନ୍ଧମାଳ- ଅମିର ଚାନ୍ଦ ନାୟକ
ବ୍ରହ୍ମପୁର- ରଶ୍ମୀ ରଞ୍ଜନ ପଟ୍ଟନାୟକ
କୋରାପୁଟ- ସପ୍ତଗିରି ଶଙ୍କର ଉଲ୍ଲାକା

ବିଧାନସଭା

ପଦ୍ମପୁର- ଟଙ୍କଧର ସାହୁ
ବିଜେପୁର- କିଶୋର ଦଫାଦାର
ବରଗଡ଼- ନିପନ କୁମାର ଦାଶ
ଭଟ୍ଟଲି- ବ୍ରହ୍ମା ମହାକୁଡ଼
ବ୍ରଜରାଜନଗର- କିଶୋର ଚନ୍ଦ୍ର ପଟେଲ
ତଳସରା- ପ୍ରବୋଧ ତିର୍କୀ
ସୁନ୍ଦରଗଡ଼- ସୁଧାରାଣୀ ରାଉଡିଆ
ବୀରମିତ୍ରପୁର- (ଜେଏମଏମ)
ରଘୁନାଥପଲ୍ଲୀ- ଗୋପାଳ ଦାସ
ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
ରାଜଗାଙ୍ଗପୁର-ଡ. ସି ଏସ ରାଜେନ୍ ଏକ୍କା
ବଣାଇ- (ସିପିଆଇ-ଏମ୍)
ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
ପାଟଣାଗଡ଼- ଅନୀଲ ମେହେର
ଇଲଶଙ୍ଗୀର- ସମରେନ୍ଦ୍ର ମିଶ୍ର
କଣ୍ଟାବାଂଝୀ- ସନ୍ତୋଷ ସିଂହ ସାଲୁଜା
ନୂଆପଡ଼ା- ଶରତ ପଟ୍ଟନାୟକ
ଉମରକୋଟ- ସନରାଜ ଗଣ୍ଡ
ଝରିଗାଁ- ହାରାବତୀ ଗଣ୍ଡ
ନବରଙ୍ଗପୁର- ଦିଲ୍ଲୀପ ପ୍ରଧାନୀ
ଡାବୁଗାଁ- ଡ. ଲିପିକା ମାଝୀ
ଲାଞ୍ଜିଗଡ଼- ବଳଭଦ୍ର ମାଝୀ
ଜୁନାଗଡ଼- ତୁଲେଶ୍ୱର ନାଏକ
ଧର୍ମଗଡ଼- ରଶ୍ମିରେଖା ରାଉତ
ଭବାନୀପାଟଣା- ସାଗର ଚରଣ ଦାସ
ନର୍ଲା- ଭକ୍ତ ଚରଣ ଦାସ
ବାଲିଗୁଡ଼ା- ସୁରଦ ପ୍ରଧାନ
ଜି.ଉଦୟଗିରି- ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
ଫୁଲବାଣୀ- ପ୍ରତିଭା କହଁର
କଣ୍ଟାମାଳ- ମନୋଜ କୁମାର ଆଚାର୍ଯ୍ୟ
ବୌଦ୍ଧ- ନବ କୁମାର ମିଶ୍ର
ଭଞ୍ଜନଗର- ପ୍ରଶାନ୍ତ କୁମାର ବିଶୋୟୀ
ପୋଲସରା- ଅଗସ୍ତି ବରଦା
କବିସୂର୍ଯ୍ୟନଗର- ଚିରଞ୍ଜୀବ ବିଶୋୟୀ
ସୋରଡ଼ା- ହରିକ୍ରିଷ୍ଣ ରଥ
ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା
ଚିକିଟି- ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରାୟ
ମୋହନା- ଦାଶରଥୀ ଗମାଙ୍ଗୋ
ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
ଗୁଣୁପୁର- ସତ୍ୟଜିତ୍ ଗମାଙ୍ଗୋ
ବିଷମ କଟକ- ନୀଳମାଧବ ହିକକା
ରାୟଗଡ଼ା- କାଡ୍ରାକ୍ ଆଲ୍ଲପସ୍ୱାମୀ
ଲକ୍ଷ୍ମୀପୁର- ପବିତ୍ର ସାଉଣ୍ଟା
କୋଟପାଡ଼- ଅନାମ ଦିଆନ୍
ଜୟପୁର- ତାରା ପ୍ରସାଦ ବାହିନୀପତି
କୋରାପୁଟ- କୃଷ୍ଣ ଚନ୍ଦ୍ର କୁଲଦୀପ୍
ପଟ୍ଟାଙ୍ଗୀ- ରାମଚନ୍ଦ୍ର କାଢ଼ମ୍
ଉାଲକାନଗିରି- ମାଲା ମାଢ଼ୀ
ଚିତ୍ରକୋଣ୍ଡା- ମଙ୍ଗୁ ଖିଲା

 

Previous Post

ବିଜେପିର ୧୧୨ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା

Next Post

୮ ଅଧିକାରୀଙ୍କୁ ବଦଳି ଆଦେଶ

Next Post
୮ ଅଧିକାରୀଙ୍କୁ ବଦଳି ଆଦେଶ

୮ ଅଧିକାରୀଙ୍କୁ ବଦଳି ଆଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA