Saturday, May 9, 2026 12:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖାଲିପଡ଼ିଛି ୨ ଲକ୍ଷ ସରକାରୀ ଚାକିରି

ବିିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

by Our Correspondent
02 Sep, 2024- 06:53 PM
in Latest News, News
1 min read
0
ଖାଲିପଡ଼ିଛି ୨ ଲକ୍ଷ ସରକାରୀ ଚାକିରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ୨ ଲକ୍ଷ ୫ ହଜାରରୁ ଅଧିକ ଚାକିରି ଖାଲି ପଡ଼ିଛି । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୩୧.୧୨.୨୦୨୩ ସୁଦ୍ଧା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସଂଖ୍ୟା ହେଉଛି ୫ ଲକ୍ଷ ୯୬ ହଜାର ୬୫୭ । ଗ୍ରୁପ୍ ‘ଏ’, ଗ୍ରୁପ୍ ‘ବି’, ଗ୍ରୁପ୍ ‘ସି’ ଏବଂ ଗ୍ରୁପ୍ ‘ଡି’ ଏଭଳି ୪ଟି ବର୍ଗରେ ଏହି ପଦବୀ ରହିଛି । ସେଥିମଧ୍ୟରୁ ୨ ଲକ୍ଷ ୫ହଜାର ୨୨୮ ପଦବୀ ଖାଲି ପଡ଼ିଛି ।

ଗ୍ରୁପ୍ ‘ଏ’ ରେ ୧୯,୨୯୯ ପଦବୀ ଖାଲି ପଡ଼ିଥିବା ବେଳେ ଗ୍ରୁପ୍ ‘ବି’ ୪୪,୮୮୬, ଗ୍ରୁପ୍ ‘ସି’ ୧ ଲକ୍ଷ ୪ ହଜାର ୪୨ ଏବଂ ଗ୍ରୁପ୍ ‘ଡି’ ରେ ୩୭ ହଜାର ୧ ପଦବୀ ଖାଲି ପଡ଼ିଛି । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩, ୪୦୫ ପଦବୀ ଖାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ ୩୯, ୧୨୭, ଗୃହ ବିଭାଗରେ ୧୯,୮୮୯, ରାଜସ୍ୱ ବିଭାଗରେ ୧୧,୮୧୦, ପଞ୍ଚାୟତିରାଜ ବିଭାଗରେ ୭,୪୬୫, କୃଷି ବିଭାଗରେ ୭,୨୯୬ ଏବଂ ଉଚ୍ଚଶିକ୍ଷା ବିଭାଗରେ ୩,୭୬୧ ପଦବୀ ଖାଲିପଡ଼ିଛି ।

କେଉଁ ବିଭାଗରେ କେତେ ଖାଲି

ଗୃହ-୧୯,୮୮୯
ସାଧାରଣ ପ୍ରଶାସନ-୧,୩୬୭
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା-୧୧,୮୧୦
ଆଇନ-୨,୯୭୩
ଅର୍ଥ- ୩,୧୦୧
ବାଣିଜ୍ୟ ଓ ପରିବହନ- ୩୮୧
ପୂର୍ତ୍ତ(ୱାର୍କସ୍)- ୪,୪୦୫
ଓଡ଼ିଶା ବିଧାନସଭା- ୨୬୩
ଖାଦ୍ୟ ଯୋଗାଣ ଏବଂ ଖାଉଟୀ କଲ୍ୟାଣ- ୧,୦୯୩
ବିଦ୍ୟାଳୟ ଏବଂ ଗଣଶିକ୍ଷା- ୬୩,୪୦୫
ଏସସି/ଏସଟି ଏବଂ ସଂଖ୍ୟାଲଘୁ କଲ୍ୟାଣ- ୨୮୨
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୩୯,୧୨୭
ଗୃହନିର୍ମାଣ ଏବଂ ନଗର ଉନ୍ନୟନ-୧,୦୭୯
ଶ୍ରମ ଏବଂ ଇଏସଆଇ- ୭୬୮
କ୍ରୀଡ଼ା ଏବଂ ଯୁବସେବା- ୯୬
ଯୋଜନା ଓ ସଂଯୋଜନା- ୧,୩୮୯
ପଞ୍ଚାୟତିରାଜ ଏବଂ ପାନୀୟ ଜଳ- ୭,୪୬୫
ଶିଳ୍ପ- ୩୭
ଜଳସମ୍ପଦ- ୭,୫୬୭
ବାଣିଜ୍ୟ ଓ ପରିବହନ(ପରିବହନ)- ୬୦୦
ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରବର୍ତ୍ତନ- ୪,୨୯୪
କୃଷି ଏବଂ କୃଷକ ସଶକ୍ତିକରଣ- ୭,୨୯୬
ଇସ୍ପାତ ଓ ଖଣି- ୭୨୦
ସୂଚନା ଓ ଲୋକସମ୍ପର୍କ- ୫୦୧
ଅବକାରୀ- ୨୪
ବିଜ୍ଞାନ ଓ କାରିଗରୀ କୌଶଳ- ୩୫
ଗ୍ରାମ୍ୟ ଉନ୍ନୟନ- ୫୨୪
ସଂସଦୀୟ ବ୍ୟାପାର- ୧୪୨
ଶକ୍ତି- ୩୯୩
ବୟନ ଓ ହସ୍ତତନ୍ତ- ୯୫୨
ପର୍ଯ୍ୟଟନ-୧୫୧
ମତ୍ସ୍ୟ, ପଶୁସମ୍ପଦ ବିକାଶ- ୬,୦୭୨
ସମବାୟ- ୧,୮୨୧
ସାଧାରଣ ଉଦ୍ୟୋଗ- ୨୫
ମହିଳା ଓ ଶିଶୁ ବିକାଶ- ୨,୦୧୭
ଇଲେକଟ୍ରୋନିକ୍ସ ଏବଂ ଆଇଟି- ୧୯
ଉଚ୍ଚଶିକ୍ଷା- ୩,୭୬୧
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା- ୨,୦୪୪
ଏମଏସଏମଇ- ୫୧୯
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ- ୩୧୦
ଓଡ଼ିଆ ଭାଷା ଏବଂ ସଂସ୍କୃତି- ୩୮୨
ମିଶନ ଶକ୍ତି- ୪୯

Previous Post

ରେଭେନ୍ସା ନାଁ ବଦଳିଯିବ ?

Next Post

ଖୋଲିଲା ସୁଭଦ୍ରା ଯୋଜନାର ୱେବ ପୋର୍ଟାଲ

Next Post
ଖୋଲିଲା ସୁଭଦ୍ରା ଯୋଜନାର ୱେବ ପୋର୍ଟାଲ

ଖୋଲିଲା ସୁଭଦ୍ରା ଯୋଜନାର ୱେବ ପୋର୍ଟାଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA