Wednesday, July 1, 2026 10:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

ଅବଧି ପୂରଣ କରିବେ ସୁଜିତ କୁମାର !

by Our Correspondent
26 Nov, 2024- 05:14 PM
in Latest News, News
1 min read
0
ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ପଡ଼ିଥିବା ଗୋଟିଏ ଆସନ ସମେତ ୪ ରାଜ୍ୟର ୬ ରାଜ୍ୟସଭା ଆସନ ପାଇଁ ଆସନ୍ତା ଡିସେମ୍ବର ୨୦ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି ।

ଘୋଷଣା ଅନୁଯାୟୀ, ଡିସେମ୍ବର ୩ ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଡିସେମ୍ବର ୧୦ । ଡିସେମ୍ବର ୧୧ରେ ନାମାଙ୍କନ ଯାଞ୍ଚ ହେବ । ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଡିସେମ୍ବର ୧୩ । ଡିସେମ୍ବର ୨୦ ରେ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୯ରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେଦିନ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ । ଡିସେମ୍ବର ୨୪ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ ।

ବିଜେଡିରୁ ରାଜ୍ୟସଭାକୁ ଯାଇଥିବା ସୁଜିତ୍ କୁମାର ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ପଥ ଅନୁସରଣ କରି ସେ ମଧ୍ୟ ବିଜେପିରେ ଯୋଗଦେଇଥିଲେ । ତାଙ୍କର ଇସ୍ତଫା ପରେ ସେହି ଆସନ ଖାଲି ପଡ଼ିଛି ।

ଗତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡିର ବିପର୍ଯ୍ୟୟ ପରେ ଦଳର ରାଜ୍ୟସଭା ସାଂସଦଙ୍କୁ ଅକ୍ତିଆର କରିବାକୁ ବିଜେପି ରଣନୀତି କରିଥିବା ଚର୍ଚ୍ଚା ହେଉଛି । ଏଥିରେ ବିଜେଡି ସାଂସଦ ମମତା ମହନ୍ତ ଏବଂ ସୁଜିତ କୁମାରଙ୍କୁ ମନେଇ ନିଜ ପକ୍ଷକୁ ଆଣିବାରେ ବିଜେପି ସକ୍ଷମ ହୋଇଛି । ବିଜେଡି ରାଜ୍ୟସଭା ସଂସଦୀୟ ଦଳ ଭାଙ୍ଗିବା ରଣନୀତିରେ ମମତାଙ୍କୁ ବିଜେପି ନିଜ ପକ୍ଷକୁ ଆଣି ପୁନର୍ବାର ରାଜ୍ୟସଭାକୁ ପଠାଇ ସାରିଛି । ସୁଜିତ କୁମାରଙ୍କୁ ଅନୁରୂପ ଭାବେ ରାଜ୍ୟସଭା ପଠାଇ ଅଭିଯାନରେ ଆଗକୁ ବଢ଼ିବ ବୋଲି କୁହାଯାଉଛି । ବିଜେପି ଯୋଗାଯୋଗରେ ଆହୁରି ୨ ବିଜେଡି ରାଜ୍ୟସଭା ସାଂସଦ ଥିବା ଆଲୋଚନା ହେଉଛି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ବେଳକୁ ବିଜେଡିର ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା ୯ ଥିଲା । ବର୍ତ୍ତମାନ ଏହି ସଂଖ୍ୟା ୭ କୁ ଖସି ଆସିଛି ।

Previous Post

କିସ୍‍ ବିଶ୍ୱବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ

Next Post

କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

Next Post
କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA