Friday, June 5, 2026 05:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଆ ଝିଅ ହ୍ରୀଷିତାଙ୍କ କମାଲ୍

ଲଣ୍ଡନ ଇମ୍ପେରିଆଲ୍ କଲେଜରେ ଉଚ୍ଚଶିକ୍ଷା ପାଇଁ ଯୋଗ୍ୟତା ଅର୍ଜନ

by Our Correspondent
22 Aug, 2025- 05:12 PM
in Latest News, News
1 min read
0
ଓଡ଼ିଆ ଝିଅ ହ୍ରୀଷିତାଙ୍କ କମାଲ୍
Spread the love

ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଓଡ଼ିଆ ଛାତ୍ରୀ ହ୍ରୀଷିତା ହିମାଲିକା ଊଚ୍ଚ ଶିକ୍ଷା ପାଇଁ ପ୍ରତିଷ୍ଠିତ Imperial Business School (Imperial College London) ଦ୍ୱାରା ଚୟନ ହୋଇଛନ୍ତି । ସେ ସେଠାରେ M.Sc in Strategic Marketing ରେ ଊଚ୍ଚ ଶିକ୍ଷା ଲାଭ କରିବେ । Imperial College ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ପ୍ରମୁଖ ବିଶ୍ୱବିଦ୍ୟାଳୟ ସ୍ତରରେ ପୃଥିବୀରେ ଦ୍ୱିତୀୟ ସ୍ଥାନ ଲାଭ କରିଛି । ହ୍ରୀଷିତା Imperial College ବ୍ୟତୀତ ଅନ୍ୟ ତିନୋଟି ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ଯଥା Trinity College, Warwick University ଓ Edinburgh University ଦ୍ୱାରା ମଧ୍ୟ ଚୟନ ହୋଇଥିଲେ। ସେ ଗତ ବର୍ଷ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସ (LSE )ରେ ଶିକ୍ଷା ଲାଭ କରିଥିଲେ ।

ହ୍ରୀଷିତା ଜଣେ କୃତୀ ଛାତ୍ରୀ ଭାବେ ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲ ରୁ ଦଶମ,ସାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ଦ୍ୱାଦଶ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବି.କମ (ସମ୍ମାନ) ଡିଗ୍ରୀ ଲାଭ କରିଛନ୍ତି ।

ତାଙ୍କର ଏହି ସଫଳତା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ ଡ଼ଃ ଅଚ୍ୟୁତ ସାମନ୍ତ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ ପ୍ରଫେସର ବଳରାମ ପାଣି, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଅଶୋକ ଦାସ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଓ ଜାତୀୟ ସ୍ମାରକ ପ୍ରାଧିକରଣର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ହ୍ରୀଷିତା ବାଙ୍କୀ, ଢଁସର ର ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ରଥ ଓ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ପ୍ରସନ୍ନ କୁମାର ରଥ, ଖୋର୍ଦ୍ଧା ବାସିନ୍ଦା ଶ୍ରୀମତୀ ବିନୋଦିନୀ ରଥ ଓ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ବାନାମ୍ବର ରଥଙ୍କ ନାତୁଣୀ ଏବଂ କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ, ଦିଲ୍ଲୀରେ କାର୍ଯ୍ୟରତ ଭୁବନେଶ୍ୱର, ବାସୁଦେବ ନଗର ବାସିନ୍ଦା ଗଦାଧର ରଥ ଓ ବନାନୀ ରଥଙ୍କ ସୁପୁତ୍ରୀ ଅଟନ୍ତି ।

Previous Post

ରାଜ୍ୟସ୍ତରୀୟ ସୃଜନ କମିଟି ଓ ୱାର ରୁମ କମିଟି ଗଠନ କଲା କଂଗ୍ରେସ

Next Post

ପାଞ୍ଚ ବର୍ଷରେ ନିର୍ମାଣ ହେବ ୩୦ ହଜାର କିମି ରାସ୍ତା, ୫୦୦ ସେତୁ

Next Post
ପାଞ୍ଚ ବର୍ଷରେ ନିର୍ମାଣ ହେବ ୩୦ ହଜାର କିମି ରାସ୍ତା, ୫୦୦ ସେତୁ

ପାଞ୍ଚ ବର୍ଷରେ ନିର୍ମାଣ ହେବ ୩୦ ହଜାର କିମି ରାସ୍ତା, ୫୦୦ ସେତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA