Tuesday, August 18, 2026 05:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୋଟ୍ ରେ ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

ଯାଜପୁରରେ ଉତ୍ତେଜନା

by Our Correspondent
17 Aug, 2026- 11:58 PM
in Latest News, News
1 min read
0
ବୋଟ୍ ରେ ବନ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଓ ଭଦ୍ରକ ଜିଲ୍ଲାର ବନ୍ୟାଞ୍ଚଳ ସ୍ଥିତିକୁ ଆଜି ବୋଟ୍ ରେ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲଙ୍କ ସମେତ ଦଳୀୟ ବିଧାୟକ ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ସାମିଲ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଜିଲ୍ଲାର ଦୁଇ ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ସୁଜାତା ସାହୁଙ୍କୁ ସାମିଲ ହେବାର ସୁଯୋଗ ନ ମିଳିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଧର୍ମଶାଳାରେ ପହଞ୍ଚି ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ । ବିପନ୍ନଙ୍କ ନିକଟରେ ତୁରନ୍ତ ରିଲିଫ୍, ସ୍ୱାସ୍ଥ୍ୟସେବା ଓ ଜରୁରୀ ଯୋଗାଣ ପହଞ୍ଚାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ କସପା ପଞ୍ଚାୟତ ଓ ତରପଡ଼ା ପଞ୍ଚାୟତର ବନ୍ୟାଞ୍ଚଳକୁ ମୁଖ୍ୟମନ୍ତ୍ରୀ ବୋଟ୍ ରେ ବୁଲି ଦେଖିଥିଲେ । ତରପଡ଼ା ପଞ୍ଚାୟତଠାରେ ମୁଖ୍ୟମନ୍ତ୍ରୀ ରିଲିଫ ଖାଦ୍ୟର ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ସେଠାରୁ ଭଦ୍ରକ ଆସି ଜିଲ୍ଲାର ବନ୍ୟାଞ୍ଚଳ ବୁଲିଥିଲେ । ଶ୍ୟାମସୁନ୍ଦର ପଞ୍ଚାୟତର ଈଶାନପୁର, ଶ୍ୟାମସୁନ୍ଦରପୁର, ବାଲିଘାଇ, କଣପା ଆଦି ନିକଟସ୍ଥ ଗ୍ରାମର ଲୋକମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ବନ୍ୟା ପ୍ରଭାବିତଙ୍କ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ୨ ଲକ୍ଷ ୭୭ ହଜାର ୬୫୫ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି । ୫୩୧ ଟି ରିଲିଫ୍ କ୍ୟାମ୍ପରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ୭୮୨.୮ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଣ କରାଯାଇଛି । ବନ୍ୟାଞ୍ଚଳରେ ୯୯ଟି ଉଦ୍ଧାରକାରୀ ଦଳ ନିୟୋଜିତ ଥିବା କୁହାଯାଇଛି ।

ବିଜେଡି ବିଧାୟକଙ୍କୁ ସାଙ୍ଗରେ ନେଲେନି

ଆଜି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତବେଳେ ଯାଜପୁରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲାର ଦୁଇ ବିଧାୟକ ବିଝାଂରପୁରର ପ୍ରମିଳା ମଲ୍ଲିକ ଏବଂ ଯାଜପୁରର ସୁଜାତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ବୋଟ୍ ରେ ଯିବାକୁ ସୁଯୋଗ ମିଳିଲା ନାହିଁ । ବିଧାୟକ ଏହାର ପ୍ରତିବାଦ କରିବାରୁ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଦୁଇ ବିଧାୟିକାଙ୍କୁ ଖରାପ ଭାଷାରେ ଗାଳିମନ୍ଦ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସର ହସ୍ତକ୍ଷେପ ଫଳରେ ବଡ଼ ଅଘଟଣ ଟଳି ଯାଇଥିଲା । ନିଜ ଅଞ୍ଚଳରେ ସେମାନଙ୍କୁ ଉପେକ୍ଷାର ପ୍ରତିବାଦରେ ଦୁଇ ବିଧାୟିକା ଧାରଣାରେ ବସିଥିଲେ । ମୁଖ୍ୟମନ୍ତ୍ରୀଙ୍କଠାରୁ ସେମାନେ ଜବାବ ମାଗିଥିଲେ ।

ଶ୍ରୀମତୀ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତାଙ୍କ ଜିଲ୍ଲାର ବନ୍ୟାଞ୍ଚଳ ବୁଲିବାକୁ ଆସୁଥିବାରୁ ସେମାନେ ତାଙ୍କ ସହିତ ଯାଇ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଭଲ ଭାବରେ ଅବଗତ କରାଇବାକୁ ଚାହିଁଥିଲେ । ଗତକାଲିଠାରୁ ସେମାନେ ଯୋଗାଯୋଗ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ସାମିଲ କରିବା ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ଆଜି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଅପେକ୍ଷା କରିଥିଲେ ମଧ୍ୟ କୌଣସି ସୂଚନା ଦିଆଗଲା ନାହିଁ । ସେମାନେ ବୋଟ୍ ପାଖକୁ ଯାଇ ଅପମାନିତ ହୋଇ ଫେରିଥିଲେ । ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ବନ୍ୟାଞ୍ଚଳ ବୁଲିବାକୁ ଗଲେ । ଜିଲ୍ଲାର ଜନପ୍ରତିନିଧିଙ୍କ ପ୍ରତି ଏହା ଅଭଦ୍ରାମୀ ବୋଲି ସେ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କର ଆଡମ୍ବରପୂର୍ଣ୍ଣ ବନ୍ୟାଞ୍ଚଳ ଗସ୍ତକୁ ନେଇ ବିରୋଧୀ ଶିବିରରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲୋକଙ୍କର ଦୁର୍ଦ୍ଦଶା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଜେପି କର୍ମୀମାନେ ପିକନିକ୍ କରିଦେଇଥିବା କର୍ମୀମାନେ ଅଭିଯୋଗ କରିଛନ୍ତି ।

 

Previous Post

ଚାକିରିରୁ ଅବସର ନେଲେ ଖୁରାନିଆ

Next Post

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ

Next Post
ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ସତ୍ୟାଗ୍ରହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA