Tuesday, November 3, 2026 02:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କୁ ଘେରିଲେ ସୁଜାତା

ଗଞ୍ଜାମ ବନ୍ୟା ବିଭୀଷିକା

by Our Correspondent
02 Nov, 2026- 09:52 PM
in Latest News, News
1 min read
0
ସରକାରଙ୍କୁ ଘେରିଲେ ସୁଜାତା

ଭୁବନେଶ୍ୱର: ଗଞ୍ଜାମରେ ବନ୍ୟା ବିଭୀଷିକାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ । ଟୁଇଟ୍ କରି ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି ।

ଅକ୍ଟୋବର ୨୩ରୁ ହିଁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ସୁଚନା ଜାରି ହୋଇଥିଲା । ଏପରିକି ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସୂଚନା ମିଳିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ଯାହା ଜଣାପଡୁଛି, ଅକ୍ଟୋବର ୨୮ରେ ଭଞ୍ଜନଗର, ସୋରଡ଼ା ଏବଂ ଧନେଇ ଜଳଭଣ୍ଡାର ପ୍ରାୟ ୮୦% ପୂର୍ଣ୍ଣ ଥିଲା । ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଜଳପ୍ରବାହ ବୃଦ୍ଧି ପାଇବା ପରେ ହିଁ ଜଳଭଣ୍ଡାରଗୁଡ଼ିକରେ ଗେଟ୍ ଖୋଲାଗଲା । ତାହା ପୁଣି ତଳିଆ ଅଞ୍ଚଳର ଲୋକଙ୍କୁ କୌଣସି ଆଗୁଆ ସତର୍କ ସୂଚନା ନ ଦେଇ ।

ଯାହାର ପରିଣାମସ୍ୱରୂପ ଗଞ୍ଜାମବାସୀଙ୍କ ପାଇଁ ଭୟଙ୍କର ବିପର୍ଯ୍ୟୟ ଆସିଲା । କେବେ ଦେଖି ନ ଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହେଲା, ବ୍ୟାପକ ଧନଜୀବନ ନଷ୍ଟ ହେଲା । ଦୁଃଖର କଥା, ସେହି ଭୁଲ୍ ନିଷ୍ପତ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ଅକଥନୀୟ ଯନ୍ତ୍ରଣା ଦେବା ସହ ସେମାନଙ୍କର ବିପୁଳ କ୍ଷତି ଘଟାଇଲା । ଋଷିକୁଲ୍ୟା ନଦୀ ଅବବାହିକାରେ ଅନେକ ମଧ୍ୟମ ଧରଣର ଜଳଭଣ୍ଡାର ସହିତ ଶହ ଶହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଡାଭର୍ସନ ୱିୟର ଏବଂ ଚେକ୍ ଡ୍ୟାମ୍ ରହିଛି । ହେଲେ ସେଗୁଡ଼ିକରୁ କାହିଁକି ଆଗୁଆ ଆବଶ୍ୟକ ପରିମାଣର ଜଳ ନିଷ୍କାସନ କରାଗଲା ନାହିଁ? ବନ୍ୟା କିମ୍ବା ବାତ୍ୟା ପରିସ୍ଥିତିର ମୁକାବିଲା ସମୟରେ ଏହା ଜଳସମ୍ପଦ ବିଭାଗର ଏକ ନିୟମିତ କାର୍ଯ୍ୟ ହୋଇଥିବା ବେଳେ ଏପରି ଅକ୍ଷମଣୀୟ ଅବହେଳା ପାଇଁ ଦାୟୀ କିଏ? ଏହି ମାନବକୃତ ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦ୍ଦଶାର ଜବାବ ବିଜେପି ସରକାର ଦେବ କି ବି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି ।

Previous Post

ବନ୍ୟା ବିିତ୍ପାତ ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯାତ୍ରା

Next Post

ଆଉ ନାହାନ୍ତି ଡା. ଅଶୋକ ମହାପାତ୍ର

Next Post
ଆଉ ନାହାନ୍ତି ଡା. ଅଶୋକ ମହାପାତ୍ର

ଆଉ ନାହାନ୍ତି ଡା. ଅଶୋକ ମହାପାତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA