Thursday, May 7, 2026 01:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

by Our Correspondent
19 Jul, 2018- 06:23 PM
in Latest News, News
1 min read
0
ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ
ଭଦ୍ରକ: ସ୍କୁଲ ଛୁଟି ପରେ ପିଲାମାନେ ହସଖୁସିରେ ଘରକୁ ଫେରୁଥିଲେ । ଆଉ ସେମାନଙ୍କ ଉପରେ ମାଡ଼ିଗଲା ଏକ ୧୦ ଚକିଆ ଟ୍ରକ । ଟ୍ରକ ଚକ ତଳେ ଚାପି ହୋଇ ୫ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଚାଲିଗଲା । ଆଉ ୫ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଛାଡ଼ିଦେଲା ।
ଆଜି ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟରେ । ସ୍ଥାନୀୟ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ । ୧୦ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ୧୬ ନଂ ଜାତୀୟ ରାଜପଥ ପାର୍ ହେଉଥିଲେ । ଆଉ ଏତିକିବେଳେ ଏକ ଦଶଚକିଆ ଟ୍ରକ ସେମାନଙ୍କ ଉପରେ ସିଧା ଚଢ଼ିଗଲା । ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀ ଆଖି ବୁଜି ଦେଇଥିଲେ । ଜଣେ ଛାତ୍ରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ଅସୁରାଳି ଗାଁର ବୋଲି ଜଣାପଡ଼ିଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ରେ ନିଆଁ ଲଗାଇଦେଇଛନ୍ତି । ଡ୍ରାଇଭର ଘଟଣାସ୍ଥଳରୁ ଦୌଡି ପଳାଉଥିବା ବେଳେ ଲୋକମାନେ ତାକୁ କାବୁ କରିନେଇ ନିର୍ଧୂମ ପିଟିଛନ୍ତି । ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Previous Post

ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

Next Post

ମୋଦିଙ୍କୁ ରାହୁଲ କୁଣ୍ଢେଇଲେ, ଆଖି ମାରିଲେ

Next Post
ମୋଦିଙ୍କୁ ରାହୁଲ କୁଣ୍ଢେଇଲେ, ଆଖି ମାରିଲେ

ମୋଦିଙ୍କୁ ରାହୁଲ କୁଣ୍ଢେଇଲେ, ଆଖି ମାରିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA