Sunday, May 10, 2026 05:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ

by Our Correspondent
20 Aug, 2018- 04:03 PM
in Latest News, Politics
1 min read
0
କଂଗ୍ରେସ ରଣନୀତି: ବିଧାୟକଙ୍କ ଟିକେଟ କଟିବନି, ନୂଆ ମୁହଁଙ୍କୁ ଗୁରୁତ୍ୱ
ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଜୋରଦାର । ନୂଆ କରି ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ବସିଥିଲା । ଏଥିରେ ପ୍ରାର୍ଥୀ ଚୟନର ମାପକାଠି ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏଥର ନିର୍ବାଚନରେ ନୂଆ ମୁହଁଙ୍କୁ ଗୁରୁତ୍ୱ ଦିଆଯିବ । ଉଇନେବିଲିଟି ବା ବିଜୟ ସମ୍ଭାବନା ପ୍ରାର୍ଥୀ ଚୟନର ମୁଖ୍ୟ ମାପକାଠି ହେବ ବୋଲି ସେ ସୂଚନା ଦେଇଛନ୍ତି । ୧୫ ଜଣ ଯାକ ବିଧାୟକଙ୍କୁ ପୁନର୍ବାର ଟିକେଟ ଦିଆଯିବ ବୋଲି ମଧ୍ୟ ପିସିସି ସଭାପତି ସ୍ପଷ୍ଟ କରିଛନ୍ତି । ଆଜିର ବୈଠକରେ କେବଳ ପ୍ରାର୍ଥୀ ଚୟନ ମାପକାଠି ସମ୍ପର୍କରେ ଆଲୋଚନା ହୋଇଛି,କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ କହିଛନ୍ତି ।
୧୫ ଦିନ ଭିତରେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ଗତକାଲି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଥିଲେ । ସେହି ଅନୁଯାୟୀ, ଆଜିର ବୈଠକରେ ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ଉପରେ ବିଶଦ ଆଲୋଚନା ହୋଇଛି । ଦୁଇ ତିନି ଦିନ ମଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଏଆଇସିସି ସ୍କ୍ରିନିଂ କମିଟିର ଅନୁମୋଦନ ପାଇଁ ପଠାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ବିଧାୟକଙ୍କ ୧୫ ଟି ଆସନକୁ ଛାଡ଼ିଦେଲେ ଅବଶିଷ୍ଟ ୩୫ ଆସନରୁ ସର୍ବାଧିକ ୪ ଜଣ ଲେଖାଏଁ ନାଁ ଉପରେ ପିସିସି ନିର୍ବାଚନ କମିଟି ମୋହର ମାରି ଦିଲ୍ଲୀ ପଠାଇପାରେ ।
ବିଜେଡ଼ି ଓ ବିଜେପି ଭଳି କଂଗ୍ରେସ ବି ତୃଣମୂଳ ସଂଗଠନ ମଜବୁତ୍ ଉପରେ ଗୁରୁତ୍ୱ ଦେଇଛି । ବୁଥ୍ ସ୍ତରରୁ ଦଳକୁ ମଜବୁତ କରିବାକୁ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଟିମ୍ ନିରଞ୍ଜନ ନିଷ୍ପତ୍ତି ନେଇଛନ୍ତି । ରାଜସ୍ଥାନ ଢ଼ାଞ୍ଚାରେ ‘ମୋ ବୁଥ୍, ମୋ ଗୌରବ’ ଅଭିଯାନ ଗତକାଲିଠାରୁ ଦଳ ଆରମ୍ଭ କରିସାରିଛି । ରାଜ୍ୟର ସମସ୍ତ ବୁଥ୍ ରେ ଜଣେ ସଭାପତି ଓ ୨ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଯୋଜନା ହୋଇଛି । ସେପ୍ଟେମ୍ବର ପହିଲାରୁ ଦଳ ନିର୍ବାଚନମଣ୍ଡଳୀ ବୁଲିବା ଆରମ୍ଭ କରିବ ବୋଲି ସ୍ଥିର ହୋଇଛି । ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ଏବଂ ପ୍ରତି ମାସରେ ସେମାନେ ୧୫ ଦିନ ନିର୍ବାଚନମଣ୍ଡଳୀରେ ରହିବାକୁ ବାଧ୍ୟ ।
କାମ କଲେ ପ୍ରମୋସନ୍ ନହେଲେ ବିଶ୍ରାମ । କଂଗ୍ରେସ ନେତା ଓ କର୍ମୀଙ୍କୁ ଏହା ବାର୍ତ୍ତା ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ । ଏହା ହିଁ ରାହୁଲଙ୍କ ନିର୍ଦ୍ଦେଶ ବୋଲି ସେ କହିଛନ୍ତି । ରାଜ୍ୟରେ ବିଜେଡ଼ିର କୁଶାସନ ଓ କେନ୍ଦ୍ରରେ ବିଜେପି ସରକାରଙ୍କ ଅପାରଗତାକୁ ଧରି ଗାଁ ଗାଁରେ ପହଞ୍ଚିବ କଂଗ୍ରେସ । ଏଥିପାଇଁ ଟିମ୍ ନିରଞ୍ଜନଙ୍କୁ ଭଲ ଭାବେ ପ୍ରସ୍ତୁତ କରାଉଛନ୍ତି ଜିତେନ୍ଦ୍ର ସିଂ ।
Previous Post

କେରଳକୁ ଆଉ ୫ କୋଟି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

Next Post

ସିଟି ବସ୍ ରେ ଜିତେନ୍ଦ୍ର ସିଂ ଆସିଲେ କଂଗ୍ରେସ ଭବନ

Next Post
ସିଟି ବସ୍ ରେ ଜିତେନ୍ଦ୍ର ସିଂ ଆସିଲେ କଂଗ୍ରେସ ଭବନ

ସିଟି ବସ୍ ରେ ଜିତେନ୍ଦ୍ର ସିଂ ଆସିଲେ କଂଗ୍ରେସ ଭବନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA