Monday, May 25, 2026 02:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାମ ରଥ ରେଡ୍ଡି, ରାଜ୍ୟ ସାରା ବୁଲିବ

by Our Correspondent
16 Sep, 2018- 01:38 PM
in Latest News, Politics
1 min read
1
ଦାମ ରଥ ରେଡ୍ଡି, ରାଜ୍ୟ ସାରା ବୁଲିବ
ଭୁବନେଶ୍ୱର: ରେଡ୍ଡି ହେଉଛି ଦାମ ରଥ । ଏକ ଏସି ମହିନ୍ଦ୍ରା ଜିପ୍ ଅଣାଯାଇ ତାକୁ ରଥ ଭାବେ ସଜାଯାଉଛି । ସେଥିରେ ବିଜୁ ପଟ୍ଟନାୟକଙ୍କ ଏକ ବିରାଟ ଫଟୋ ସହ ଦାମ ରାଉତଙ୍କ ଫଟୋ ଲାଗିଛି । ଆସନ୍ତା ମାସରୁ ସାରା ରାଜ୍ୟରେ ବୁଲିବ ଏହି ରଥ । ରଥରେ ବସି ବୁଲି ବୁଲି ଭାଷଣ ଦେବେ ଡାକ୍ତର ଦାମ ରାଉତ । ନବୀନ ସରକାରଙ୍କ ଦୁର୍ନୀତି ଲୋକଙ୍କୁ କହିବେ ।
ଦାମ ରଥ ପାଇଁ ଉଦ୍ଦିଷ୍ଟ ଜିପ୍ କିଣିବା ସହ ପ୍ରସ୍ତୁତିର ଯାବତୀୟ ଖର୍ଚ୍ଚ ବୁଝୁଛନ୍ତି ବୈଜୟନ୍ତ ପଣ୍ଡା । ଅତ୍ୟନ୍ତ ଗୋପନୀୟ ଭାବେ ତାଙ୍କ ଘରେ ଏହି ରଥକୁ ସଜାଯାଉଛି । କାର୍ଯ୍ୟସୂଚୀ ବି ପ୍ରସ୍ତୁତ ସରିଲାଣି । ଓଡ଼ିଶା ଭ୍ରମଣର କଣ୍ଟେଣ୍ଟ ଦେବେ ଦାମ ରାଉତ । ବାକି ସବୁ ବୁଝିବେ ବୈଜୟନ୍ତ । ବୈଜୟନ୍ତଙ୍କ ନିକଟତମ ମହଲର ସୂଚନା ଅନୁଯାୟୀ, ଦାମ ରାଉତ ବିଜେଡ଼ିର ବିଦା ହେବାର ଯଥେଷ୍ଟ ପୂର୍ବରୁ ଏହି ଜିପ୍ କିଣାଯାଇଛି । ଆଗକୁ ଏମିତି ହେବ ବୋଲି ବୈଜୟନ୍ତ ନିଶ୍ଚିତ ହେବା ପରେ କାମ ବଢ଼େଇ ଦେଇଥିଲେ । ଦାମଙ୍କ ସହ ବୈଜୟନ୍ତଙ୍କର ପୂର୍ବରୁ ଆଲୋଚନା ହୋଇ ଏହି କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ନବୀନ ହଟାଓ ଅଭିଯାନରେ ଦାମଙ୍କୁ ପାଇ ବୈଜୟନ୍ତ ଏବେ ଆକାଶରେ ଉଡୁଛନ୍ତି । ନିଜେ ବିଜେଡ଼ିରୁ ବିଦା ହେବା ପରେ ଜନ ସହାନୁଭୂତି ଯୋଗାଡ଼ରେ ଫେଲ୍ ହେବାର ଗ୍ଲାନି ଭୁଲି ଯାଇଛନ୍ତି । ନିଜେ ଯାହା ପାରିଲେନି ଦାମଙ୍କ ଜରିଆରେ ଲକ୍ଷ୍ୟ ହାସଲ କରିବାକୁ ଫୁଲ ଦମ୍ ଖଟାଇଛନ୍ତି । ସେଥିପାଇଁ ଦାମଙ୍କ ପ୍ରଚାରରେ ନିଜ ଟିଭିକୁ ଲଗାଇ ଦେଇଛନ୍ତି । ନବୀନ ହଟାଓ ଅଭିଯାନରେ ସେମାନେ ଯେ ନିଶ୍ଚିତ ସଫଳ ହେବେ ଏହି ବିଶ୍ୱାସ ଜନ୍ମିଛି ବୈଜୟନ୍ତଙ୍କର ।
ବୈଜୟନ୍ତଙ୍କ ବଳ ପାଇ ଦାମ ବି ପ୍ରସ୍ତୁତ ହୋଇଗଲେଣି । ତାଙ୍କ ପାଇଁ ପଇସାର ଅଭାବ ରହିବନି ବୋଲି ସେ ବୁଝିଯାଇଛନ୍ତି । ଖାଲି ବୈଜୟନ୍ତ କାହିଁକି, ଧର୍ମେନ୍ଦ୍ର ପ୍ରଧାନଙ୍କ ସାହାଯ୍ୟ ସହଯୋଗ ବି ତାଙ୍କ ଉପରେ ରହିବ ଏ ବିଶ୍ୱାସ ତାଙ୍କର ଅଛି । ଦାମ ତାଙ୍କ ମିଶନ୍ ରେ ସଫଳ ହେବେ ଏବଂ ନବୀନଙ୍କୁ ଶାସନଗାଦିରୁ ହଟାଇ ଦେବେ ବୋଲି ତାଙ୍କର ସମର୍ଥକମାନେ ମାନେ ଦମ୍ଭ ଦେଖାଇଛନ୍ତି ।
Previous Post

୭ ନେତାଙ୍କୁ ବିଜେଡ଼ିର ନୂଆ ସାଂଗଠନିକ ଦାୟିତ୍ୱ

Next Post

ଦାମଙ୍କୁ ଦୁର୍ନୀତିରେ ଛନ୍ଦିଲା ବିଜେଡ଼ି

Next Post
ଦାମଙ୍କୁ ଦୁର୍ନୀତିରେ ଛନ୍ଦିଲା ବିଜେଡ଼ି

ଦାମଙ୍କୁ ଦୁର୍ନୀତିରେ ଛନ୍ଦିଲା ବିଜେଡ଼ି

Comments 1

  1. Malaya Kumar rout says:
    8 years ago

    Well come Dr Damodar rout well come.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA