Friday, May 8, 2026 10:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କେନ୍ଦ୍ରଠାରୁ ୧ ହଜାର କୋଟି ଅନ୍ତରୀଣ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ

by Our Correspondent
18 Oct, 2018- 08:53 PM
in Latest News, News
1 min read
0
କେନ୍ଦ୍ରଠାରୁ ୧ ହଜାର କୋଟି ଅନ୍ତରୀଣ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ତିତଲି କ୍ଷୟକ୍ଷତିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କଠାରୁ ୧ ହଜାର କୋଟି ଟଙ୍କା ଅନ୍ତରୀଣ ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଏହି ସହାୟତା ମାଗିଛନ୍ତି । ରାଜ୍ୟ ସରକାର ତାଙ୍କ ପ୍ରାଥମିକ ସ୍ମାରକପତ୍ରରେ ୨୨୭୦.୨୮ କୋଟି ଟଙ୍କାର ଆବଶ୍ୟକ ଖର୍ଚ୍ଚ ଅଟକଳ କେନ୍ଦ୍ର ସରକାରଙ୍କୁ ଜଣାଇ ଦେଇଛନ୍ତି । ଏହି ଖର୍ଚ୍ଚ ଭରଣା ପାଇଁ ଏନଡିଆରଏଫରୁ ୨୦୧୪.୦୯ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମଗାଯାଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହ ତିତଲିରେ କ୍ଷତି ହୋଇଥିବା ୫୭,୧୩୧ ବାସଗୃହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟନ ପାଇଁ ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ତିତଲି ବାତ୍ୟା ଓ ବନ୍ୟାରେ ୧୭ ଟି ଜିଲ୍ଲା ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଓ ବନ୍ୟା ଛଡ଼ା ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାହାଡ଼ରେ ଭୂସ୍ଫଳନ ଯୋଗୁଁ ବାରଘର ଗାଁ ବିଧ୍ୱସ୍ତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ୫୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଭୂସ୍ଫଳନ, କାନ୍ଥ ଭୁଷୁଡ଼ି ଏବଂ ପାଣିରେ ବୁଡ଼ିଯିବା ଯୋଗୁଁ ୧୦ ଜଣ ନିଖୋଜ ଅଛନ୍ତି । ଏଥିରେ ସମୁଦାୟ ୬୦.୧୧ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୫୭,୧୩୧ ବାସଗୃହ ଭାଙ୍ଗି ଯାଇଥିବା ବେଳେ ୨.୭୩ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଛି । ରାସ୍ତାଘାଟର ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହାର ମରାମତି ଜରୁରି ହୋଇପଡ଼ିଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ତିତଲି ଆଗମନ ସମ୍ପର୍କରେ ପାଣିପାଗ ବିଭାଗର ପୂର୍ବାନୁମାନ ପାଇଲା ମାତ୍ରେ ରାଜ୍ୟ ସରକାର ସମସ୍ତ ସତର୍କତା ବ୍ୟବସ୍ଥା ଗ୍ରହଣ କରିଥିଲେ । ୧୦ ତାରିଖ ରାତି ୯.୪୫ ମିନିଟ୍ ରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଉଥିବାର ସୂଚନା ପାଇଲା କ୍ଷଣି ରାଜ୍ୟ ସରକାର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଉପରେ ଧ୍ୟାନ ଦେଇଥିଲେ । ମାତ୍ର କେଇ ଘଣ୍ଟା ଭିତରେ ୩ ଲକ୍ଷ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫର ୧୪ ଟି ଟିମ୍, ଓଡ୍ରାଫ୍ ର ୨୬ ଟିମ୍ ଏବଂ ସମସ୍ତ ଅଗ୍ନିସେବା ଟିମ୍ କୁ କାର୍ଯ୍ୟରେ ଲଗାଯାଇଥିଲା ।
Previous Post

ଅଭିଜିତ୍ ପ୍ରତି ପୁଲିସର ଦରଦ କାହିଁକି ?

Next Post

ଟ୍ରେନ୍ ଆଗକୁ ମାଡ଼ି ଆସିଲେ ରାବଣପୋଡ଼ି ଦର୍ଶକ; ୫୦ରୁ ଅଧିକ ମୃତ

Next Post
ଟ୍ରେନ୍ ଆଗକୁ ମାଡ଼ି ଆସିଲେ ରାବଣପୋଡ଼ି ଦର୍ଶକ; ୫୦ରୁ ଅଧିକ ମୃତ

ଟ୍ରେନ୍ ଆଗକୁ ମାଡ଼ି ଆସିଲେ ରାବଣପୋଡ଼ି ଦର୍ଶକ; ୫୦ରୁ ଅଧିକ ମୃତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA