Tuesday, May 26, 2026 06:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବସ୍ ରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

by Our Correspondent
06 Nov, 2018- 03:29 PM
in Latest News, News
1 min read
0
ବସ୍ ରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ

‘ମୋ ବସ୍’ ସେବା ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସ୍ ରେ ବସି ଏୟାରପୋର୍ଟ ନିକଟରୁ ବିଧାନସଭା ଆସିଥିଲେ । ‘ମୋ ବସ୍’ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସାଧାରଣ ଯାତ୍ରୀଙ୍କ ଭଳି ବସ୍ ରେ ଚଢ଼ିଥିଲେ । ଯାତ୍ରୀଙ୍କ ମେଳରେ ବସି ବିଧାନସଭା ଆସିଥିଲେ । ଏୟାରପୋର୍ଟ ରୁ ବିଧାନସଭା ଆସିବା ପାଇଁ ବସ୍ ଟିକେଟ ବାବଦକୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କଣ୍ଡକ୍ଟର(ଗାଇଡ୍) ଙ୍କୁ ୧୦ ଟଙ୍କା ବଢ଼ାଇଥିଲେ । କଣ୍ଡକ୍ଟର ୮ ଟଙ୍କା ରଖି ୨ ଟଙ୍କା ଫେରସ୍ତ କରିଥିଲେ । ବସ୍ ରେ ବସିବା ପରେ ମୁଖ୍ୟମନ୍ତ୍ରୀ ସହଯାତ୍ରୀଙ୍କ ସହ କଥା ହୋଇଥିଲେ । ସେଲଫି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଯାତ୍ରା ସମୟରେ କୌଣସି ସୁରକ୍ଷା କର୍ମୀଙ୍କୁ ବସ୍ ରେ ଦେଖିବାକୁ ମିଳି ନ ଥିଲା ।

ଭୁବନେଶ୍ୱର, କଟକ ଓ ପୁରୀର ଜନସାଧାରଣଙ୍କ ପାଇଁ ଆରମ୍ଭ ହୋଇଛି ‘ମୋ ବସ୍’ ସେବା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ସଂସ୍ଥାର ଏହି ସେବାକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ୱର ଓ ପୁରୀରେ ୩୦୦ଟି ବସ୍ ଚାଲିବ । ଆଜି ୧୦୦ରୁ ଅଧିକ ବସ୍ ସେବା ଆରମ୍ଭ ହୋଇଛି । ‘ମୋ ବସ୍’ ରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ୱାଇଫାଇ ବ୍ୟବସ୍ଥା ରଖାଯାଇଛି । ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ୍ ଟିକେଟ ବ୍ୟବସ୍ଥା ଓ ବିଭିନ୍ନ ଜରୁରୀ ସୂଚନା ପାଇଁ ମୋବାଇଲ୍ ଆପ୍ ର ବ୍ୟବସ୍ଥା କରାଯାଇଛି ।
ଏହି ବସ୍ ଗୁଡ଼ିକରେ କଣ୍ଡକ୍ଟରମାନଙ୍କୁ ବସ୍ ଗାଇଡ ବୋଲି କୁହାଯିବ ଏବଂ ବସ୍ ଗାଇଡ ଭାବେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ । ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସିବିଧା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
Previous Post

ଟଙ୍କା ଆସିଲା କୋଉଠୁ ?

Next Post

ଅଭିଜିତ୍ ସୁରକ୍ଷା ଆଳରେ ଭାଣ୍ଡାମୀ !

Next Post
ଅଭିଜିତ୍ ସୁରକ୍ଷା ଆଳରେ ଭାଣ୍ଡାମୀ !

ଅଭିଜିତ୍ ସୁରକ୍ଷା ଆଳରେ ଭାଣ୍ଡାମୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA