Monday, May 25, 2026 08:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାନସ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା

by Our Correspondent
31 Jan, 2019- 11:58 AM
in News
1 min read
0
ମାନସ ମଙ୍ଗରାଜଙ୍କୁ  ଚିଲିକା ନିର୍ବାଚନମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା
ନାଚୁଣୀ: ରାଜ୍ୟ ବିଜେଡ଼ିର ନବ ନିଯୁକ୍ତ ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଚିଲିକାରେ ବିପୁଳ ସମ୍ବର୍ଦ୍ଧନା ମିଳିଛି । ଦଳ ପକ୍ଷରୁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିବାରୁ କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି । ଗତକାଲି ନାଚୁଣୀ ନିକଟସ୍ଥ ଜୀବନଦେଇପୁର ମା ମନ୍ଦିର ନିକଟରେ ହଜାର ହଜାର କର୍ମୀ ଓ ସମର୍ଥକ ମାନସଙ୍କୁ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଗୁଣଗାନ କରିଛନ୍ତି ।
ଗତକାଲି ସକାଳେ ଶ୍ରୀ ମଙ୍ଗରାଜ ନାଚୁଣୀ ହରିପୁର ଛକଠାରେ ପହଞ୍ଚିବା ପରେ ହଜାରରୁ ଅଧିକ କର୍ମୀ ଏକ ବାଇକ୍ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ । ତାଙ୍କୁ ବାଲୁଗାଁ, ବାଣପୁର ଅଞ୍ଚଳ ଆଦି ପରିକ୍ରମା କରାଇଥିଲେ । ବିଭିନ୍ନ ସ୍ଥାନରେ ଗାମବାସୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଜୀବନଦେଇପୁରଠାରେ ଶ୍ରୀ ମଙ୍ଗରାଜଙ୍କ ପାଇଁ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ସେଥିରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।
ବିଜେଡ଼ି ସାଂଗଠନିକ ସମ୍ପାଦକ କୁମାର ଜଗତ ବଲ୍ଲଭ ମହାରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ରାଜ୍ୟ ଯୁବ ବିଜେଡ଼ି ଉପଦେଷ୍ଟା ଅମରେଶ(ବାଇଁଆ) ଜେନା, ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ସମୀର ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁ, ଚିଲିକା ନିର୍ବାଚନମଣ୍ଡଳୀର ବିଜେଡ଼ି ନେତା ସଂଜୟ ଦାସ, ତପନ ଦାଶ, ବାଣପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ଚିଲିକା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଅଶ୍ୱିନୀ କୁମାର ସେଣ, ପୂର୍ବତନ ଅଧ୍ୟକ୍ଷା ମମତା ତରାଇ, ବାଲୁଗାଁ ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଅଜୟ ଦାସ, ପୂର୍ବତନ ସରପଞ୍ଚ ଘନଶ୍ୟାମ ସେଣ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାରଣା, ରାମଚନ୍ଦ୍ର ପ୍ରଧାନ, ପବିତ୍ର ହରିଚନ୍ଦନ ଓ ରମେଶ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Previous Post

ବିଜେପି ପାଇଁ ବୁମେରାଂ ହେବ ସିବିଆଇ ଅସ୍ତ୍ର !

Next Post

ସିବିଆଇକୁ ମୁହଁ ମୋଡ଼ିଲେ ଅତନୁ, ଅରୁଣ !

Next Post
ସିବିଆଇକୁ ମୁହଁ ମୋଡ଼ିଲେ ଅତନୁ, ଅରୁଣ !

ସିବିଆଇକୁ ମୁହଁ ମୋଡ଼ିଲେ ଅତନୁ, ଅରୁଣ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA