Saturday, May 9, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଣ୍ଡା ନୁହଁ, ଏଣିକି ଲୁଙ୍ଗିଟେକା ପ୍ରତିବାଦ

by Our Correspondent
15 Jan, 2016- 02:15 PM
in News
1 min read
0
ଅଣ୍ଡା ନୁହଁ, ଏଣିକି ଲୁଙ୍ଗିଟେକା ପ୍ରତିବାଦ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମନ୍ତ୍ରୀଙ୍କୁ ଅଣ୍ଡାମାଡ ତତ୍ତ୍ୱର ପ୍ରବକ୍ତା ଲୁଲୁ ମହାପାତ୍ର ତାଙ୍କ ଷ୍ଟ୍ରାଟେଜିରେ ପରିବର୍ତ୍ତନ ଆଣିଛନ୍ତି । ଅଣ୍ଡାମାଡ଼ ବଦଳରେ ମନ୍ତ୍ରୀମାନଙ୍କୁ ଅଶ୍ଲୀଳ ଆଚରଣ ଦେଖାଇବାକୁ ସେ ଦଳର ଯୁବ ଓ ଛାତ୍ର କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଆଚରଣ କିଭଳି ହେବ ତାହା ବି ସ୍ଥିର କରିଛନ୍ତି ଲୁଲୁ । ମନ୍ତ୍ରୀମାନେ କୁଆଡେ ଯାଉଛନ୍ତି, ତାଙ୍କ ପିଲାମାନେ ଫଲୋ କରିବେ । ଆଉ ଆଗମନ ରୁଟ୍‍ରେ ଲୁଙ୍ଗି କିମ୍ବା ସର୍ଟସ୍‍ ପିନ୍ଧି ଚୁପ୍‍ଚାପ ଛିଡ଼ା ହୋଇ ରହିବେ । ମନ୍ତ୍ରୀଙ୍କ ଗାଡ଼ି ଆସିଲା କ୍ଷଣି ନିଜ ଲୁଙ୍ଗି କିମ୍ବା ସର୍ଟସ୍‍କୁ ଫଟାଫଟ୍‍ ତଳକୁ ଖସାଇଦେବେ । କିଛି ସମୟର ଅଙ୍ଗ ପ୍ରଦର୍ଶନ ପରେ ପୁଣି ତାକୁ ଉପରକୁ ଟେକିଦେବେ । ଗତକାଲି ରାତିରେ ଶୋଇବା ବେଳେ ତାଙ୍କ ମୁଣ୍ଡକୁ ଏହି ବୁଦ୍ଧି ପଶିଥିବା ଲୁଲୁ ନିଜେ କହିଛନ୍ତି । ତାଙ୍କର ଯୁକ୍ତି, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କୁ ଅଣ୍ଡା କି କଳାପତାକା ଦେଖାଇଲେ ପୁଲିସ ୩୦୭ ଦଫା ଲଗାଇ ଗିରଫ କରୁଛି । ହେଲେ ତାହା ନ କରି ଯଦି ୨୯୪ ଦଫାକୁ ଆପଣାଯିବ ତେବେ ?

ଭାରତୀୟ ପିଙ୍ଗଳ କୋଡ୍‍ ର ୨୯୪ ଦଫା(ଅଶ୍ଲୀଳ ଆଚରଣ, ଇଙ୍ଗିତ) ଟି ମାରାତ୍ମକ କିନ୍ତୁ ବେଲେବୁଲ୍‍ । ଅର୍ଥାତ୍‍ ଦୋଷୀକୁ ପୁଲିସ ଧରିଲେ ବି ସାଙ୍ଗେ ସାଙ୍ଗେ ଜାମିନ୍‍ ମିଳିଯିବ । ଏହାଦ୍ୱାରା ଆଇନ ଫାସରେ ତାଙ୍କ ପିଲାମାନେ ହଇରାଣ ହରକତ ହେବେ ନାହିଁ ବୋଲି ଲୁଲୁ ଭାବିଛନ୍ତି । ତାଙ୍କ ଭାବନାକୁ ତୁରନ୍ତ କାମରେ ଲଗାଇବାକୁ ସାରା ରାଜ୍ୟର କୋଣ ଅନୁକୋଣରେ ଥିବା ଅନୁଗତଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

ଗତକାଲି କଟକରେ ମନ୍ତ୍ରୀ ଅରୁଣ ସାହୁଙ୍କ ଉପରେ ଅଣ୍ଡାମାଡ଼ କରି ତାଙ୍କ ପିଲା ନିରଞ୍ଜନ ଦାସ ଯେଭଳି ନିର୍ଘାତ୍‍ ଛେଚା ଖାଇଲେ ତାହାକୁ ହଜମ କରିନାହାନ୍ତି ଲୁଲୁ । ବିଜେଡ଼ି ବାଲାଙ୍କୁ ତାହାର କିଭଳି ଜବାବ ଦିଆଯିବ ତାହାର ବ୍ଲୁ ପ୍ରିଣ୍ଟ୍‍ ତିଆରି କରୁଛନ୍ତି ସେ । ଦଳର ମୂଳ ସଂଗଠନ ତାଙ୍କ ସପକ୍ଷରେ ନ ଥିବାରୁ ସାରା ରାଜ୍ୟର ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ସଂଗଠିତ କରୁଛନ୍ତି । ପୂରା ହିସାତ୍ମକ ଢ଼ଙ୍ଗରେ ବିଜେଡ଼ିର ମୁକାବିଲା କରିବାକୁ ବଳ ଯୋଗାଡ଼ କରୁଛନ୍ତି । ତେବେ ତାହା ପୂର୍ବରୁ ପିଲାଙ୍କୁ ଲଙ୍ଗଳା ନଚାଇ ବିଜେଡ଼ି ସରକାରଙ୍କୁ ରାସ୍ତାରେ ଚଲାଇ ନ ଦେବାର ଯୋଜନା କରିଛନ୍ତି ଲୁଲୁ । ତେଣିକି ଦଳର କିଏ ତାହାକୁ ଗ୍ରହଣ କରୁ ନ କରୁ ତାହାକୁ ପରବାଏ କରିନାହାନ୍ତି । ଦଳ କିଏ ? ସେ କ’ଣ ଦଳର ନୁହଁନ୍ତି ବୋଲି ଲୁଲୁ ଓଲଟି ପ୍ରଶ୍ନ ପଚାରିଛନ୍ତି । ଲୁଲୁଙ୍କର ଏଭଳି କଠୋର ଆଭିମୁଖ୍ୟ କଂଗ୍ରେସ ନେତାଙ୍କ ହୋସ୍‍ ଉଡାଇ ଦେଇଥିଲା ବେଳେ ବିଜେଡ଼ିର ଟେନସନ୍‍ ବଢ଼ାଇ ଦେଇଛି ।

Previous Post

ପ୍ରସାଦଙ୍କ ଫଣ୍ଡା ହଜାଇଲାଣି ଲୁଲୁଙ୍କ ଅଣ୍ଡା

Next Post

ଜୟଙ୍କ ଅରଟେଲ୍‍-ବିଏମ୍‍ସିର ଜୋଇଁ ପୁଅ

Next Post
ଜୟଙ୍କ ଅରଟେଲ୍‍-ବିଏମ୍‍ସିର ଜୋଇଁ ପୁଅ

ଜୟଙ୍କ ଅରଟେଲ୍‍-ବିଏମ୍‍ସିର ଜୋଇଁ ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA