Monday, May 25, 2026 11:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍

by Our Correspondent
22 May, 2019- 10:00 PM
in Latest News, News
1 min read
0
ରାତି ପାହିଲେ ରେଜଲ୍ଟ, ବଢ଼ିଲା ନେତାଙ୍କ ହାର୍ଟବିଟ୍
ଭୁବନେଶ୍ୱର: ରାତି ପାଇଲେ ରେଜଲ୍ଟ । ସବୁଆଡେ ଉତ୍କଣ୍ଠା । ସମୟ ଯେତିକି ପାଖୋଉଛି, ନେତାଙ୍କ ଛାତି ଧଡ଼ଧଡ଼ ବଢ଼ିଚାଲିଛି । ଭାଗ୍ୟ ପରୀକ୍ଷା ଦେଇଥିବା ନେତା ଖାଲି ନୁହଁନ୍ତି, ସହରର ଗଳିକନ୍ଦିଠାରୁ ଗାଁ ଛକ ପର୍ଯ୍ୟନ୍ତ ସବୁଆଡେ ଚର୍ଚ୍ଚା, ଉତ୍କଣ୍ଠା । କାହାର ହେବ ବିଜୟ? କିଏ ଗଢ଼ିବ ସରକାର? ଏକଜିଟ୍ ପୋଲ୍ ସତ ହେବ କି? ନବୀନ ଏଠି, ମୋଦି ସେଠୀ ନା ଆଉ କ’ଣ? ପଞ୍ଚମ ଥର ପାଇଁ ବିଜେଡ଼ି ନା ପ୍ରଥମ ଥର ପାଇଁ ବିଜେପି ଏଠି ସରକାର ଗଢ଼ିବ? ଦିଲ୍ଲୀରେ ମୋଦି ଶାସନ ଚାଲିବ ନା ଅନ୍ୟ କିଛି ସମୀକରଣରେ ନୂଆ ପ୍ରଧାନମନ୍ତ୍ରୀ ମୁହଁ ଦେଖିବ ଦେଶ? ଏଭଳି ତମାମ ପ୍ରଶ୍ନର ଉତ୍ତରକୁ ଅପେକ୍ଷା ସମସ୍ତଙ୍କର । କେତେବେଳେ ସକାଳ ପାଇବ ଆଉ ରେଜଲ୍ଟ ଆସିବ ସେହି ପ୍ରତୀକ୍ଷା ସମସ୍ତଙ୍କର । ଭାଗ୍ୟ ପରୀକ୍ଷା ଦେଇଥିବା ନେତାମାନେ ନିଜ ନିଜ କାଉଣ୍ଟିଂ ସେଣ୍ଟର ଜାଗାକୁ ପଳାଇ ଗଲେଣି । ଅନେକଙ୍କ ପରିବାରରେ ପୂଜାର୍ଚ୍ଚନା ବି ଆରମ୍ଭ ହୋଇଯାଇଛି ।
ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ୩୦ଟି ଯାକ ଜିଲ୍ଲାର ମୋଟ ୬୩ ଟି କେନ୍ଦ୍ରରେ ହେବ ଗଣତି । ୨୧ ଟି ଲୋକସଭା ଆସନ ଏବଂ ୧୪୬ ବିଧାନସଭା ଆସନର ଭୋଟଗଣତି ପାଇଁ ୬,୭୦୦ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପ୍ରତି ଆସନର ୫ଟି ଲେଖାଏଁ ବୁଥ୍ କୁ ଲକି ଡ୍ର ମାଧ୍ୟମରେ ଚୟନ କରାଯାଇ ପ୍ରଥମେ ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ । ତାପରେ ଯାଇ ଇଭିଏମ୍ ଗଣତି ହେବ । ତେଣୁ ଗଣତିରେ ସାମାନ୍ୟ ବିଳମ୍ବ ହୋଇପାରେ । ପ୍ରତି ବୁଥ୍ ରେ ୭ ଟି ଟେବୁଲ୍ ରେ ବିଧାନସଭା ଆସନ ଏବଂ ୭ଟି ଟେବୁଲ୍ ରେ ଲୋକସଭା ଆସନର ଭୋଟଗଣତି ହେବ । ଏହିଭଳି ମୋଟ ୨୪୬୨ ଟେବୁଲରେ ହେବ ଗଣତି । ପ୍ରତି ଆସନରେ ୩୫ରୁ ୪୦ ରାଉଣ୍ଡ ଭୋଟଗଣତି ହୋଇ ଫଳ ପ୍ରକାଶ ପାଇବ । ପ୍ରତି ରାଉଣ୍ଡ ଗଣତିର ଫଳାଫଳ ସଙ୍ଗେ ସଙ୍ଗେ ଜଣାଇ ଦିଆଯିବ । ସବୁକେନ୍ଦ୍ରରେ ଆବଶ୍ୟକ ପ୍ରସ୍ତୁତି ଅପରାହ୍ନ ସୁଦ୍ଧା ଶେଷ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
୬୩ଟି ଯାକ କେନ୍ଦ୍ରରେ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୭୨ କମ୍ପାନୀ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଏବଂ ୬୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କୁ ମୁତୟନ କରାଯାଇଛି । ପ୍ରତି କେନ୍ଦ୍ରକୁ ସିଓିଟିଭି ନଜରରେ ରଖାଯାଇଛି । କୌଣସି ସ୍ଥାନରେ ଭୋଟଗଣତିରେ ଯେଭଳି କୌଣସି ତ୍ରୁଟି ବିଚ୍ୟୁତି ଦେଖା ନ ଯାଏ ସେଥିପ୍ରତି କମିଶନଙ୍କ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ଭୁବନେଶ୍ୱରର ଜୟଦେବ ଭବନ ଓ ଫରେଷ୍ଟ ପାର୍କଠାରେ ଦୁଇଟି ଡିଜିଟାଲ୍ ଡିସପ୍ଲେ ବ୍ୟବସ୍ଥା କରାଯାଇଛି । ସେଥରୁ ଜନସାଧାରଣ ନିର୍ବାଚନ ଫଳାଫଳ ଅପଡେଟ୍ ଜାଣିପାରିବେ ।
Previous Post

ଆଗୁଆ ହାତ ଟେକିଦେଲେ ନିରଞ୍ଜନ

Next Post

ଇତିହାସ ରଚିଲେ ନବୀନ

Next Post
ଇତିହାସ ରଚିଲେ ନବୀନ

ଇତିହାସ ରଚିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA