Thursday, June 25, 2026 03:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଥଇଥାନ ହେଲେ ୩୬ ବିଜେଡ଼ି ନେତା

by Our Correspondent
16 Aug, 2019- 04:18 PM
in Latest News, News
1 min read
0
ଥଇଥାନ ହେଲେ ୩୬ ବିଜେଡ଼ି ନେତା
ଭୁୁବନେଶ୍ୱର: ଗତ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ୩୪ ବିଜେଡ଼ି ନେତା/ନେତ୍ରୀ, ଜଣେ ପରାଜିତ ପ୍ରାର୍ଥୀ ଏବଂ ଜଣେ ଅଣରାଜନୈତିକ ବ୍ୟକ୍ତି(ମହିଳା)ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦପଦବୀ ଦେଇ ଥଇଥାନ କରିଛନ୍ତି । ୧୬ ଜଣଙ୍କୁ ବିଭିନ୍ନ ନିଗମ/ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ୧୧ ଜଣଙ୍କୁ ବିଭିନ୍ନ ସଂସ୍ଥା/ ବିଭାଗରେ ଉପଦେଷ୍ଟା କରାଯାଇଛି । ବିଜେଡ଼ି ମହିଳା ସଭାନେତ୍ରୀ ମିନତୀ ବେହେରାଙ୍କୁ ମହିଳା କମିଶନ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ବେହେରାଙ୍କୁ ମିଶାଇ ତାଲିକାରେ ୭ ଜଣ ମହିଳା ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଉତ୍ତର ବିଧାନସଭାରୁ ଟିକେଟ ପାଇ ନ ଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ କରାଯାଇଛି ।
କାହା ଭାଗରେ କ’ଣ
ଲେନିନ୍ ମହାନ୍ତି- ସମ୍ପାଦକ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ
ସୁଜିତ୍ କୁମାର- ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ଅନୁଭବ ପଟ୍ଟନାୟକ- ଉପଦେଷ୍ଟା, ଇଟି/ଆଇଟି ବିଭାଗ
କୃତିବାସ ପାତ୍ର- ଉପଦେଷ୍ଟା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ
ଉତ୍କଳ କେଶରୀ ପରିଡ଼ା- ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
ଦେବାଶିଷ ମଲ୍ଲିକ- ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ
ଶ୍ରୀମତୀ ସୁଲତା ଦେଓ- ଉପଦେଷ୍ଟା, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ
ଜନ୍ମେଜୟ ଲେଙ୍କା- ଉପଦେଷ୍ଟା, ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ
ରାମଚନ୍ଦ୍ର ପଣ୍ଡା- ଉପଦେଷ୍ଟା, ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡ
ଦେବାଶିଷ ମହାନ୍ତି- ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ(ଆଗ୍ରୋ ଇଣ୍ଡଷ୍ଟ୍ରିସ୍)
ଈଶ୍ୱର ପାଣିଗ୍ରାହୀ- ଅଧ୍ୟକ୍ଷ, ଓଡ଼ିଶା ବିହନ ନିଗମ
ପ୍ରଭାଦିତ୍ୟ ମିଶ୍ର- ଅଧ୍ୟକ୍ଷ, ଆପିକଲ୍
ଅନୁପ ସାଏ- ଅଧ୍ୟକ୍ଷ, ଓଡ଼ିଶା ୱେୟାର ହାଉସିଂ ନିଗମ
ଅସିତ୍ ପଟ୍ଟନାୟକ- ଅଧ୍ୟକ୍ଷ, ଓଡ଼ିଶା ପିସିକଲଚର୍ ଉନ୍ନୟନ ନିଗମ
ଅମରେନ୍ଦ୍ର ଦାସ- ଅଧ୍ୟକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ
ଲୁୁଲୁ ଅମାତ୍- ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ଓଆରଏଚସି)
ଚିନ୍ମୟ ସାହୁ- ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ
ଶ୍ରୀମତୀ ଶ୍ରୀମୟୀ ମିଶ୍ର- ଅଧ୍ୟକ୍ଷ, ଓଟିଡିସି
ଅମରେଶ ପତ୍ରୀ- ଅଧ୍ୟକ୍ଷ, ଓଡ଼ିଶା ଉଠା ଜଳସେଚନ ନିଗମ
ସତ୍ୟବ୍ରତ ତ୍ରିପାଠୀ- ଅଧ୍ୟକ୍ଷ, ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ
ବିଜୟ କୁମାର ନାୟକ- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ୟୁଥ୍ ୱେଲଫେୟାର୍ ବୋର୍ଡ
ପ୍ରିୟଦର୍ଶୀ ମିଶ୍ର- ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ
ସୁୁବାସ ସିଂ- ଅଧ୍ୟକ୍ଷ, ଓଡ଼ିଶା ବିଲଡିଂ ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ
ସଞ୍ଜୀବ ପାଇକରାୟ- ଅଧ୍ୟକ୍ଷ, ଓଡ଼ିଶା ଖଦୀ ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡ
ସୁଧୀର ଦାସ- ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ଦିଲ୍ଲୀପ ତିର୍କୀ- ଅଧ୍ୟକ୍ଷ, ଓଡ଼ିଶା ହକି ପ୍ରମୋସନ୍ କାଉନସିଲ୍
ମାନସ ମାଡ଼କାମୀ- ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମାଲକାନଗିରି
ବିନୟ ଟୋପୋ- ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସୁନ୍ଦରଗଡ଼
ଶ୍ରୀମତୀ ସୁସ୍ମିତା ବାଗଚୀ- ଅଧ୍ୟକ୍ଷ, ମୋ ସ୍କୁଲ
ଆକାଶ ଦାସ ନାୟକ- ଅଧ୍ୟକ୍ଷ, ମୋ କଲେଜ
ଶ୍ରୀମତୀ ମିନତୀ ବେହେରା- ଅଧ୍ୟକ୍ଷ, ରାଜ୍ୟ ମହିଳା କମିଶନ
ଶ୍ରୀମତୀ କସ୍ତୁରୀ ମହାପାତ୍ର- ଅଧ୍ୟକ୍ଷ, ସୋସିଆଲ୍ ୱେଲଫେୟାର ବୋର୍ଡ
ଶ୍ରୀମତୀ ସୁଲୋଚନା ଦାସ- ଅଧ୍ୟକ୍ଷ, ଭିନ୍ନକ୍ଷମ କମିଶନ
ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର- ଉପଦେଷ୍ଟା, ମିଶନ୍ ଶକ୍ତି
ପୁଷ୍ପେନ୍ଦ୍ର ସିଂହଦେଓ- ସଭ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ
ମୁଜିବୁଲା ଖାଁ- ଉପଦେଷ୍ଟା, ଏସସି/ଏସଟି, ସଂଖ୍ୟାଲଘୁ ଉନ୍ନୟନ
Previous Post

ଅସିତ୍ ତ୍ରିପାଠୀ ମୁଖ୍ୟ ସଚିବ, ବାଲକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା

Next Post

ଚାକିରି ଛାଡ଼ିଲେ ଆଇଏଏସ ଗଗନ ଧଳ

Next Post
ଚାକିରି ଛାଡ଼ିଲେ ଆଇଏଏସ ଗଗନ ଧଳ

ଚାକିରି ଛାଡ଼ିଲେ ଆଇଏଏସ ଗଗନ ଧଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA