Thursday, May 21, 2026 10:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଡିଆ ହାଉସ୍ ରେ କାଷ୍ଟିଂ କାଉଚ୍!

କହି ଦଉଥାଏ ପରକୁ...

by Samar Pradhan
15 May, 2025- 09:08 PM
in Latest News, Media, News
1 min read
1
ମିଡିଆ ହାଉସ୍ ରେ କାଷ୍ଟିଂ କାଉଚ୍!

ଭୁବନେଶ୍ୱର: ଗୋଟେ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା(ଟିଭି ମିଡିଆ ହାଉସ୍)ରେ ଏକ ଅଭାବନୀୟ ଘଟଣା ଘଟିଛି । ଇଣ୍ଟର୍ଣ୍ଣସିପ୍ କରୁଥିବା ଜଣେ ଯୁବତୀ କାଷ୍ଟିଂ କାଉଚ୍ ର ଶିକାର ହୋଇଛନ୍ତି । ସଂସ୍ଥାର ଜଣେ ବରିଷ୍ଠ କର୍ମଚାରୀ ତାଙ୍କୁ ଚାକିରି ନିୟମିତ କରାଇବାର ପ୍ରଲୋଭନ ଦେଇ ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରିଥିଲେ । ମାତ୍ର ବିଫଳ ହେବାରୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଯୁବତୀଜଣଙ୍କ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ସଂସ୍ଥାରେ ହଲଚଲ ହୋଇଛି । ମାମଲା ବାହାରକୁ ପ୍ରଘଟ ନ ହେବା ପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଥିଲେ ମଧ୍ୟ ଏହା କିନ୍ତୁ ପଦାକୁ ଚାଲି ଆସିଛି ।

ସାମ୍ବାଦିକତାରେ ପାଦ ଥାପୁଥିବା ଯୁବତୀଜଣଙ୍କ ସଂପୃକ୍ତ ଗଣମାଧ୍ୟମରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ । ଭଲ କାମ କରି ନିୟମିତ ଚାକିରି ଆଶାରେ ଥିବା ସଂପୃକ୍ତ ଯୁବତୀଙ୍କ ଉପରେ ଜଣେ ଉପରିସ୍ଥ କର୍ମଚାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା । ସେ ତାଙ୍କୁ ନିୟମିତ ଚାକିରି କରାଇବାରେ ସାହାଯ୍ୟ କରିବାର ପ୍ରଲୋଭନ ଦେଇ ପ୍ରେମ ଜାଲରେ ଫସାଇବାକୁ ଉଦ୍ୟମ କରିଥିଲେ । ହ୍ୱାଟସ୍ ଆପ୍ ରେ ଚାଟିଂ କରି ବାରମ୍ବାର ପ୍ରେମ ନିବେଦନ କରିଥିଲେ । ମାତ୍ର ସଂପୃକ୍ତ ଯୁବତୀ ଏହାକୁ ପ୍ରତ୍ୟାଖାନ କରିବା ପରେ ତାଙ୍କୁ ଭୀଷଣ ମାନସିକ ନିର୍ଯ୍ୟାତନା ଦେଇଥିଲେ । କର୍ତ୍ତୃପକ୍ଷଙ୍କ କାନକୁ କଥା ଆସିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ । ତେବେ ସଂପୃକ୍ତ ବରିଷ୍ଠ କର୍ମଚାରୀଙ୍କ ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଯୁବତୀଜଣଙ୍କ ଶେଷରେ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପ୍ରମାଣସ୍ୱରୂପ ହ୍ୱାଟସ୍ ଆପରେ ଆସିଥିବା ସବୁ ମେସେଜ୍ ର ସ୍କ୍ରିନ୍ ସଟ୍ ବି ସଂଲଗ୍ନ କରିଥିଲେ ।

କହି ଦଉଥାଏ ପରକୁ..ସେହି ବଦନାମ ଭୟରେ କର୍ତ୍ତୃପକ୍ଷଙ୍କର ନିଦ ହଜିଯାଇଥିଲା । ଅଭିଯୁକ୍ତଙ୍କୁ ପନ୍ଦର ଦିନ ପାଇଁ ନିଲମ୍ବିତ କରି ଅଭିଯୋଗକାରିଣୀଙ୍କୁ ଶାନ୍ତ୍ୱନା ଦିଆଯାଇଥିବା ବେଳେ ମାମଲା ବାହାରେ ପ୍ରଘଟ ନ ହେବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । କାରଣ ବିପଦ ଆସିଲେ ପରିବାର ନେଇ ଆସେ । ଅତୀତକୁ ଚାହିଁଦେଲେ କଥା ସରିଯିବ । ସେହି ଆଶଙ୍କାରେ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିବା ସ୍ୱାଭାବିକ ।

(କୌଣସି ସଂସ୍ଥାକୁ ବଦନାମ କରିବା ଆମର ଉଦ୍ଦେଶ୍ୟ ନୁହେଁ । କାରଣ ଗୋଟେ ସଂସ୍ଥା ଗଢ଼ି ତାକୁ ସଫଳ କରାଇବା ପଛରେ ବହୁତ ସାଧନ ଓ ପରିଶ୍ରମ ରହିଥାଏ । ତେଣୁ ଆମେ ଘଟଣା ଘଟିଥିବା ସଂସ୍ଥାର ନାଁ ଲେଖିବାକୁ ଉଚିତ୍ ମନେ କରିନାହୁଁ । ଆମ ବିଚାରରେ କାହାର ବ୍ୟକ୍ତିଗତ ଭୁଲ୍ ଭଟକା ପାଇଁ ଗୋଟେ ସଂସ୍ଥାକୁ ବଦନାମ କରିବା ଠିକ୍ ନୁହେଁ ।)

Previous Post

ନବୀନଙ୍କ ଦସ୍ତଖତକୁ ପ୍ରଥମ ଚାଲେଂଜ

Next Post

ମିଶନ ଶକ୍ତି ପକ୍ଷରୁ ସିନ୍ଦୂର ଯାତ୍ରା

Next Post
ମିଶନ ଶକ୍ତି ପକ୍ଷରୁ ସିନ୍ଦୂର ଯାତ୍ରା

ମିଶନ ଶକ୍ତି ପକ୍ଷରୁ ସିନ୍ଦୂର ଯାତ୍ରା

Comments 1

  1. Bhaktilata Mohanty says:
    1 year ago

    ଏଭଳି ସଂବେଦନଶୀଳ ଘଟଣାକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇ ସଂପୃକ୍ତ ଅଭିଯୁକ୍ତଙ୍କୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA