Wednesday, July 1, 2026 12:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଜି ଜିତିଲେ ଅସିତ୍ ତ୍ରିପାଠୀ

ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟରେ ହରାଇଲେ

by Our Correspondent
27 Sep, 2021- 06:33 PM
in Latest News, News
1 min read
0
ବାଜି ଜିତିଲେ ଅସିତ୍ ତ୍ରିପାଠୀ

ଆଇଏଏସ୍ ବିଶାଲ୍ ଦେବ ସମ୍ପାଦକ ନିର୍ବାଚିତ

ଭୁୁବନେଶ୍ୱର: ଓଡ଼ିଶାର ଦୁଇ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇରେ ବାଜି ମାରିଛନ୍ତି ଅସିତ୍ ତ୍ରିପାଠୀ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଖଣ୍ଡ ଭୋଟରେ ପରାସ୍ତ କରି ଭୁବନେଶ୍ୱର କ୍ଲବ୍ ର ସଭାପତି ନିର୍ବାଚିତ ହୋଇଛନ୍ତି । ମୋଟ ୧,୨୭୪ ଭୋଟରୁ ଶ୍ରୀ ତ୍ରିପାଠୀଙ୍କୁ ୭୭୬ ଭୋଟ ମିଳିଥିଲା ବେଳେ ଶ୍ରୀ ପଟ୍ଟନାୟକଙ୍କ ସପକ୍ଷରେ ଯାଇଛି ୪୯୮ ଭୋଟ ।

୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ୨୦୨୦ ଡିସେମ୍ବର ୩୧ ରେ ଚାକିରିରୁ ଅବସର ନେଲା ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି । ଭୁବନେଶ୍ୱର କ୍ଲବ୍ କୁ ଏକ ମଲଟି ଡାଇମେନସନାଲ୍ କ୍ଲବ୍ ଭାବେ ଗଢ଼ିବାର ସ୍ୱପ୍ନ ସାକାର କରିବେ ବୋଲି ସଭାପତି ନିର୍ବାଚିତ ହେବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ତ୍ରିପାଠୀ କହିଛନ୍ତି ।

ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ଭୁବନେଶ୍ୱର କ୍ଲବ୍ ନିର୍ବାଚନ ହୋଇଥିଲା । ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ ବହୁ ବର୍ଷ ଧରି କ୍ଲବ୍ ର ପରିଚାଳନା ଦାୟିତ୍ୱରେ ଥିଲେ । ଗତବର୍ଷ କ୍ୟାନସର୍ ରେ ପ୍ରାଣ ହରାଇବା ପର୍ଯ୍ୟନ୍ତ ସେ କ୍ଲବ୍ ର ସଭାପତି ଥିଲେ । ଚଳିତ ବର୍ଷ ଅନୁଷ୍ଠିତ କ୍ଲବ୍ ର ନିର୍ବାଚନ ମୈଦାନରେ ଦୁଇ ପ୍ରଭାବଶାଳୀ ଅଧିକାରୀ ଅବତୀର୍ଣ୍ଣ ହୋଇଥିବାରୁ ଫଳାଫଳକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା ।

ଭୁବନେଶ୍ୱର କ୍ଲବ୍ ର ଅନ୍ୟ ପଦପଦବୀ ଯଥା ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ତଥା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ ମଧ୍ୟ ନିର୍ବାଚନ ହୋଇଥିଲା । ମହେନ୍ଦ୍ର ଗୁପ୍ତା ଉପସଭାପତି, ବିଶାଲ୍ ଦେବ ସମ୍ପାଦକ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ସୁଚନା ମିଳିଛି । ତେବେ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ପାଇଁ କଡ଼ା ଟକ୍କର ଚାଲିଛି ।

ସୂଚନା ଥାଉକି, ଅସିତ୍ ଙ୍କ ଭଳି ବିଜୟ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଅଧିକାରୀ ଥିଲେ । ୧୯୭୬ ବ୍ୟାଚ୍ ର ଏହି ଅଧିକାରୀ ମୁଖ୍ୟ ଶାସନ ସଚିବ ପଦରେ ଥାଇ ୨୦୧୩ ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବେଦାନ୍ତ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ସମ୍ଭାଳିଥିଲେ ।

Previous Post

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

Next Post

କିମ୍ସରେ ପ୍ରଥମ ସଫଳ କିଡ଼ନୀ ପ୍ରତ୍ୟାରୋପଣ

Next Post
କିମ୍ସରେ ପ୍ରଥମ ସଫଳ କିଡ଼ନୀ ପ୍ରତ୍ୟାରୋପଣ

କିମ୍ସରେ ପ୍ରଥମ ସଫଳ କିଡ଼ନୀ ପ୍ରତ୍ୟାରୋପଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA