Friday, June 26, 2026 02:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆରମ୍ଭ ହେଲା ବଜେଟ୍ ଅଧିବେଶନ

by Our Correspondent
17 Feb, 2026- 07:25 PM
in Latest News, News
1 min read
0
ଆରମ୍ଭ ହେଲା ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବିଧାନସଭା । ଏହାପରେ ଗୃହର ଦିବଙ୍ଗତ ସଦସ୍ୟ/ସଦସ୍ୟା ସ୍ୱର୍ଗତଃ କାହ୍ନୁଚରଣ ଲେଙ୍କା, ସ୍ୱର୍ଗତଃ ଅକ୍ଷୟ କୁମାର ଆଚାର୍ଯ୍ୟ, ସ୍ୱର୍ଗତଃ କୁଳମଣି ରାଉତ, ସ୍ୱର୍ଗତଃ ସଞ୍ଚିତା ମହାନ୍ତି ଏବଂ ସ୍ୱର୍ଗତଃ ରାସେଶ୍ୱରୀ ପାଣିଗ୍ରାହୀଙ୍କ ସ୍ମୁତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଗତ ଶୋକପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ ସବୁ ଦଳର ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଏହା ଗୃହରେ ପାରିତ ହୋଇଥିଲା ।

ସନା, ଅରବିନ୍ଦଙ୍କ ଆସନ ବଦଳିଲା

ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ସନତାନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରଙ୍କର ବିଧାନସଭା ବସିବା ଆସନ ବଦଳି ଯାଇଛି । ଚମ୍ପୁଆ ବିଧାୟକ ଶ୍ରୀ ମହାକୁଡ଼ ପୂର୍ବରୁ F14 ଆସନରେ ବସୁଥିଲେ । ଏବେ ତାଙ୍କୁ F21 ଆସନ ଦିଆଯାଇଛି । ସେହି ଆସନରେ ପୂର୍ବରୁ ମାଧବ ଧଡ଼ା ବସୁଥିଲେ । ସେ ସନା ମହାକୁଡଙ୍କ ଜାଗାକୁ ଆସିଛନ୍ତି । ସେହିଭଳି ପାଟକୁରା ବିଧାୟକ ଶ୍ରୀ ମହାପାତ୍ର ପୂର୍ବରୁ G19 ଆସନରେ ବସୁଥିଲେ । ଏବେ ତାଙ୍କୁ F19 ଆସନ ଦିଆଯାଇଛି । ସେହି ଆସନରେ ପୂର୍ବରୁ ସୁନୀଲ ମହାନ୍ତି ବସୁଥିଲେ । ସେ ଅରବିନ୍ଦଙ୍କ ଜାଗାକୁ ଆସିଛନ୍ତି । ଏଭଳି ଭାବେ ସନାତନ ମହାକୁଡ଼ ଓ ମାଧବ ଧଡ଼ାଙ୍କ ମଧ୍ୟରେ ଆସନ ଅଦଳ ବଦଳ ହୋଇଥିଲା ବେଳେ ଅରବିନ୍ଦ ମହାପାତ୍ର ଏବଂ ସୁନୀଲ ମହାନ୍ତିଙ୍କ ମଧ୍ୟରେ ଆସନ ଅଦଳ ବଦଳ ହୋଇଛି । ବିଧାନସଭାରେ ଆସନ ବଦଳିବା ସହ ବିଜେଡିରୁ ନିଲମ୍ବିତ ଏହି ଦୁଇ ବିଧାୟକଙ୍କୁ ଆଜି ଭିନ୍ନ ଭୂମିକାରେ ଦେଖିବାକୁ ମିଳିଥିଲା । ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିଜେଡି ଓ କଂଗ୍ରେସ କକ୍ଷ…

ଭାଷଣ ଲମ୍ବା, କାମ କମ୍

ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଗୋଲାପି ଚିତ୍ର । ଏହାର ପ୍ରତିବାଦରେ ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ରାଜ୍ୟପାଳଙ୍କ ବାର୍ତ୍ତା ଭାଷଣରେ ଲମ୍ବା ଥିଲା, ହେଲେ କାମରେ କମ୍ ଥିଲା । ମୁଁ ସବୁ ସମୟରେ କହିଛି ଯେ ଏହି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୁର୍ବିସହ ଅଛି । ଅନ୍ୟ କୌଣସି ରାଜ୍ୟରୁ ଏପରି ହିଂସା ଖବର ଆସୁନି ଯେପରି ଓଡ଼ିଶାରୁ ଆସୁଛି ।

Previous Post

ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

Next Post

ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

Next Post
ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA