ନବୀନଙ୍କ ସଫଳ ଅସ୍ତ୍ରୋପଚାର, ଅବଜରଭେସନରେ ରହିବେ ଦୁଇଦିନ
ମୁମ୍ବାଇ/ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ସର୍ଭାଇକାଲ୍ ଆଥ୍ରାଇଟିସ୍ ଅପରେସନ୍ ସଫଳ ହୋଇଛି । ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ୍ ଦୁଇଘଣ୍ଟା ଧରି ଚାଲିଥିଲା । ସ୍ପାଇନ୍ ସ୍ପେସିଆଲିଷ୍ଟ ଡାକ୍ତର...
Read more








