Our Correspondent

ଗଞ୍ଜାମକୁ ୨୮ ହଜାର କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି  ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଦ୍ୱାରା ୧୫ ହଜାରରୁ...

Read more

ମହୁଆଙ୍କୁ ବାହା ହେଲେ ପିନାକୀ

ଭୁବନେଶ୍ୱର: କଥାରେ ଅଛି, ପ୍ରେମ ବୟସ ମାନେନି । ପରିଣତ ବୟସରେ ପ୍ରେମଜନିତ ବିବାହ ନୂଆ ନୁହେଁ । ସେହି ତାଲିକାରେ ଯୋଡି ହୋଇଛନ୍ତି ହାଇପ୍ରୋଫାଇଲ୍ ସେଲିବ୍ରିଟି ପ୍ରେମୀ । ୬୫ ବର୍ଷୀୟ ପୂର୍ବତନ ସାଂସଦ ପିନାକୀ ମିଶ୍ର ବାହା ହୋଇଛନ୍ତି...

Read more

କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

ଭୁବନେଶ୍ୱର: କିମସରେ ହେମୋଫାଗୋସାଇଟିକ୍  ଲିମ୍ଫୋହିଷ୍ଟିଓସାଇଟୋସିସ୍‍ ରୋଗରେ ପୀଡ଼ିତ ଜଣେ ୧୭ ବର୍ଷୀୟା ରୋଗୀଙ୍କଠାରେ ଏକ ବିରଳ ଆଲୋଜେନିକ୍ ଅସ୍ଥି ମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇଛି। ଏହା ଏକ ବିରଳ ବଂଶାନୁକ୍ରମିକ ରକ୍ତ ଜନିତ ରୋଗ। ବହୁ ପରୀକ୍ଷା ପରେ କିମ୍‍ସର ବିଶେଷଜ୍ଞମାନେ...

Read more

୨୦୨୭ ମାର୍ଚ୍ଚ ପହିଲାରୁ ଜନ ଗଣନା

ନୂଆଦିଲ୍ଲୀ : ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ଜନ ଗଣନା-୨୦୨୭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର...

Read more

ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର...

Read more

କୁଳପତିଙ୍କୁ ସ୍ୱାଗତ କଲା ପୁରାତନ ଛାତ୍ରସଂଘ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ତରଫରୁ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଯଜ୍ଞେଶ୍ଵର ଦଣ୍ଡପାଟ ଏବଂ ନବ ନିଯୁକ୍ତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମିତାଲି ଚିନାରାଙ୍କୁ ସ୍ୱାଗତ କରାଯାଇଛି। ଆଜି ପୁରାତନ ଛାତ୍ରସଂଘ ଉପସଭାପତି ରଘୁନାଥ ପୃଷ୍ଟି, ଯୁଗ୍ମ...

Read more

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

ଭୁବନେଶ୍ୱର: ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ...

Read more
Page 103 of 978 1 102 103 104 978