ଓଏମସି ଖଣିରେ ସାଂସଦଙ୍କ ପ୍ରତିନିଧି!
ଭୁବନେଶ୍ୱର: ସାଂସଦ କି ବିଧାୟକଙ୍କ କ୍ଷେତ୍ରରେ ସ୍ଥାନୀୟ ପ୍ରତିନିଧି ନିଯୁକ୍ତି ପାଇଁ ସେଭଳି କୌଣସି ନିୟମ ନାହିଁ । ମାତ୍ର ଅଧିକାଂଶ ବିଧାନସଭା କ୍ଷେତ୍ରରେ ସାଂସଦଙ୍କ ଦ୍ୱାରା ଅଧିକୃତ ପ୍ରତିନିଧିମାନଙ୍କୁ ଦେଖିବାକୁ ମିଳେ । ସ୍ଥାନୀୟ ଅଞ୍ଚଳର ସମସ୍ୟା ସାଂସଦଙ୍କୁ ଜଣାଇବା...
Read more








