Our Correspondent

ଲିଖିତ ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାତଖଣ୍ଡ ରାମାୟଣ ସରିଲା ପରେ ସୀତା ମହିଳା କି ପୁରୁଷ ଜାଣି ନ ପାରିବା ଯାହା ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାମଲାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ତାହା । ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରଘୁବରଙ୍କ ପୁଅ ଲଳିତ...

Read more

ମୋହନ ସରକାରଙ୍କ ଯୋଜନା ବର୍ଷା

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ପ୍ରଥମ ଥରର ପୂର୍ଣ୍ଣାଙ୍ଗ ବଜେଟ୍ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ଏହି ବଜେଟ୍ ପରିମାଣ ରହିଛି ୨ ଲକ୍ଷ ୯୦ ହଜାର କୋଟି...

Read more

୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଦାୟିତ୍ୱ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂକଳ୍ପ ପଦଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ନୂତନ ପିସିସି ସଭାପତି ଭକ୍ତ ଚରଣ ଦାସ ଦାୟିତ୍ୱ ନେବା ପୂର୍ବରୁ...

Read more

‘ସିନ୍ଧୁଜା’ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ମାସିକ ପତ୍ରିକା ‘ସିନ୍ଧୁଜା’ର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶନିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ‘ସମକାଳୀନ ସାମାଜିକ-ଅର୍ଥନୈତିକ ପ୍ରେକ୍ଷାପଟ୍ଟରେ ମହିଳାଙ୍କ ଭୂମିକା’ ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା...

Read more

ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ମାନ୍ୟବର ବାଚସ୍ପତି ମହୋଦୟା, ଗତ ଫେବୃୟାରୀ ୧୩ ତାରିଖ ଦିନ ଚଳିତ ବର୍ଷ ପାଇଁ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନରେ ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣ ଏହି ପବିତ୍ର ଗୃହରେ ଉପସ୍ଥାପନ କରିଥିଲେ । ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ...

Read more

ଘରୁ ବାହାରିଲେ ବୈକୁଣ୍ଠଙ୍କ ପତ୍ନୀ

ଭୁୁବନେଶ୍ୱର: ରାଜ୍ୟପାଳ ପଦରୁ ରଘୁବର ଦାସ ବିଦା ହୋଇସାରିଥିଲେ ମଧ୍ୟ ତାଙ୍କ ପୁଅ ଲଳିତ ଦାସଙ୍କ ଦେହରେ ହାତ ମାରିବାକୁ ଓଡ଼ିଶା ପୁଲିସର ଦମ୍ଭ ପାଉନି । ଅଣଓଡ଼ିଆ ରଘୁବରଙ୍କ ପାଇଁ ଓଡ଼ିଆ ଅସ୍ମିତା ବନ୍ଧା ପଡ଼ିଯାଇଛି । ମାତ୍ର ଏହି...

Read more

ଭକ୍ତଙ୍କୁ ନେଇ କଂଗ୍ରେସ ଶିବିର ଉତ୍ସାହିତ

ଭୁବନେଶ୍ୱର: ପିସିସି ନୂଆ ନେତୃତ୍ୱକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଭକ୍ତ ଦାସଙ୍କ ନିଯୁକ୍ତି କିଛି ଆଶାୟୀଙ୍କୁ କଷ୍ଟ ଦେଇଥିଲେ ମଧ୍ୟ ମୋଟାମୋଟି ଭାବେ ଦଳୀୟ ନେତା ଓ କର୍ମୀ ଉତ୍ସାହିତ ହୋଇପଡ଼ିଛନ୍ତି । ପିସିସି...

Read more
Page 136 of 980 1 135 136 137 980