Our Correspondent

ଖାଲିପଡ଼ିଛି ୨ ଲକ୍ଷ ସରକାରୀ ଚାକିରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ ୨ ଲକ୍ଷ ୫ ହଜାରରୁ ଅଧିକ ଚାକିରି ଖାଲି ପଡ଼ିଛି । ଆଜି ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Read more

ରେଭେନ୍ସା ନାଁ ବଦଳିଯିବ ?

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଦ୍ୱାହିରେ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ରେଭେନ୍ସା କଲେଜର ନାଁ ବଦଳିଯିବ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆମ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରୁ ଏଭଳି ଇସାରା ଓଡ଼ିଶାବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଆଜି କଟକରେ...

Read more

ସୁଲତାଙ୍କ ପାଇଁ ବାହାରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ପାଇଁ ଆଗକୁ ଆସିଲା ତାଙ୍କ ଦଳ ବିଜେଡି । ଦଳର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଣେ ମହିଳା ସାଂସଦଙ୍କୁ ମାନସିକ...

Read more

ଖବର.. ଯାହାଙ୍କୁ ଯେମିତି ସୁହାଇଲା !

ଭୁବନେଶ୍ୱର: ପଞ୍ଚମ ପାଳି ବିଜେଡି ସରକାର ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୪୫୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ଖବରକାଗଜକୁ ୪୩୨ କୋଟି ୯୨ ଲକ୍ଷ ୯ ଶହ ଟଙ୍କା, ଟିଭି ଚାନେଲକୁ ୧୯ କୋଟି ୭୬ ଲକ୍ଷ ୯୮...

Read more

ବୈଜୟନ୍ତଙ୍କୁ ଡକାଏତ କହି ଧୋଇଲେ ସୁଲତା

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା, ଜାଗୀ ମଙ୍ଗତ କୌର.. କ'ଣ ଭାବୁଛନ୍ତି ଆପଣ ନିଜକୁ । ଆପଣଙ୍କ ପୋଷା ଓଟିଭି, ଓଡ଼ିଶା ରିପୋର୍ଟରଙ୍କୁ ଲଗାଇ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି? ମୋର ପୁଣି ପରିଚୟ ସଙ୍କଟ ଥିବା ପ୍ରଚାର କରୁଛନ୍ତି? ଆପଣଙ୍କୁ ଲାଜ...

Read more

୧୫ କୋଟିର ପେଡ୍ ନ୍ୟୁଜ୍ !

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ୍, ନବୀନ ଓଡ଼ିଶା, ନୂଆ-ଓ, ବିଏସକେୱାଇ ଆଦି ଯୋଜନାର ପ୍ରଚାର ପାଇଁ ବିଭିନ୍ନ ଖବରକାଗଜକୁ ବିଜେଡି ସରକାର ବିଜ୍ଞାପନରେ ପୋତି ଦେଇଥିଲେ । ଏହିସବୁ ବିଶେଷ କାର୍ଯ୍ୟକ୍ରମ ଉପରେ...

Read more

ବିଜେଡିକୁ ଫେରିଆସିଲେ ବରୀ ବ୍ଲକ୍ ସଭାପତି

ଭୁବନେଶ୍ୱର: ୧୦ ଦିନ ତଳେ ବରୀ ବ୍ଲକ୍ ଅଧ୍ୟକ୍ଷ ଅଶୋକ ଗେଡି ବିଜେଡି ଛାଡ଼ି ବିଜେପିକୁ ପଳାଇଥିଲେ । ତାଙ୍କ ସହ ୧୨ ସମିତି ସଭ୍ୟ ଏବଂ ୭ ବିଜେଡି ସରପଞ୍ଚ ମଧ୍ୟ ବିଜେପିକୁ ଯାଇଥିଲେ । ସେଦିନ ବିଜେପି ରାଜ୍ୟ...

Read more
Page 187 of 980 1 186 187 188 980