Our Correspondent

ଡା. ଅଶୋକ ମହାପାତ୍ରଙ୍କୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି...

Read more

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ଭୁବନେଶ୍ୱର: ପୂର୍ବତନ ପୁଲିସ ଡିଜି ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି । ୧୯୭୭ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ୍ ଅଫିସର...

Read more

ଏମିତି ଆଇନଶୃଙ୍ଖଳା: ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଚୋର

ଭୁବନେଶ୍ୱର: ଭୟଙ୍କର ଅବସ୍ଥା । ଆଉ ସୁରକ୍ଷିତ ନାହିଁ ରାଜଧାନୀର ଭିଭିଆଇପି ଅଞ୍ଚଳ । ନୟାପଲ୍ଲୀସ୍ଥିତ ଆଇଆରସି ଭିଲେଜ୍ ଏନ-୨ରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ତାହାର ଜ୍ୱଳନ୍ତ ଉଦାହରଣ । ସବୁଠାରୁ ସୁରକ୍ଷିତ...

Read more

ଭାଙ୍ଗିଲା ବିଜେଡିର ଛାମୁଆ ସଂଗଠନ

ଭୁବନେଶ୍ୱର: ବିଜେଡିର ଛାମୁଆ ସଂଗଠନଗୁଡ଼ିକୁ ଆଜି ଭାଙ୍ଗି ଦିଆଯାଇଛି । ସାଂଗଠନିକ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି ପଦକ୍ଷେପ ନେଇଛନ୍ତି । ଭଙ୍ଗା ଯାଇଥିବା ଛାମୁଆ ସଂଗଠନଗୁଡ଼ିକ ହେଲା- ବିଜୁ ମହିଳା ଜନତା ଦଳ, ବିଜୁ ଯୁବ...

Read more

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ପ୍ରିୟ ଭାଇ ଓ ଭଉଣୀମାନେ, ୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି । ପ୍ରତ୍ୟେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ ଶୁଭେଚ୍ଛା। ଆମେ...

Read more

ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମ ସମ୍ମାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଚଳିତବର୍ଷର ପଦ୍ମ ସମ୍ମାନ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କରାଯାଇଛି । ସେମାନେ ହେଲେ ୧.ଅଦ୍ୱୈତ ଗଡ଼ନାୟକ-କଳା ୨.ଅଶୋକ କୁମାର ମହାପାତ୍ର-ମେଡିସିନ ୩.ଦୁର୍ଗାଚରଣ ରଣଭୀର-ଓଡ଼ିଶୀ...

Read more

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟର ହସ୍ପିଟାଲିଟି ହୋରାଇଜନ୍-୨୦୨୫

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ରେ ଶୁକ୍ରବାର ଦିନ ହସ୍ପିଟାଲ ହୋରାଇଜନ୍ - ୨୦୨୫ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ଟି ସ୍କୁଲ ଓ କଲେଜରୁ ଦଶମ ଶ୍ରେଣୀ...

Read more
Page 186 of 1023 1 … 185 186 187 … 1,023