ଦିଲ୍ଲୀରେ ଦ୍ରୌପଦୀ, କାଲି ନାମାଙ୍କନ
ଭୁବନେଶ୍ୱର: ରାଇସିନା ରେସ୍ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦ ପାଇଁ ଆସନ୍ତାକାଲି ସେ ନାମାଙ୍କନପତ୍ର ଦାଖଲ କରିବେ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବିଜେଡି ସାମିଲ ହୋଇଛି । ଦଳର ସଭାପତି...
Read more








