Our Correspondent

ନବୀନଙ୍କ ଦୁବାଇ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ

ଭୁବନେଶ୍ୱର: ରୋମ୍ ଗସ୍ତ ସାରି ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ଭାରତୀୟ ରାଷ୍ଟ୍ରଦୂତ ଡ. ନୀନା ମାଲହୋତ୍ରା । ଦୁବାଇରେ ୨୯ ତାରିଖ ଦିନ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଏବଂ...

Read more

ବୋନ୍ କ୍ୟାନ୍ସର ପୀଡ଼ିତା ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଝିଅ ତୁମର ଦିଲ୍ଲୀରେ ରହିବ, ତା’ର ପାଠପଢା ବ୍ୟବସ୍ଥା ମଧ୍ୟ କରାଯିବ । ଏଭଳି କିଛି ମିଠା ପ୍ରତିଶୃତି ଦେଇ ଦିଲ୍ଲୀରେ ରହୁଥିବା ଏକ ଦମ୍ପତ୍ତି ବାପା ମା’ଙ୍କର ଗେଲ ବସରିଆ ଝିଅ ସୁମତିକୁ ତାଙ୍କ ସହିତ ଦିଲ୍ଲୀ ନେଇଯାଇଥିଲେ...

Read more

ରୋମ୍ ରୁ ନବୀନ କରୁଛନ୍ତି ଅଫିସ୍ କାମ

ଭୁବନେଶ୍ୱର: ରୋମ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଫଟୋ ଆଜି ଭାଇରାଲ୍ ହୋଇଛି । ନିଜ ସୋସିଆଲ୍ ଆକାଉଣ୍ଟ୍ ରେ ନବୀନ ଏକ ଲେଖା ସହ ଫଟୋଟି ପୋଷ୍ଟ କରିଛନ୍ତି । ଫଟୋରେ ମୁଖ୍ୟମନ୍ତ୍ରୀ ଲାପଟପ୍ ଧରି ଅଫିସ୍...

Read more

ଖାଦ୍ୟ ସୁରକ୍ଷାର ସଫଳ କାହାଣୀ କହିଲେ ନବୀନ

ରୋମ/ଭୁବନେଶ୍ୱର: ରୋମ୍ ରେ ଆଜି ଅନୁଷ୍ଠିତ ଜାତିସଂଘର ଦି ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ଖାଦ୍ୟ ସୁରକ୍ଷା, ଜୀବନଜୀବିକା ଏବଂ ବିପର୍ଯ୍ୟୟ ପରିଚାଳନାର ସଫଳ କାହାଣୀ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ ସହଭାଗିତାରେ ରାଜ୍ୟର 'ଜିରୋ...

Read more

ନାମାଙ୍କନପତ୍ର ଦାଖଲ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ, ସହଯୋଗୀ...

Read more

ରାଇମୋହନ କାହିଁକି ଆତ୍ମହତ୍ୟା କଲେ?

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର୍ର ଓ ଅପେରା ଜଗତର ପ୍ରଖ୍ୟାତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହାନ୍ତି । ପ୍ରାଚୀ ବିହାରସ୍ଥିତ ନିଜ ବାସଭବନରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପାରିପାଶ୍ୱିର୍କ ଅବସ୍ଥାରୁ ସେ ଆତ୍ମହତ୍ୟା କରିଥିବା ଜଣାପଡୁଛି ।...

Read more

ଦ୍ରୌପଦୀଙ୍କୁ ସମର୍ଥନ ଦେବନି କଂଗ୍ରେସ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ କ୍ଷେତ୍ରରେ ରାଜ୍ୟ କଂଗ୍ରେସର ଆଭିମୁଖ୍ୟକୁ ସମସ୍ତଙ୍କ ନଜର ଥିଲା ବେଳେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଏକ ସ୍ପଷ୍ଟୀକରଣରେ ସବୁ ଦ୍ୱନ୍ଦ ଦୂର କରିଛନ୍ତି । ମିଳିତ ବିରୋଧୀ ଦଳ...

Read more
Page 470 of 1025 1 … 469 470 471 … 1,025