କରୋନା କବଚ: ପ୍ରଥମ ଦିନରେ ୮୪% ଟିକାଦାନ
ଭୁୁବନେଶ୍ୱର: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କରୋନା ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ଆଜି ପ୍ରଥମ ଦିନରେ ୮୪% ଟିକାଦାନ ହୋଇଛି । ୧୬,୩୩୦ ଜଣ ସ୍ୱାସ୍ଥ୍ୟକର୍ମୀ...
Read more








