ମୋକିମ୍ ଙ୍କ ସହ ହରିଶଙ୍କରଙ୍କୁ ଲଢ଼ାଇବା ଯୋଜନା!
ଭୁବନେଶ୍ୱର: ବିଜେଡି ଛାଡ଼ିଥିବା କଟକିଆ ଛାତ୍ରନେତା ହରିଶଙ୍କର ରାଉତଙ୍କୁ କଂଗ୍ରେସ ଆପଣାଇଛି । ରବିବାର ଦିନ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆୟୋଜନରେ କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏଆଇସିସି ସଂଗଠନ ସମ୍ପାଦକ କେସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ...
Read more








