Saturday, April 25, 2026 09:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମସ୍ତଙ୍କ ଆକର୍ଷଣ ବେଣୁ ମଉସା

by Our Correspondent
24 Oct, 2020- 07:46 PM
in Latest News, Politics
1 min read
1
ସମସ୍ତଙ୍କ ଆକର୍ଷଣ ବେଣୁ ମଉସା

ଭୁବନେଶ୍ୱର: ବେଣୁ ମଉସା ଏବେ ଖାଲି ବାଲେଶ୍ୱର କାହିଁକି, ସାରା ରାଜ୍ୟରେ ଏକ ଚର୍ଚ୍ଚିତ ନାଁ ପାଲଟିଛନ୍ତି । ତାଙ୍କୁ ନେଇ ମିଡ଼ିଆ, ସୋସିଆଲ୍ ମିଡ଼ିଆରେ ଭରପୁର ଖବର । ଦଦରା ସାଇକେଲ ଖଣ୍ଡେ ଧରି ଲୋକଙ୍କ ପାଖରେ ଭୋଟ ଭିକ୍ଷା କରୁଥିବା ବେଣୁ ମଉସାଙ୍କ ଆକର୍ଷଣ ଆଗରେ ଫିକା ପଡ଼ିଯାଇଛି ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତାଙ୍କ ଘୋଡାଗାଡ଼ିରେ ପ୍ରଚାର ସୁଆର । ବୟସ ଓ ଦାରିଦ୍ର୍ୟତା ତାଙ୍କ ଇଚ୍ଛାଶକ୍ତିରେ ପ୍ରତିବନ୍ଧକ ହୋଇନାହିଁ ।

ବେଣୁଧର ବାରିକ ଓରଫ୍ ବେଣୁ ମଉସାଙ୍କର ବୟସ ୯୧ । ଏହି ପାଚିଲା ବୟସରେ ତାଙ୍କର ଯୁବସୁଲଭ ଚଞ୍ଚଳତା ସମସ୍ତଙ୍କୁ ଚକିତ କରିଛି । ଅଣ୍ଟା ଭାଙ୍ଗି ଯାଇଥିଲେ ମଧ୍ୟ ମନ ଭାଙ୍ଗିଯାଇନି । ରାଜନୀତିର ପ୍ରାଞ୍ଜଳ ଭାଷା ଅନର୍ଗଳ କହିପାରୁଛନ୍ତି । ସମାଜରେ କ୍ରାନ୍ତିକାରୀ ବିପ୍ଲବର ଆହ୍ୱାନ ଦେଉଛନ୍ତି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଗରିବ ଲୋକର ଦୁଃଖ ଲାଘବ ହେଉନି କାହିଁକି? ନିର୍ବାଚିତ ଲୋକପ୍ରତିନିଧିମାନେ ବିଧାନସଭାରେ କ’ଣ କରୁଛନ୍ତି? ସମ୍ବିଧାନରେ କ’ଣ ରହିଛି ବ୍ୟବସ୍ଥା ତାହାର ପ୍ରତ୍ୟକ୍ଷ ଅନୁଭବ ପାଇଁ ମନରେ ତାଙ୍କର ପ୍ରବଳ ଆଗ୍ରହ ରହିଛି ।

ସେ ବିଧାନସଭା ଯିବେ ଏବଂ ଲୋକଙ୍କ ପାଇଁ କିଛି କରିବେ । ପରିଣତ ବୟସରେ, ଖାଲି ପକେଟ ହୋଇ ବି ଏଭଳି ସ୍ୱପ୍ନ ପଛରେ ତାଙ୍କର ପୁଞ୍ଜି ହେଉଛି ଲୋକଙ୍କ ଭଲ ପାଇବା । କେଟିଲି ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଭୋଟରଙ୍କୁ ନିବେଦନ କରୁଛନ୍ତି ।

ଏହି ବୟସରେ ବି ନିଜର କୌଳିକ ବୃତ୍ତି ରେ ଗୁଜୁରାଣ ମେଣ୍ଟାଉଥିବା ବେଣୁ ମଉସା ଜଣେ ପରୋପକାରୀ ବ୍ୟକ୍ତି । ବାଲେଶ୍ୱର ସହରରେ ବସ୍ତିନେତା ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ମାତ୍ର ୧୩ ବର୍ଷ ବୟସରେ ସେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିବା କହନ୍ତି । ୯୧ ବର୍ଷ ବୟସରେ ନିର୍ବାଚନ ଲଢ଼ିବାକୁ କାହିଁକି ମନ ହେଲା ପ୍ରଶ୍ନରେ କହିଛନ୍ତି, ଜିତିବା ହାରିବା ସେମିତି କିଛି ନାହିଁ । ଲୋକଙ୍କ ସାଙ୍ଗରେ ଥିଲି, ମଲା ପର୍ଯ୍ୟନ୍ତ ରହିବି ।

ସୁତରାଂ ନିର୍ବାଚନ ଲଢ଼ିବାକୁ ଜୀବନର ଏକ ଏକ୍ସପେରିମେଣ୍ଟ ଭାବରେ ଗ୍ରହଣ କରିଛନ୍ତି ବେଣୁ ମଉସା । ଜିତିଲେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିବାର ଦୃଢ଼ ଆତ୍ମବିଶ୍ୱାସ ବି ରଖିଛନ୍ତି । ସେଥିପାଇଁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି । ସାଇକେଲରେ ଓ ଚାଲି ଚାଲି ପ୍ରତିଦିନ ସକାଳୁ ରାତି ଯାଏଁ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୬ ଟି ଯାକ ପଞ୍ଚାୟତ ଏବଂ ୩୧ ୱାର୍ଡ ର ଲୋକଙ୍କ ପାଖକୁ ଯିବାର ଯୋଜନା ରଖିଛନ୍ତି ।

ଉପନିର୍ବାଚନରେ ୬ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ବେଣୁ ମଉସା । ବସ୍ତି ଭୋଟରଙ୍କ ସମର୍ଥନକୁ ପାଥେୟ କରି ନିର୍ବାଚନକୁ ମଇଦାନକୁ ଆସିଥିବା ବେଣୁ ମଉସାଙ୍କୁ ଇତିମଧ୍ୟରେ ଓକିଲ ସଂଘ ସମର୍ଥନ ଜଣାଇଛନ୍ତି । ଅନ୍ୟାନ୍ୟ ବିଭିନ୍ନ ସଂଗଠନ ମଧ୍ୟ ତାଙ୍କ ସପକ୍ଷରେ ବାହାରିଛନ୍ତି । ରାନୀ ପଣ୍ଡା, ଦାମ ପଣ୍ଡାଙ୍କ ଭଳି ନାମୀ ଯାତ୍ରା କଳାକାର ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ଆଜି ବେଣୁ ମଉସାଙ୍କୁ ସାଇକେଲ୍ ପଛରେ ବସାଇ ଭୋଟ ମାଗିଛନ୍ତି ରାନୀ ପଣ୍ଡା ।

ବେଣୁ ମଉସାଙ୍କୁ ନେଇ ଏବେ ବିଜେଡ଼ି, ବିଜେପି ଓ କଂଗ୍ରେସ ଶିବିର ବି ଛାନିଆଁ ହେଲେଣି । ପ୍ରଥମରୁ ତାଙ୍କ ପ୍ରାର୍ଥୀତ୍ୱକୁ ହସରେ ଉଡାଉଥିବା ନେତାମାନେ ବେଣୁ ମଉସାଙ୍କ ମିଡିଆ ହାଇପ୍ କୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବିଭିନ୍ନ ଦଳର ଅସନ୍ତୁଷ୍ଟ ଭୋଟ ବେଣୁ ମଉସାକୁ ପାଖକୁ ଯାଇପାରେ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି ।

Previous Post

MI beat CSK by 10 Wickets

Next Post

ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ

Next Post
ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ

ମାର୍ଚ୍ଚ ସୁଦ୍ଧା ସରିବ ସ୍ୱର୍ଗଦ୍ୱାର ନବୀକରଣ କାର୍ଯ୍ୟ

Comments 1

  1. Saroj Mohanty says:
    6 years ago

    Very nice personality

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA