Saturday, June 27, 2026 06:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଥମ ଥର ବିଧାୟକରୁ ସିିଧା ମୁଖ୍ୟମନ୍ତ୍ରୀ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେଲେ ଭଜନଲାଲ ଶର୍ମା

by Our Correspondent
12 Dec, 2023- 06:42 PM
in Latest News, National, News, Politics
1 min read
0
ପ୍ରଥମ ଥର ବିଧାୟକରୁ ସିିଧା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଅଚିହ୍ନା ଅଶୁଣା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି ବିଜେପି । ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଦଳର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭଜନଲାଲ ଶର୍ମା ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଆଜି ଜୟପୁରରେ ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ସରୋଜ ପାଣ୍ଡେ , ବିନୋଦ ତାୱଡେ ଏବଂ ପ୍ରହଲ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ବିଧାୟକ ଦଳର ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇ କେବଳ ଔପଚାରିକତା ପୂରଣ କରାଯାଇଛି । ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଦୁଇଜଣ ଉପମୁଖ୍ୟ ହୋଇଛନ୍ତି । ସେମାନେ ହେଉଛନ୍ତି ଦିୟା କୁମାରୀ ଓ ପ୍ରେମ ଚାନ୍ଦ ବୈରୱା ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଅଶ୍ୱିନୀ ବୈଷ୍ଣବ, କିରୋଡି ଲାଲ ମୀନା, ଅର୍ଜୁନ ମେଘୱାଲଙ୍କ ଭଳି ହେଭି ହେଭି ୱେଟ୍ ନେତା ଥିଲେ । ତେବେ ହାଇକମାଣ୍ଡ କାହା ମୁଣ୍ଡରେ ଶିରିପା ଭିଡ଼ିବେ ତାହା ସସପେନ୍ସ ରହିଥିଲା । ମୁଖ୍ୟମନ୍ତ୍ରୀ ହେବାକୁ ବସୁନ୍ଧରା ଜିଦ୍ ଧରି ବସିଥିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚାଲେଂଜ କରୁଥିବାର ଖବର ମଧ୍ୟ ଆସିଥିଲା । ନିଜର ସମର୍ଥକ ବିଧାୟକଙ୍କୁ ଧରି ସେ ହାଇକମାଣ୍ଡଙ୍କ ଉପରେ ଚାପ ପକାଇ ଆସୁଥିଲେ । ରାଜ୍ୟ ନେତାଙ୍କ ମଧ୍ୟରେ ଛକାପଂଝା ଲାଗି ରହିଥିବାରୁ ବିଧାୟକ ଦଳ ବୈଠକକୁ ଘୁଞ୍ଚା ଯାଇଥିଲା । ଗତକାଲି ନାଟକୀୟ ଘଟଣାକ୍ରମେ ବସୁନ୍ଧରା ମୁଖ୍ୟମନ୍ତ୍ରୀ ଦୌଡ଼ରୁ ରହସ୍ୟଜନ ଭାବେ ଓହରି ଯାଇଥିଲେ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସମସ୍ତେ ମାନିବାକୁ ବାଧ୍ୟ ବୋଲି ବାର୍ତ୍ତା ଦିଆଯାଇଥିଲା ।

୫୬ ବର୍ଷ ବୟସ୍କ ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏଥର ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ଘର ପୂର୍ବ ରାଜସ୍ଥାନର ଭରତପୁର ଜିଲ୍ଲାରେ ହୋଇଥିଲେ ମଧ୍ୟ ନିଜ ଅଞ୍ଚଳରେ ତାଙ୍କର ବିଜୟ ସମ୍ଭାବନା ନ ଥିବାରୁ ସଙ୍ଗାନର ଆସନରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କର ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦୀଙ୍କୁ ୪୮, ୦୮୧ ଭୋଟରେ ପରାସ୍ତ କରିଥିଲେ । ଛାତ୍ରାବସ୍ଥାରେ ଏବିଭିପିରେ ସକ୍ରିୟ ଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ସେ ଜଣେ ସକ୍ରିୟ କର୍ମୀ ଏବଂ ଦୃଢ଼ ସଂଗଠକ । ସେ ମୁଖ୍ୟମନ୍ତ୍ରୀ ହେବା ପଛରେ ସଂଘ ପରିବାର ଦୃଢ଼ ସମର୍ଥନ ରହିଛି । ଦୀର୍ଘ ସମୟ ଧରି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପଦରେ ରହି ଆସିଛନ୍ତି । ରାଜନୀତି ବିଜ୍ଞାନରେ ଏମଏ ପାସ୍ କରିଥିବା ଭଜନଲାଲ ଶର୍ମା ଉଚ୍ଚ ଜାତିର ହୋଇଥିଲେ ମଧ୍ୟ ଜାତିପ୍ରଥାରେ ତାଙ୍କର ବିଶ୍ୱାସ ନାହିଁ ।

ସୂଚନାଥାଉକି, ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଆଦୌ ଚର୍ଚ୍ଚାରେ ନ ଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା ବିଜେପି । ମଧ୍ୟପ୍ରଦେଶରେ ଦଳକୁ ଜିତାଇଥିବା ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ହାଇକମାଣ୍ଡ ବିଚାରକୁ ନେଇ ନଥିଲେ । ଛତିଶଗଡ଼ରେ ଆଦିବାସୀ ନେତା ବିଷ୍ଣୁ ଦେବ ସାଏ ଏବଂ ମଧ୍ୟପ୍ରଦେଶରେ ମୋହନ ଯାଦବଙ୍କ ନାଁ ଘୋଷଣା କରି ହାଇକମାଣ୍ଡ ସମସ୍ତଙ୍କୁ ଚକିତ କରିଥିଲେ । ରାଜସ୍ଥାନରେ ମଧ୍ୟ ସେୟା ହୋଇଛି ।

 

Previous Post

ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି: ବିଜେଡି

Next Post

Grand Finale of National Road Safety Short Film Festival

Next Post
Grand Finale of National Road Safety Short Film Festival

Grand Finale of National Road Safety Short Film Festival

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA