Sunday, June 28, 2026 12:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁ ଯୁବ ଜନତା ଦଳର ଜୁମ୍ବୋ ଟିମ୍

by Our Correspondent
19 Aug, 2022- 08:01 PM
in Latest News, News
1 min read
0
ବିଜୁ ଯୁବ ଜନତା ଦଳର ଜୁମ୍ବୋ ଟିମ୍

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ପୁନର୍ଗଠନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିର ୩ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ପୂର୍ବଭଳି ଏଲିନା ଦାଶ ମହାସଚିବ ରହିଛନ୍ତି । ଏମାନଙ୍କ ସହ ୩ କାର୍ଯ୍ୟକାରୀ ସଭାପତି, ୩ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୩ ଉପସଭାପତି, ୪୬ ସାଧାରଣ ସମ୍ପାଦକ, ୬୩ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ ଏବଂ ୩୫ ଜିଲ୍ଲା ସଭାପତିଙ୍କୁ ନେଇ ଏକ ଜୁମ୍ବୋ ଟିମ୍ ଗଠନ କରାଯାଇଛି ।

କାର୍ଯ୍ୟକାରୀ ସଭାପତି: ବୈକୁଣ୍ଠନାଥ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଂଜନ ମାର୍ଥା

ମହାସଚିବ: ଏଲିନା ଦାଶ

ବରିଷ୍ଠ ଉପସଭାପତି: ଜ୍ୟୋତିର୍ମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ, ମଣ୍ଟୁ ନାୟକ ।

ଜୋନ୍ ସଭାପତି: ଭୁବନେଶ୍ୱର- ବିଜୟ କେତନ ସାହୁ, କଟକ- ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ- ନଚିକେତା ସ୍ୱାଇଁ, ବଲାଙ୍ଗୀର-ମନୀନ୍ଦ୍ର ମହାନ୍ତି, ସମ୍ବଲପୁର- ଦେବାଶିଷ ପରିଡ଼ା, କୋରାପୁଟ-ତାପସ ତ୍ରିପାଠୀ, ବାଲେଶ୍ୱର- ଜୟରାମ ଦାସ ।

ଉପସଭାପତି: ଛବି ମାହାଲି, ସୋଫିଆ ଆଲାମ୍, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ସୁବାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ତାରିଣୀ ପ୍ରସାଦ ନାୟକ, ଶୁଭ୍ରଜିତ୍ ପାଢ଼ୀ, ସୁଜିତ୍ ପ୍ରସାଦ ଦ୍ୱିବେଦୀ, ସମ୍ବିତ କୁମାର ନାୟକ, ଦିଲ୍ଲୀପ ସେନାପତି, ମାନଭଂଜନ ବେହେରା, ମିହିର ରଞ୍ଜନ ପରିଡ଼ା

ସାଧାରଣ ସମ୍ପାଦକ: ଅମିତ୍ ଅଗ୍ରୱାଲ୍, ବିଷ୍ଣୁ ପ୍ରସାଦ ଢ଼େଙ୍ଗ, ବାଣୀ କଲ୍ୟାଣ ମହାନ୍ତି, କନିଷ୍କ ଜେନା, ମଧୁସ୍ମିତା ପରିଡ଼ା, ମଧୁସ୍ମିତା ନାୟକ, ଅପର୍ଣ୍ଣା ଦାସ, ଲଗ୍ନଦୀପା ମିଶ୍ର, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତା ମିଶ୍ର, ମଳୟ ରଞ୍ଜନ ପତି, ଆଶିଷ ରଞ୍ଜନ ମିଶ୍ର, ଅବିନାଶ କୁମାର ପ୍ରଧାନ, ରଶ୍ମିରଂଜନ ଦାସ, ବାସୁଦେବ ସାହା. ବିଭୂତି ପୁହାଣ, ଅଫତାବ ଆଲାମ ଖାଁ, ହିରାଲାଲ ବେହେରା, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତ୍ତିରାୟ, ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ପାର୍ଥ ସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗତଜ୍ୟୋତି ପଟ୍ଟନାୟକ, ଅମିତ୍ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତୀଶ ବିଶି, ଅଞ୍ଜନ ବେଜ୍, ତ୍ରିଲୋଚନ ତରାଇ, ପ୍ରଦୀପ୍ତ ଭୂୟାଁ, ତାପସ ପାଣିଗ୍ରାହୀ, ସୁବାସ ସ୍ୱାଇଁ, ଅଂଶୁମାନ ରଶ୍ମୀ ସାଗର ସେଠୀ, ଦୀପକ ଜେନା, ପ୍ରିନ୍ସ ରାକେଶ ନାୟକ, ପ୍ରମୋଦ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଅମରେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବାଶିଷ ମଲ୍ଲିକ(ଜାପାନୀ), କୁମାର ଜଗତ ବଲ୍ଲଭ ମହାରଥ, ସତ୍ୟବ୍ରତ ମହାନ୍ତି, ପିଲାସ୍କି କୁମାର ସ୍ୱାଇଁ, ଅନୱର ଅଲ୍ଲୀ, ଚିତ୍ତରଂଜନ ଦାସ, ପୃଥ୍ୱୀରାଜ ପଣ୍ଡା, ସତ୍ୟଜିତ୍ ପଟ୍ଟନାୟକ ।

ସୂଚନାଥାଉକି, ଶେଷଥର ପାଇଁ ୨୦୨୦ ସେପ୍ଟେମ୍ବର ୨୩ ତାରିଖରେ ବିଜୁ ଯୁବ ଜନତା ଦଳର ପୁର୍ନଗଠନ ହୋଇଥିଲା । ଏଥିରେ ଜଣେ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୩ ଜଣ ବରିଷ୍ଠ ଉପସଭାପତି, ୧୦ ଉପସଭାପତି, ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୫ ଯୁଗ୍ମ ସମ୍ପାଦକ, ୩୩ ସାଂଗଠନିକ ଜିଲ୍ଲା ସଭାପତି, ୬ ଜୋନ୍ ସଭାପତି ଏବଂ ଜଣେ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ନିଆଯାଇଥିଲା ।

Previous Post

ସୌମ୍ୟଙ୍କ ହାତରୁ ଗଲା ସଂଗଠନ ଦାୟିତ୍ୱ

Next Post

ଏଏସଓ ପରୀକ୍ଷା ୨୭ରେ

Next Post
ଏଏସଓ ପରୀକ୍ଷା ୨୭ରେ

ଏଏସଓ ପରୀକ୍ଷା ୨୭ରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA