Sunday, May 24, 2026 03:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ସିବିଆଇ ତଦନ୍ତ
ଦାବି କଲା ବିଜେଡି

ବିଜେପି ନେତାଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ମାମଲା

by Our Correspondent
26 Jun, 2025- 11:07 PM
in Latest News, News
1 min read
0
ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ସିବିଆଇ ତଦନ୍ତ
ଦାବି କଲା ବିଜେଡି

‘ଅଭିଯୁକ୍ତ ସହ ଜିଲ୍ଲାର ୨ ମନ୍ତ୍ରୀଙ୍କ ସମ୍ପର୍କ ତଦନ୍ତ ପରିସରଭୁକ୍ତ ହେଉ’

ଭୁବନେଶ୍ୱର: ନକଲି ଡାକ୍ତର ତଥା ବିଜେପି ନେତା ଭବାନୀ ଶଙ୍କର ଦାସଙ୍କ ଦ୍ୱାରା ଏକ ନାବାଳିକାକୁ ଚାକିରିର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ମାମଲାରେ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ।

ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ କୁହାଯାଇଛି, ଭବାନୀ ଶଙ୍କର ଦାସ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଭିନ୍ନ ଭିନ୍ନ ପଦବୀରେ କାର୍ଯ୍ୟ କରିଆସୁଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ନଗର ବିଜେପି ସଭାପତି, ବିଶ୍ୱ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ଏବଂ ବର୍ତ୍ତମାନ ଭାରତୀୟ ମଜଦୁର ସଭାର ସଭାପତି ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ଭିନ୍ନ ଭିନ୍ନ ଜାଗାରେ ଭବାନୀ ଶଙ୍କର ଦାସ କ୍ଲିନିକ ଚଳାଇ ଆସୁଛନ୍ତି ।

ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାଙ୍କୁ ନର୍ସିଂ ଚାକିରି ଦେବା ପ୍ରଲୋଭନ ଦେଖାଇ ତାଙ୍କ କ୍ଲିନିକରେ ରଖି ନିଶା ଔଷଧ ଦେଇ ଦୁଷ୍କର୍ମ କରିଥିଲେ । ନାବାଳିକାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ନକଲି ଡାକ୍ତର ଭବାନୀ ଶଙ୍କର ଦାସଙ୍କୁ ଗିରଫ କରାଯାଇଛି । ଯେହେତୁ ଶ୍ରୀ ଦାସଙ୍କ ଗଞ୍ଜାମ ଜିଲ୍ଲାର ୨ ମନ୍ତ୍ରୀ ଏବଂ ଶାସକ ଦଳର ଅନେକ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବାର ଫଟୋ ପ୍ରକାଶିତ ହୋଇଛି, ତେଣୁ ଏହି ମାମଲାର ସିବିଆଇ ତଦନ୍ତ ହେଲେ ଅନେକ ତଥ୍ୟ ପଦାକୁ ଆସିବ ।

ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ସୁବାସ ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଶ୍ରୀମତୀ ରାଜେଶ୍ୱରୀ ଦୋରା, ସୁବାସ ଚନ୍ଦ୍ର ମହାରଣା, ଶ୍ରୀମତୀ ରଞ୍ଜିତା ସାହୁ, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ,  ସଞ୍ଜିତ ପାଣିଗ୍ରାହୀ, ଦୁର୍ଗା ପ୍ରସାଦ ପଣ୍ଡା, ଜଗନ୍ନାଥ ସାବତ, ଅଜୟ ମହାରଣା, ଶ୍ରୀମତୀ ସୁଲୋଚନା ଦେବୀ, ଶ୍ରୀମତୀ ସୁଜାତା ପାତ୍ର, ମନୋଜ କୁମାର ମହାପାତ୍ର, ମୁକୁନ୍ଦ ଗୌଡ଼, ଟି. ତ୍ରିପତି ପାତ୍ର, ଭୀସ୍ମାଚାର୍ଯ୍ୟ ଚୌଧୁରୀ, ପ୍ରମୋଦ ମହାରଣା ଏବଂ ସମସ୍ତ କର୍ପୋରେଟର ସାମିଲ ଥିଲେ ।

Previous Post

ସମ୍ ହସ୍ପିଟାଲରେ ଦୁଇଦିନିଆ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣ

Next Post

ଏଥର ସ୍ମରଣୀୟ କରିଦେଲେ ରଥଯାତ୍ରା

Next Post
ଏଥର ସ୍ମରଣୀୟ କରିଦେଲେ ରଥଯାତ୍ରା

ଏଥର ସ୍ମରଣୀୟ କରିଦେଲେ ରଥଯାତ୍ରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA