Thursday, September 10, 2026 04:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାସ୍ତାକୁ ଆସିଲା ବିଜେଡି

ଲୋକ ଭବନ ଆଗରେ ବିକ୍ଷୋଭ

by Our Correspondent
09 Sep, 2026- 07:55 PM
in Latest News, News
1 min read
0
ରାସ୍ତାକୁ ଆସିଲା ବିଜେଡି

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଲୋକ ଭବନ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ସଂଶୋଧିତ ଏମଏମଡିଆର ଆଇନକୁ ବିଜେଡି ପ୍ରଥମରୁ ବିରୋଧ କରି ଆସୁଛି । ମାତ୍ର ବିରୋଧ ଶଙ୍ଖଭବନ ସାମ୍ବାଦିକ ସମ୍ମିଳନୀରେ ସୀମିତ ଥିଲା । ଆଜି ପ୍ରଥମ ଥର ରାଜରାସ୍ତାକୁ ଓହ୍ଲାଇ ଏହାକୁ ବିରୋଧ କରିଥିଲା । ପ୍ରତିବାଦ ଶୋଭାଯାତ୍ରାରେ ଯାଇ ଲୋକ ଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦଳର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା, ବିଧାୟକ ଏବଂ ସାଂସଦମାନେ ସାମିଲ ହୋଇଥିଲେ । ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏମଏମଡିଆର ସଂଶୋଧନ ଆଇନକୁ ନେତାମାନେ ତୀବ୍ର ବିରୋଧ କରିଥିଲେ । ଓଡ଼ିଶାର ଖଣିଜ ସମ୍ପଦ ଉପରେ କେନ୍ଦ୍ରର ମାଲିକାନାକୁ ବରଦାସ୍ତ କରାଯିବ ନାହିଁ । ଓଡ଼ିଶାର ସମ୍ପତ୍ତି କେନ୍ଦ୍ର ହାତକୁ ଟେକିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।

ଏକ ପ୍ରତିନିଧି ଦଳ ଲୋକ ଭବନ ଯାଇ ରାଜ୍ୟପାଳ ଡ. ହରିବାବୁ କୁମ୍ବମପଟିଙ୍କୁ ଭେଟିବା ସହ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥ ବିରୋଧୀ । ଏହାଦ୍ୱାରା ଓଡ଼ିଶା ପିଛିଲା ଭାବେ ୧ ଲକ୍ଷ କୋଟି ହରାଇବ ଏବଂ ବର୍ଷକୁ ୧୨ ହଜାର କୋଟି ଟଙ୍କା କ୍ଷତି ସହିବ । ଲୋକସଭାରେ ବିଲ୍ ପାସ୍ ବେଳେ ଓଡ଼ିଶାର ୨୦ ଜଣ ଯାକ ବିଜେପି ଏହାକୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ । ଏହି ଆଇନ ପ୍ରତ୍ୟାହାର ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଏଥିରେ କୁହାଯାଇଛି ।

Previous Post

ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ

Next Post

ଆବୁଧାବିରେ ରାଉଣ୍ଡଟେବୁଲ

Next Post
ଆବୁଧାବିରେ ରାଉଣ୍ଡଟେବୁଲ

ଆବୁଧାବିରେ ରାଉଣ୍ଡଟେବୁଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA