Saturday, April 18, 2026 09:02 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପିପିଲିରେ ବିଜେଡ଼ି-ବିଜେପି ମୁହାଁମୁହିଁ

by Our Correspondent
02 Apr, 2021- 11:22 PM
in Latest News, News, Politics
1 min read
0
ପିପିଲିରେ ବିଜେଡ଼ି-ବିଜେପି ମୁହାଁମୁହିଁ

ଭୁୁବନେଶ୍ୱର: ପିପିଲି ଉପନିର୍ବାଚନ ପ୍ରଚାର ଜମୁଥିବା ବେଳେ ଆଜି ବିଜେପି-ବିଜେଡ଼ି କର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଟେକାପଥର ମାଡ଼ ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି କର୍ମୀମାନେ ପିପିଲି ଥାନା ଘେରାଉ କରିବାକୁ ଉଦ୍ୟମ କରୁଥିଲା ବେଳେ ବିଜେଡ଼ି କର୍ମୀଙ୍କ ବିରୋଧ ଯୋଗୁଁ ଠେଲାପେଲା ହୋଇଥିଲା ।

ଆଜି ଦିନ ୧୨ଟା ବେଳେ ରାଇଗିରିପୁର ଗାଁରେ ବିଜେପି ପ୍ରଚାର ଶୋଭାଯାତ୍ରା ଯାଉଥିବା ବେଳେ କିଛି ବିଜେଡ଼ି କର୍ମୀ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଚିତ୍ତରଞ୍ଜନ ନାୟକ ନାମକ ଜଣେ ବିଜେପି କର୍ମୀ ଆହତ ହେବା ସହ ତାଙ୍କ ବାଇକ୍ ଭାଙ୍ଗିଯାଇଥିବା ଅଭିଯୋଗରୁ ଜଣାପଡ଼ିଛି । ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସମର୍ଥକମାନଙ୍କ ସହ ଗାଁ ଦାଣ୍ଡରେ ଧାରଣାରେ ବସିଥିଲେ । କିଛି ସମୟ ପରେ ସେଠାରୁ ଉଠି ପିପିଲି ଥାନା ଆଗରେ ଧାରଣା ଦେବାକୁ ଆସିଥିଲେ । ଶତାଧିକ ବିଜେପି କର୍ମୀ ଥାନା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ବିଜେଡ଼ି କର୍ମୀମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା ।

କିଛି ଅଘଟଣ ଘଟିବା ପୂର୍ବରୁ ଶାନ୍ତିର ନାରା ଦେଇ ବିଜେଡ଼ି କର୍ମୀମାନେ ସେଠାରୁ ପଳାଇ ଆସିଥିଲେ । ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କୁ ୨୪ ଘଣ୍ଟାରେ ଗିରଫ କରାଯିବ ବୋଲି ଏସପିଙ୍କ ପ୍ରତିଶ୍ରୁତି ପରେ ଆଶ୍ରିତ ଏବଂ ତାଙ୍କ ସମର୍ଥକମାନେ ଥାନା ଆଗରୁ ଧାରଣାରୁ ହଟିଥିଲେ ।

ଆକ୍ରମଣ ଘଟଣାରେ ବିଜେଡ଼ିର ସଂପୃକ୍ତିକୁ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଅସ୍ୱୀକାର କରିଛନ୍ତି । ବିଜେପି ପରାଜୟ ଭୟରେ ଏଭଳି ମିଥ୍ୟା ଅଭିଯୋଗ ଆଣୁଛି । ବିଜେଡ଼ି ହିଂସାରେ ବିଶ୍ୱାସ କରେ ନାହିଁ କି ହିଂସାକୁ ପ୍ରଶୟ ଦିଏ ନାହିଁ ବୋଲି ସେ କହିଛନ୍ତି ।

Previous Post

ପିପିଲିରେ ବିଜେଡ଼ିର ସମରସଜ୍ଜା

Next Post

ବିଜେଡ଼ି, କଂଗ୍ରେସର ୩୦ ଜଣିଆ ଷ୍ଟାର୍ ପ୍ରଚାରକ

Next Post
ବିଜେଡ଼ି, କଂଗ୍ରେସର ୩୦ ଜଣିଆ ଷ୍ଟାର୍ ପ୍ରଚାରକ

ବିଜେଡ଼ି, କଂଗ୍ରେସର ୩୦ ଜଣିଆ ଷ୍ଟାର୍ ପ୍ରଚାରକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA