Friday, June 26, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪ଟି ରାଜ୍ୟରେ ନୂଆ ବିଜେପି ସଭାପତି

by Our Correspondent
04 Jul, 2023- 04:36 PM
in Latest News, National, News, Politics
1 min read
0
୪ଟି ରାଜ୍ୟରେ ନୂଆ ବିଜେପି ସଭାପତି

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖିରେ ରଖି ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ୪ଟି ରାଜ୍ୟରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱରେ ଥିବା ଡି.ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ତେଲେଙ୍ଗାନା, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ଏବଂ ସୁନୀଲ ଝାକରଙ୍କୁ ପଞ୍ଜାବ ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ଏତାଲା ରାଜେନ୍ଦରଙ୍କୁ ତେଲେଙ୍ଗାନା ରାଜ୍ୟ ନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଆଜି ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ।

ଏଥିସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଅଦଳବଦଳ ଆସନ୍ନ ବୋଲି ସ୍ପଷ୍ଟ ହୋଇଯାଇଛି । ପର୍ଯ୍ୟଟନ, ସଂସ୍କୃତି ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ତେଲେଙ୍ଗାନା ବିଜେପି ମୁଖିଆ ଭାବେ ନିଯୁକ୍ତି ମିଳିଥିବାରୁ ସେ ମନ୍ତ୍ରୀପଦ ଛାଡ଼ିବା ନିଶ୍ଚିତ ହୋଇଯାଇଛି । ମନ୍ତ୍ରିମଣ୍ଡଳରୁ ଇସ୍ତଫା ପର୍ବ ଆଜି ସଂଧ୍ୟା କିମ୍ବା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

ଶ୍ରୀ ରେଡ୍ଡୀଙ୍କୁ ମିଶାଇ ୧୫ ମନ୍ତ୍ରୀ ବାଦ୍ ପଡ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବ । ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ବେଶୀ ଚର୍ଚ୍ଚା ହେଉଛି । ତାଙ୍କୁ ଉତ୍ତରପ୍ରଦେଶର ସାଂଗଠନିକ ଦାୟିତ୍ୱ ମିଳିପାରେ । ଅନ୍ୟପକ୍ଷରେ ନଭେମ୍ବରରେ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନକୁ ଫୋକସ୍ ରେ ରଖି ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ । ପ୍ରଫୁଲ୍ଲ ପଟେଲଙ୍କ ଭଳି କିଛି ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ।

 

Previous Post

ଆଇଏଏସ୍ ସ୍ତରରେ ଛୋଟ ଅଦଳବଦଳ

Next Post

ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!

Next Post
ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!

ଛଦ୍ମବେଶରେ ଅଣ୍ଡା ମାରିଲେ ବିଜେପି କର୍ମୀ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA