Wednesday, April 22, 2026 08:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବ୍ରିଜେଶ ରାୟ ଅତିରିକ୍ତ ସିପି

ଆଇପିଏସ୍ ସ୍ତରରେ ଅଦଳବଦଳ

by Our Correspondent
31 Oct, 2023- 08:08 PM
in Latest News, News
1 min read
0
ବ୍ରିଜେଶ ରାୟ ଅତିରିକ୍ତ ସିପି

ଭୁବନେଶ୍ୱର: ୨୦୦୯ ବ୍ୟାଚ୍ ର ଆଇପିଏସ୍ ବ୍ରିଜେଶ କୁମାର ରାୟ ଭୁବନେଶ୍ୱର-କଟକ କମିସନରେଟ୍ କୁ ବଦଳି ହୋଇଛନ୍ତି । ଉମାଶଙ୍କର ଦାଶଙ୍କ ଜାଗାରେ ତାଙ୍କୁ ଅତିରିକ୍ତ ପୁଲିସ କମିସନର(ଏସିପି) ଭାବେ ନିଯୁକ୍ତି ମିଳିଛି ।

ଗତ ଅଗଷ୍ଟ ୨୨ ତାରିଖରେ ଏକ ବିବାଦୀୟ ପରିସ୍ଥିତିରେ ରାଜ୍ୟ ସରକାର ଡିଆଇଜି ବ୍ରିଜେଶଙ୍କୁ ଅନୁଗୁଳରୁ କଟକ ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ଘରୋଇ କାମରେ ନିଯୁକ୍ତ ଜଣେ ମହିଳା ହୋମଗାର୍ଡଙ୍କୁ ତାଙ୍କ ପତ୍ନୀ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ନିର୍ଯ୍ୟାତନାରେ ଅତିଷ୍ଠ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରି ଦୁଇଟି ଯାକ ଗୋଡ଼ ହରାଇବା ଖବର ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣାରେ ତକ୍ରାଳ କାର୍ଯ୍ୟାନୁଷ୍ଠାନସ୍ୱରୂପ ବ୍ରିଜେଶଙ୍କୁ କଟକ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।

ଏଥିସହ ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ୧୯୮୮ ବ୍ୟାଚ୍ ର ଅଧିକାରୀ ଅରୁଣ କୁମାର ରାୟଙ୍କୁ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ କଟକକୁ ବଦଳି କରାଯାଇଛି । ଗୃହ ବିଭାଗରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି(ଓଏସଡି) ଭାବେ ସେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

୧୯୮୯ ବ୍ୟାଚ୍ ର ଅଧିକାରୀ ଏ.ଏମ୍.ପ୍ରସାଦ ଜେଲ୍ ବିଭାଗର ଡିଜି ଭାବେ ନିଯୁକ୍ତି ପାଇଛନ୍ତି । ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି)ର ସ୍ୱତନ୍ତ୍ର ଡିଜି ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି ।

୧୯୯୨ ବ୍ୟାଚ୍ ର ଅଧିକାରୀ ଲଳିତ ଦାସ, ଶ୍ରୀ ପ୍ରସାଦଙ୍କ ଜାଗାରେ ଏଚଆରପିସି ସ୍ୱତନ୍ତ୍ର ଡିଜି(ଏଡିଜି) ଭାବେ ବଦଳି ହୋଇଛନ୍ତି । ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ ସେ ଅବସ୍ଥାପିତ ଥିଲେ ।

୨୦୦୮ ବ୍ୟାଚ୍ ର ଅଧିକାରୀ ଉମାଶଙ୍କର ଦାଶ ଏସଆଇଡବ୍ଲୁ ଡିଆଇଜି ଭାବେ ବଦଳି ହୋଇଛନ୍ତି । କମିସନରେଟ୍ ପୁଲିସରେ ସେ ଅତିରିକ୍ତ କମିସନର ଭାବେ ଅବସ୍ଥାପିତ ଥିଲେ । ଉମାଶଙ୍କରଙ୍କ ଜାଗାରେ ବ୍ରିଜେଶ ରାୟ ନିଯୁକ୍ତି ପାଇଛନ୍ତି ।

 

Previous Post

ଶପଥ ନେଲେ ନୂଆ ରାଜ୍ୟପାଳ

Next Post

ବାଲେଶ୍ୱରକୁ ୧୭୮ କୋଟି, ବଲାଙ୍ଗୀରକୁ ୧୫୮ କୋଟି

Next Post
ବାଲେଶ୍ୱରକୁ ୧୭୮ କୋଟି, ବଲାଙ୍ଗୀରକୁ ୧୫୮ କୋଟି

ବାଲେଶ୍ୱରକୁ ୧୭୮ କୋଟି, ବଲାଙ୍ଗୀରକୁ ୧୫୮ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA