Thursday, May 21, 2026 05:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦୨୭ ମାର୍ଚ୍ଚ ପହିଲାରୁ ଜନ ଗଣନା

by Our Correspondent
04 Jun, 2025- 09:14 PM
in Latest News, News
1 min read
0
୨୦୨୭ ମାର୍ଚ୍ଚ ପହିଲାରୁ ଜନ ଗଣନା

Kajol Leads in Maa - Census

ନୂଆଦିଲ୍ଲୀ : ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ଜନ ଗଣନା-୨୦୨୭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା, ୨୦୨୬ ର ମଧ୍ୟରାତ୍ର ହେବ। ଜନଗଣନା ଅଧିନିୟମ ୧୯୪୮ ର ଧାରା ୩ ର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ସନ୍ଦର୍ଭ ତାରିଖ ସହିତ ଜନ ଗଣନା କରିବା ଉଦ୍ଦେଶ୍ୟରେ ବିଜ୍ଞପ୍ତି ସରକାରୀ ଗେଜେଟରେ ଆପାତତଃ ୧୬.୦୬.୨୦୨୫ ରେ ପ୍ରକାଶିତ ହେବ।

ଭାରତର ଜନଗଣନା ଜନଗଣନା ଅଧିନିୟମ, ୧୯୪୮ ଏବଂ ଜନଗଣନା ନିୟମ, ୧୯୯୦ ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୁଏ । ଭାରତର ଶେଷ ଜନଗଣନା ୨୦୧୧ ରେ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା, ଯଥା ୧) ପ୍ରଥମ ପର୍ଯ୍ୟାୟ-ଗୃହ ତାଲିକା (ଏଚଏଲଓ) (୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୧୦) ଏବଂ (୨) ଦ୍ୱିତୀୟ ପର୍ଯ୍ୟାୟ-ଜନ ଗଣନା (ପିଇ) (୦୯ ଫେବୃଆରୀରୁ ୨୯ ଫେବୃଆରୀ ୨୦୧୧) ସନ୍ଦର୍ଭ ତାରିଖ ସହିତ ମାର୍ଚ୍ଚ ପହିଲା, ୨୦୧୧ ମଧ୍ୟରାତ୍ର, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ବରଫାବୃତ ଅଣ-ସମକାଳୀନ ଅଞ୍ଚଳକୁ ଛାଡ଼ିଦେଲେ, ଯେଉଁଥିପାଇଁ ଏହା ୧୧ ରୁ ୩୦ ସେପ୍ଟେମ୍ବର ୨୦୧୦ ରେ ଅନୁଷ୍ଠିତ ହୋଇଥିଲା, ଯାହାର ସନ୍ଦର୍ଭ ତାରିଖ ଅକ୍ଟୋବର, ପହିଲା, ୨୦୧୦ ମଧ୍ୟରାତ୍ର ଥିଲା ।

୨୦୨୦ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୧ ଫେବୃଆରୀରେ ଦ୍ୱିତୀୟ ପର୍ଯ୍ୟାୟ ସହିତ ସମାନ ଢଙ୍ଗରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ୨୦୨୧ ଆୟୋଜନ କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିଲା ଏବଂ ଏପ୍ରିଲ୍ ୧, ୨୦୨୦ ରୁ କିଛି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷେତ୍ର ସ୍ତରରେ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ଥିଲା। ତେବେ ସାରା ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା।

Previous Post

ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

Next Post

କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

Next Post
କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

କିମ୍‍ସରେ ପ୍ରଥମ ଆଲୋଜେନିକ୍ ଅସ୍ଥି ମଜ୍ଜା ସଫଳ ପ୍ରତିରୋପଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA