Monday, May 11, 2026 11:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ମିଶିଲେ ଚନ୍ଦ୍ରଶେଖର ମାଝୀ

by Our Correspondent
15 Sep, 2021- 03:27 PM
in Latest News, News, Politics
1 min read
0
ବିଜେଡ଼ିରେ ମିଶିଲେ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଆଜି ବିଜେଡ଼ିରେ ମିଶିଛନ୍ତି । ୟୁନିଟ୍-୬ ସ୍ଥିତ ସାଂସଦ ସୁବାସ ସିଂହଙ୍କ ସରକାରୀ ବାସଭବନ ପରିସରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ । କୋରାପୁଟ କଂଗ୍ରେସ ଦୁର୍ଗ ଭାଙ୍ଗିବା ଉଦ୍ୟମରେ ଥିବା ବିଜେଡ଼ି ପାଇଁ ଏହା ବଡ଼ ସଫଳତା ବୋଲି କୁହାଯାଉଛି ।

ଏକଦା କୋରାପୁଟ ଜିଲ୍ଲାର କୋଟପାଡ଼ ନିର୍ବାଚନ ମଣ୍ଡଳୀଟି କଂଗ୍ରେସର ଅଭେଦ୍ୟ ଦୁର୍ଗ ଥିଲା । ଲଗାତର ୮ ଥର ଏହି ଆସନରୁ ଜିତି ରେକର୍ଡ କରିଥିଲେ ବାସୁଦେବ ମାଝୀ । ବାସୁଦେବଙ୍କ ନିଧନ ପରେ ପୁତୁରା ଚନ୍ଦ୍ରଶେଖର ମାଝୀ କଂଗ୍ରେସ ଟିକେଟରେ ଲଢ଼ି ୨୦୧୪ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ତଥା ଏବେକାର ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କଠାରୁ ମାତ୍ର ଅଢ଼େଇ ହଜାର ଭୋଟରେ ହାରିଯାଇଥିଲେ ଚନ୍ଦ୍ରଶେଖର । କଂଗ୍ରେସର ଜଣେ ଟାଣୁଆ ନେତା ହୋଇ ବି ପରାଜୟ ପରେ ଦଳ ତାଙ୍କୁ କୋଣଠେସା କରିଦେଇଥିଲା ।

ଶ୍ରୀ ମାଝୀଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଲେ ବୋଲି ଶ୍ରୀ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । ଦଳରେ ଯେଉଁ ଦାୟିତ୍ୱ ପାଇବେ ସୁଚାରୂରୂପେ ପାଳନ କରିବେ ବୋଲି ସେ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝୀ, ସୁବାସ ସିଂହ, ବିଧାୟକ ପ୍ରତାପ ଦେବ, ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ, କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ ଏବଂ ମୀରା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ମହାନଦୀରେ ଆସୁଛି ବନ୍ୟା !

Next Post

ପିପିଲି ପାଇଁ ତିନି ଦଳର ଷ୍ଟାର୍ ପ୍ରଚାରକ

Next Post
ପିପିଲି ପାଇଁ ତିନି ଦଳର ଷ୍ଟାର୍ ପ୍ରଚାରକ

ପିପିଲି ପାଇଁ ତିନି ଦଳର ଷ୍ଟାର୍ ପ୍ରଚାରକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA