Monday, May 12, 2025 11:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିରେ ଚିରଞ୍ଜୀବୀ, ସୁକାନ୍ତ, ବୃନ୍ଦାବନ

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ହେଲେ ଅନୁପ୍ରାଣିତ

by Our Correspondent
31 Mar, 2024- 02:45 PM
in Latest News, News, Politics
1 min read
0
ବିଜେଡିରେ ଚିରଞ୍ଜୀବୀ, ସୁକାନ୍ତ, ବୃନ୍ଦାବନ

ଭୁବନେଶ୍ୱର: ଆଜି ବିଜେଡିରେ ମିଶିଛନ୍ତି କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ ପୂର୍ବତନ ବିଧାୟକ ଏବଂ ଜଣେ ଏବେକାର ବିଧାୟକ । ସେମାନେ ହେଉଛନ୍ତି ଚିରଞ୍ଜୀବ ବିଶ୍ୱାଳ, ବୃନ୍ଦାବନ ମାଝୀ ଏବଂ ସୁକାନ୍ତ ନାୟକ । ଶଙ୍ଖ ଭବନଠାରେ ଆୟୋଜିତ ପୃଥକ ମିଶ୍ରଣ ପର୍ଯ୍ୟାୟରେ ୩ ଜଣ ଯାକ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ସେମାନେ ବିଜେଡିରେ ମିଶିଥିବା କହିଛନ୍ତି ।

ଏକଦା କଂଗ୍ରେସର ଅତି ପ୍ରଭାବଶାଳୀ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପୁଅ ହେଉଛନ୍ତି ଚିରଞ୍ଜୀବୀ । ୨୦୦୪ ରୁ ୨୦୦୯ ସେ ତିର୍ତ୍ତୋଲରୁ ବିଧାୟକ ଥିଲେ । ୨୦୧୪ ରୁ ୨୦୧୯ ଜଗତସିଂହପୁରରୁ ବିଧାୟକ ଥିଲେ । ପିସିସିର ଉପସଭାପତି ଦାୟିତ୍ୱରେ ମଧ୍ୟ ଥିଲେ । ତେବେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତବର୍ଷ ସେ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ । ଏଇ କିଛି ମାସ ତଳେ ତାଙ୍କ ଉପରୁ ନିଲମ୍ବନ ହଟଇଥିଲା । ତେବେ ନିଲମ୍ବନ ହଟିବା ପରେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ । କଂଗ୍ରେସରୁ ତାଙ୍କ ମନ ଛିଡ଼ିଗଲା । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ଆଜି ବିଜେଡିରେ ମୋର ଜନ୍ମଦିନ ବୋଲି ଚିରଞ୍ଜୀବୀ ପ୍ରତିକ୍ରିୟା ଦେଇଛନ୍ତି । କୌଣସି ସ୍ୱାର୍ଥ ନେଇ ଏଠାକୁ ଆସିନି । ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକୁ ନେଇଛନ୍ତି । ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତି , ଦୃଢ଼ ନେତୃତ୍ୱ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିକୁ ଆସିଲି ବୋଲି କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଡ. ସସ୍ମିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସେହିଭଳି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ଘରବାହୁଡ଼ା ହୋଇଛନ୍ତି । ଗତକାଲି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଶ୍ରୀ ନାୟକ ସରକାରୀ ଚାକିରି ଛାଡ଼ି ବିଜେଡିରେ ନିଜର ରାଜ୍ୟନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ । ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ ରେ ବିଜେଡି ଟିକେଟ ନ ମିଳିବାରୁ ସେ ବିଜେପିକୁ ଚାଲି ଯାଇଥିଲେ ଏବଂ ବିଜେପି ଟିକେଟରେ ବିଧାୟକ ହୋଇଥିଲେ । ଏବେ ବିଜେପିରେ ନିଜକୁ ଅଲୋଡ଼ା ମନେ କରି ବିଜେଡିକୁ ଫେରି ଆସିଛନ୍ତି ।

କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ବିଜେପି ଛାଡ଼ି ଆଜି ବିଜେଡିରେ ଯୋଗଦେଇଛନ୍ତି । ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ସେ କହିଛନ୍ତି ।

Previous Post

କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତ

Next Post

କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

Next Post
କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

କେନ୍ଦ୍ରୀୟ ସଂସ୍ଥା ଫାସରେ ବିଜେଡି ଯୁବନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA