Friday, April 17, 2026 07:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୩୦୦ କୋଟି ଟଙ୍କା, ୨୫ ଲକ୍ଷ ଟିକା ମାଗିଲେ ନବୀନ

ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା କଲେ ମୋଦି

by Our Correspondent
08 Apr, 2021- 11:27 PM
in Latest News, News
1 min read
0
୩୦୦ କୋଟି ଟଙ୍କା, ୨୫ ଲକ୍ଷ ଟିକା ମାଗିଲେ ନବୀନ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ମୁକାବିଲା ପାଇଁ ଅନ୍ୟୁନ ୩୦୦ କୋଟି ଟଙ୍କା ଏବଂ ଅନ୍ୟୁନ ୧୦ ଦିନ ପାଇଁ ୨୫ ଲକ୍ଷ କୋଭିଡ ଟିକା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବେଳେ ନବୀନ ଏହି ପ୍ରସ୍ତାବ ରଖିଛନ୍ତି ।

୨୦୨୦-୨୧ ବର୍ଷରେ କୋଭିଡ୍ ଜରୁରୀ ମୁକାବିଲା(ଏର୍ମଜେନ୍ସୀ କୋଭିଡ ରେସପନ୍ସ ପ୍ଲାନ୍) ପାଇଁ ଓଡ଼ିଶା ୪୦୦ କୋଟି ଟଙ୍କା ମାଗିଥିଲା । ହେଲେ ମିଳିଛି ମାତ୍ର ୧୪୬ କୋଟି ଟଙ୍କା । ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ଅନ୍ୟୁନ ୩୦୦ କୋଟି ଟଙ୍କା ଦେବାକୁ ମୋଦିଙ୍କୁ ଅନୁରୋଧ କରିଥିଲେ ନବୀନ ।

ସେହିଭଳି ରାଜ୍ୟରେ ଟିକାକରଣ ସୁବ୍ୟବସ୍ଥିତ ଭାବରେ ଚାଲିଥିଲେ ମଧ୍ୟ ଟିକାର ଅଭାବ ଏଥିରେ ବାଧକ ସୃଷ୍ଟି କରିଛି । ବର୍ତ୍ତମାନ ଦୈନିକ ୨.୫ ଲକ୍ଷ ଟିକାକରଣ କରାଯାଉଛି । ଏହାକୁ ଅଧିକ ବଢ଼ାଇବାର କ୍ଷମତା ମଧ୍ୟ ଆମର ଅଛି । ଟିକାକରଣ ଜାରି ରଖିବା ପାଇଁ ଅନ୍ୟୁନ ୧୦ ଦିନର ଷ୍ଟକ୍ ଯୋଗାଇ ଦେବାକୁ ନବୀନ ଅନୁରୋଧ କରିଥିଲେ ।

୨୦୨୦-୨୧ ରେ ଏସଡିଆରଏଫର ବାର୍ଷିକ ଅନୁଦାନରୁ ୫୦% ଅର୍ଥ କୋଭିଡ୍ ପାଇଁ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ନିୟମ ଜାରି ରଖିବାକୁ ଅନୁରୋଧ କରିଥିଲେ ।

କୋଭିଡ୍ ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଅଧିକ ସଂକ୍ରମିତ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ଆମର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିଛୁ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ । କୋଭିଡ୍ ମୁକାବିଲାରେ ସାରା ଦେଶ ଏକାଠି ହୋଇଛି । ଆମେ ଏଥିରେ ସହଯୋଗ ଜାରି ରଖିବୁ ବୋଲି କହିଥିଲେ ।

ଓଡ଼ିଶା ଆସିବାକୁ ହେଲେ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ବସ୍, ଟ୍ରେନ୍ କିମ୍ବା ପ୍ଲେନ୍ ରେ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକେ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ । ଆସିବାର ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେବା ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ନ ଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ । ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ନୂଆ ଗାଇଡଲାଇନ୍ ଜାରି ହୋଇଛି ।

ଅନ୍ୟପକ୍ଷରେ ୧୬ ଟି ଜିଲ୍ଲାରେ ଅସ୍ଥାୟୀ ମେଡିକାଲ୍ ସେଣ୍ଟର(ଟିଏମସି) କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଶିଳ୍ପ ପ୍ରତିଷ୍ଠାନ ଏବଂ ଶିକ୍ଷାନୁଷ୍ଠାନମାନେ ନିଜସ୍ୱ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି ।

ଛତିଶଗଡକୁ ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି । ୧୦ ତାରିଖଠାରୁ ଏହା ବନ୍ଦ ହେବ । ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ୍ ବନ୍ଦ ହେବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଜି ରେଲୱେ ବୋର୍ଡକୁ ଜଣାଇଛନ୍ତି ।

Previous Post

ଜିତେନ୍ଦ୍ର ପଟ୍ଟନାୟକଙ୍କ ଆଦିବାସୀ ପୁସ୍ତକ ‘ଡଙ୍ଗରାନ କୁଆଁ’ ଲୋକାର୍ପିତ 

Next Post

ସମଲେଇ ଯୋଜନା: ଥଇଥାନ, ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Next Post
ସମଲେଇ ଯୋଜନା: ଥଇଥାନ, ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସମଲେଇ ଯୋଜନା: ଥଇଥାନ, ପୁନର୍ବାସ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA