ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ବିଜେଡି, ବିଜେପି ପରି କଂଗ୍ରେସ ମଧ୍ୟ ୪୦ ଜଣିଆ ତାଲିକା କରିଛି । ମୁଖ୍ୟ ଷ୍ଟାର ପ୍ରଚାରକ ଅଛନ୍ତି ଡକ୍ଟର ଏ ଚେଲ୍ଲା କୁମାର, ଜି. ରୁଦ୍ର ରାଜୁ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର । ତାଲିକାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ତୁଙ୍ଗ ନେତା ଅଛନ୍ତି ।
ଷ୍ଟାର ପ୍ରଚାରକ: ଡ. ଏ ଚେଲ୍ଲା କୁମାର, ଜି. ରୁଦ୍ର ରାଜୁ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଚରଣ ଦାସ, ସପ୍ତଗିରି ଉଲ୍ଲାକା, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଳା ତିରିଆ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରାପ୍ରସାଦ ବାହିନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, ଡ. ସି.ଏସ.ରାଜନ୍ ଏକ୍କା, କିଶୋର ଚନ୍ଦ୍ର ପଟେଲ, ସୁରେନ୍ଦ୍ର ସିଂ ଭୋଇ, ଯଜେ୍ଞଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ସଞ୍ଜୟ ଭୋଇ, ପ୍ରକାଶ ଚନ୍ଦ୍ର ଦେବତା, ଭୁଜବଳ ମାଝୀ, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ବନ୍ଦିତା ପରିଡ଼ା, ଡ. ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ୍, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଡ. ହମିଦ୍ ହୁସେନ ।