Friday, May 1, 2026 12:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କର୍ଣ୍ଣାଟକରେ କାମ କଲାନି ମୋଦି ମ୍ୟାଜିକ୍

କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା

by Our Correspondent
13 May, 2023- 04:42 PM
in Latest News, National, News, Politics
1 min read
0
କର୍ଣ୍ଣାଟକରେ କାମ କଲାନି ମୋଦି ମ୍ୟାଜିକ୍

ଭୁୁବନେଶ୍ୱର: କର୍ଣ୍ଣାଟକ ଜିତିବା ପାଇଁ ସବୁ ବଳ କୌଶଳ ଲଗାଇଥିଲା ବିଜେପି । ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦ ଦିନରେ ୧୭ ରାଲି ଏବଂ ୫ ରୋଡ୍ ସୋ’ କରିଥିଲେ । ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଧାନମନ୍ତ୍ରୀ ଦକ୍ଷିଣ କର୍ଣ୍ଣାଟକରେ ଦୁଇରାତି ବି କଟାଇଥିଲେ । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ କର୍ଣ୍ଣାଟକରେ ଡେରା ପକାଇଥିଲେ । ମାତ୍ର ସବୁ ଫସର ଫାଟିଯାଇଛି । କର୍ଣ୍ଣାଟକବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଶିବକୁମାର-ସିଦ୍ଧରମେୟାଙ୍କ ନେତୃତ୍ୱକୁ ସେମାନେ ଗ୍ରହଣ କରିବା ସହ ରାହୁଲ ଗାନ୍ଧୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।

କର୍ଣ୍ଣାଟକରେ ଥିବା ମୋଟ ୨୨୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଭୋଟ ଗଣତି ଫଳାଫଳରୁ କଂଗ୍ରେସ ୧୩୬ ଟି ଆସନରେ ବିଜୟୀ/ଆଗୁଆ ଥିବା ବେଳେ ବିଜେପି ୬୪ ଆସନରେ ବିଜୟୀ/ଆଗୁଆ ରହିଛି । ଜନତା ଦଳ(ଏସ)କୁ ୨୦ ଏବଂ ଅନ୍ୟାନ୍ୟ ଦଳ ୪ ଟି ଆସନରେ ବିଜୟୀ/ଆଗୁଆ ଅଛନ୍ତି । ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୧୧୩ ହୋଇଥିବା ବେଳେ କଂଗ୍ରେସ ଏହାକୁ ପାର୍ କରି ବହୁତ ଆଗକୁ ଯାଇଛି ।

ଦେଶରେ ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ କମ୍ ସମୟ ଥିବା ବେଳେ କର୍ଣ୍ଣାଟକରେ ବିଜେପିର ଶୋଚନୀୟ ପରାଜୟ ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି । ଦେଶକୁ କଂଗ୍ରେସମୁକ୍ତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହା ବିଶେଷ ଚିନ୍ତାର ବିଷୟ ହୋଇଛି । ଆଗକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଏହା ଅଶୁଭ ସଙ୍କେତ ଦେଇଛି ।

ଅନ୍ୟପକ୍ଷରେ କର୍ଣ୍ଣାଟକ ବୃହତ୍ତ ବିଜୟ କଂଗ୍ରେସର ମନୋବଳକୁ ବହୁତ ବଢ଼ାଇ ଦେଇଛି । ପ୍ରେମ ଓ ହିଂସାର ଲଢ଼େଇରେ ପ୍ରେମର ବିଜୟ ହେଲା ବୋଲି ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି । ପ୍ରେମର ଦୋକାନକୁ କର୍ଣ୍ଣାଟକବାସୀ ଆପଣେଇଥିବା ବେଳେ ଘୃଣାର ବଜାରକୁ ପ୍ରତ୍ୟାଖ୍ୟାନ କରିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଶକ୍ତିଶାଳୀ ବିଜେପି ବିରୋଧରେ କଂଗ୍ରେସ ଯୋଜନାବଦ୍ଧ ଭାବେ ଏଥର ନିର୍ବାଚନ ଲଢ଼ିଥିଲା । ରାଜ୍ୟ ସଭାପତି ଡିକେ ଶିବକୁମାର ଏବଂ ବିଧାୟକ ଦଳ ନେତା ସିଏମ ସିଦ୍ଧରମେୟାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସମନ୍ୱୟ ସଂଗଠନକୁ ଅଧିକ ପ୍ରଭାବୀ କରିଥିଲା । ତୃଣମୂଳସ୍ତରରେ ସାଂଗଠନିକ ପରିଚାଳନାକୁ ବେଶୀ ଗୁରୁତ୍ୱ ଦିଆଯାଇଥିଲା । ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ଯୋଜନାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିଥିଲା କଂଗ୍ରେସ ।

Previous Post

ବାପାଙ୍କ ରେକର୍ଡ ଭାଙ୍ଗିଲେ: ୪୮,୬୧୯ ଭୋଟ ବ୍ୟବଧାନରେ ଜିତିଲେ ଦୀପାଳି

Next Post

ପ୍ରମିଳା ମଲ୍ଲିକଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱ

Next Post
ପ୍ରମିଳା ମଲ୍ଲିକଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱ

ପ୍ରମିଳା ମଲ୍ଲିକଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA