Friday, April 24, 2026 07:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜେଲ୍ ଗଲେ ଅମରେଶ ଜେନା

'ମୋତେ ଅର୍ଚ୍ଚନା ନାଗ ଫସେଇଛନ୍ତି'

by Our Correspondent
27 Jul, 2025- 07:29 PM
in Latest News, News
1 min read
0
ଜେଲ୍ ଗଲେ ଅମରେଶ ଜେନା

ଭୁବନେଶ୍ୱର: ଜଣେ ଯୁବତୀଙ୍କ ଏତାଲା ଆଧାରରେ ବିଏମସି କର୍ପୋରେଟର ଅମରେଶ(ବାଇଁଆ) ଜେନା ଗିରଫ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରିର ବରହମପୁର ଥାନା ଅଞ୍ଚଳରୁ କମିସନରେଟ୍ ପୁଲିସ ଆଜି ତାଙ୍କୁ ଗିରଫ କରିଛି । ଭୁବନେଶ୍ୱର ପୋକସୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କ ଜାମିନ୍ ଆବେଦନ ନାମଞ୍ଜୁର କରିବା ପରେ ଝାରପଡ଼ା ଜେଲ୍ ଯାଇଛନ୍ତି ।

ଗତ ଗୁରୁବାର ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । କର୍ପୋରେଟର ଅମରେଶ ଜେନା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା, ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ଏବଂ ହତ୍ୟା ଧମକର ଅଭିଯୋଗ କରିଥିଲେ । ୨୦୨୩ ମସିହାରେ ସେ ନାବାଳିକା ଥିଲା ବେଳୁ ଅମରେଶ ତାଙ୍କ ସହ ସମ୍ପର୍କ ରଖିଥିଲେ ବୋଲି ଏତଲାରେ ଦର୍ଶାଇଥିଲେ । ପୁଲିସ ତାଙ୍କ ଏତଲାକୁ ଗ୍ରହଣ କରି କେସ୍ ନଂ-୩୯୪ରେ ବିଏନଏସ୍ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଥିଲା ।

ଏହି ମାମଲାରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ ଦିନ ହେଲା ବାଇଁଆଙ୍କୁ ଖୋଜୁଥିଲା । ସେ ଫେରାର ହୋଇଯାଇଥିବା ପୁଲିସ ଜଣାଇବା ସହ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେପଟେ ବାଇଁଆଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରିର ବରହମପୁର ଥାନା ଅଞ୍ଚଳର କଳାକାତ ଗାଁରୁ ପୁଲିସ ତାଙ୍କୁ ଗିରଫ କରିଥିଲା ।

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କୋର୍ଟ ଚାଲାଣ ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବାଇଁଆ । ସେ ସିଧାସଳଖ ଅର୍ଚ୍ଚନା ନାଗ ନାଁ ନେଇଛନ୍ତି ଏବଂ ସେ ହିଁ ତାଙ୍କୁ ଫସାଇ ଦେଇଛି ବୋଲି କହିଛନ୍ତି ।

ସେହିଭଳି ବାଇଁଆଙ୍କ ବିରୋଧରେ ଯୁବତୀ ଆଣିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ କହି ତାଙ୍କ ସମର୍ଥନରେ ବାହାରିଛନ୍ତି ସମର୍ଥକ । ସେ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ପତ୍ନୀ ଶ୍ରୀମତୀ ବନଜା ଜେନା ଗଣମାଧ୍ୟମକୁ କହିଛନ୍ତି । ପୁଲିସ ପାଖରେ ସେ ଆତ୍ମସମର୍ପଣ କରିଛନ୍ତି ବୋଲି କହିବା ସହ ଇତିଶ ପ୍ରଧାନ ଏବଂ ଅର୍ଚ୍ଚନା ନାଗ ବିରୋଧରେ ସେମାନଙ୍କ ଅଭିଯୋଗ ଉପରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସ୍ୱାମୀଙ୍କ ପାଇଁ ନ୍ୟାୟ ଭିକ୍ଷା କରି ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ତେବେ ଅର୍ଚ୍ଚନା ନାଗ ତାଙ୍କ ପ୍ରତିକ୍ରିୟାରେ ପୀଡ଼ିତାଙ୍କୁ ଚିହ୍ନି ନାହାନ୍ତି ବୋଲି ସଫେଇ ଦେଇଛନ୍ତି । ଅମରେଶ ତାଙ୍କ କର୍ମଫଳ ଭୋଗୁଛନ୍ତି ବୋଲି ସେ ପାଲଟା କହିଛନ୍ତି ।

ଅନ୍ୟପକ୍ଷରେ ବାଇଁଆଙ୍କୁ ପୁଲିସ ଗିରଫ କରିବା ଖବର ଆସିବା ପରେ ପରେ ବିଜୁ ଜନତା ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

Previous Post

ଅଟଳଜୀ ଜନମାନସର ହୃଦୟରେ ଥିବା ଏକ ଅଭିନ୍ନ ଅନୁଭୂତି: ମୁଖ୍ୟମନ୍ତ୍ରୀ

Next Post

ଦ୍ୱାଦଶ ପାଳି ସୁଦ୍ଧା ୯୧% ଅଭିଯୋଗର ସମାଧାନ

Next Post
ଦ୍ୱାଦଶ ପାଳି ସୁଦ୍ଧା ୯୧% ଅଭିଯୋଗର ସମାଧାନ

ଦ୍ୱାଦଶ ପାଳି ସୁଦ୍ଧା ୯୧% ଅଭିଯୋଗର ସମାଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA