Wednesday, July 1, 2026 08:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାର୍ବଣ ସଜାଗ: ଟୁଇନ୍ ସିଟିରେ ସଂଧ୍ୟା ୮ରୁ ନାଇଟ୍ କର୍ଫ୍ୟୁ

କୋଭିଡ୍ ନିୟମ ମାନିବା ଜରୁରୀ

by Our Correspondent
30 Sep, 2021- 07:40 PM
in Latest News, News
1 min read
0
ପାର୍ବଣ ସଜାଗ: ଟୁଇନ୍ ସିଟିରେ ସଂଧ୍ୟା ୮ରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ପାର୍ବଣ ବେଳେ କରୋନାର ଅଧିକ ସଂକ୍ରମଣର ଆଶଙ୍କା ରହୁଥିବାରୁ ଭୁବନେଶ୍ୱର ଓ କଟକରେ କୋଭିଡ୍ କଟକଣା ଏବଂ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି । ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନ୍ ସିଟିରେ ନାଇଟ୍ କର୍ଫ୍ୟୁ ସଂଧ୍ୟା ୮ଟାରୁ ଲାଗୁ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ସାରା ରାଜ୍ୟ ପାଇଁ ଅକ୍ଟୋବର ମାସର ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏଁ ଲାଗୁ ରହିବ ।

ମୋଟାମୋଟି ଭାବେ ସେପ୍ଟେମ୍ବର ଗାଇଡଲାଇନ୍ ଅପରିବର୍ତ୍ତିତ ରହିଛି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହା ବଳବତ୍ତର ରହିବ । କେବଳ ଭୁବନେଶ୍ୱର ଓ କଟକରେ ଦୁର୍ଗାପୂଜା ବେଳେ ୧୦ ଦିନ ପାଇଁ ନାଇଟ୍ କର୍ଫ୍ୟୁ ଅଧିକ କଡ଼ାକଡ଼ି କରାଯାଇଛି ।

ତେବେ ପାର୍ବଣ ବେଳେ ପୂଜା ବଜାର ଓ ଭିଡ଼ରୁ ଦୂରେଇ ରହିବାକୁ ଏସଆରସି ଶ୍ରୀ ଜେନା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପାର୍ବଣ ବେଳେ ନିରାଡ଼ମ୍ବର ରହି କୋଭିଡ୍ କଟକଣା ପାଳନ କଲେ କରୋନା ସଂକ୍ରମଣରୁ ଆମେ ଦୂରେଇ ରହିପାରିବା । ସୁତରାଂ ପାର୍ବଣ ବେଳେ କଟକଣା ମାନିବା ଜରୁରୀ । ଯଦିଓ ଓଡ଼ିଶାରେ ସଂକ୍ରମଣ ହାର କମିଛି, ତେବେ ଏବେ ବି ୫,୫୪୨ ରୋଗୀ ଚିକିତ୍ସିତ ହେଉଛନ୍ତି । ସାରା ଦେଶରେ ୨ ଲକ୍ଷ ସକ୍ରିୟ ରୋଗୀ ଅଛନ୍ତି । ଆଗକୁ ପାର୍ବଣ ଦୁଇମାସ ସତର୍କ ରହିଲେ ଆମେ ତୃତୀୟ ଲହରକୁ ରୋକିପାରିବା । ଏଥିପାଇଁ ସମସ୍ତେ ସତର୍କ ହେବା ଜରୁରୀ । ମାସ୍କ ପିନ୍ଧିବା, ଗହଳିରୁ ଦୂରେଇ ରହିବା ଏବଂ ହାତ ସଫା ରଖିବା ଭଳି କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।

Previous Post

ସମ ହସ୍ପିଟାଲରେ ବିରଳ ହୃଦରୋଗ ଅସ୍ତ୍ରୋପଚାର

Next Post

ଇସାରା ଦେଲେ ପ୍ରଦୀପ ମାଝୀ

Next Post
ଇସାରା ଦେଲେ ପ୍ରଦୀପ ମାଝୀ

ଇସାରା ଦେଲେ ପ୍ରଦୀପ ମାଝୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA