Thursday, June 25, 2026 09:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସସପେନସ୍ ରେ ରହିଲେ ତୃତୀୟ ପ୍ରାର୍ଥୀ!

ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ରାଜ୍ୟସଭା ପ୍ରାର୍ଥୀ

by Our Correspondent
12 Feb, 2024- 10:07 PM
in News, Politics
1 min read
0
ସସପେନସ୍ ରେ ରହିଲେ ତୃତୀୟ ପ୍ରାର୍ଥୀ!

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଚୟନରେ ପୁଣି ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଚର୍ଚ୍ଚାରେ ନ ଥିବା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଆଉ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କ’ଣ ପାଇଁ ତାହା ମଧ୍ୟ ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ବିଜେଡି ହାତରେ ତୃତୀୟ ଆସନଟି ମଧ୍ୟ ଥିବାରୁ କାଲି ଆଡକୁ ଆଉ ଜଣଙ୍କ ନାଁ ଘୋଷଣା ହେବ ନାଁ ଆଉ କିଛି ଖେଳ ଅଛି ତାହା ବୁଝାପଡୁନାହିଁ ।

କଟକ-ବାରବାଟୀର ପୂର୍ବତନ ବିଧାୟକ ହେଉଛନ୍ତି ଦେବାଶିଷ ଓରଫ୍ ଋଷି ସାମନ୍ତରାୟ । ଗତଥର ସେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ୍ ଙ୍କଠାରୁ ପରାସ୍ତ ହୋଇଥିଲେ । ବର୍ତ୍ତମାନ ସେ କଟକ ଜିଲ୍ଲା ବିଜେଡିର ସଭାପତି ଅଛନ୍ତି । ଏଥର ତାଙ୍କୁ କଟକ-ବାରବାଟୀ ଆସନରୁ ପୁନର୍ବାର ଟିକେଟ ମିଳିବ ବୋଲି କୁହାଯାଉଥିଲା । ପାରାଦ୍ୱୀପରୁ ମଧ୍ୟ ସେ ନିର୍ବାଚନ ଲଢ଼ି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ସେହିଭଳି ପୁରୀର ଯୁବନେତା ହେଉଛନ୍ତି ଶୁଭାଶିଷ ସରଫ୍ ଲକି ଖୁଣ୍ଟିଆ । ବର୍ତ୍ତମାନ ସେ ରାଜ୍ୟ ଯୁବ ବିଜେଡିର ଉପସଭାପତି ଅଛନ୍ତି । ପୁରୀରୁ ବିଧାନସଭା ଲଢ଼ିବେ ବୋଲି ସେ ପ୍ରବଳ ଆଶାୟୀ ଥିଲେ । ମାତ୍ର ରାଜ୍ୟସଭା ପ୍ରାର୍ଥୀ ଦୌଡ଼ରେ ତାଙ୍କୁ କେହି କଳ୍ପନା କରି ନ ଥିଲେ ।

ରାଜ୍ୟସଭାର ତିନୋଟି ଆସନ ପାଇଁ ବିଜେଡିର ବହୁତ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲା । ସେମାନଙ୍କ ମଧ୍ୟରେ ଆଗରେ ଥିଲେ ସଂତୃପ୍ତ ମିଶ୍ର, ପିନାକୀ ମିଶ୍ର, ଅମର ପଟ୍ଟନାୟକ(ଦ୍ୱିତୀୟ ଥର), ଅରୂପ ପଟ୍ଟନାୟକ । ଜଣେ ମହିଳା, ଆଦିବାସୀ କିମ୍ବା ଭାଷାପ୍ରେମୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଆଜି ହଠାତ୍ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁ ପବନରେ ଉଡ଼ିଥିଲା । ଦ୍ୱିପ୍ରହରେ ଦେବାଶିଷ ସାମନ୍ତରାୟଙ୍କୁ ନବୀନ ନିବାସରୁ ଡାକରା ଆସିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଏବେ ନଜର ରହିଲା ତୃତୀୟ ଆସନ ପାଇଁ । ଅତୀତରେ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଯିବା ଭଳି ସେମିତି କିଛି ଖେଳ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

Previous Post

ଯୁବସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’

Next Post

ଚଳିତବର୍ଷରୁ ଯୁକ୍ତ ତିନି ଓ ପିଜି ପିଲାଙ୍କୁ ଛାତ୍ରବୃତ୍ତି

Next Post
ଚଳିତବର୍ଷରୁ ଯୁକ୍ତ ତିନି ଓ ପିଜି ପିଲାଙ୍କୁ ଛାତ୍ରବୃତ୍ତି

ଚଳିତବର୍ଷରୁ ଯୁକ୍ତ ତିନି ଓ ପିଜି ପିଲାଙ୍କୁ ଛାତ୍ରବୃତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA